Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିକ୍ଷକଙ୍କ ସମସ୍ୟା; ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ…

ଏକା ସାଙ୍ଗରେ ଜଳିଲା ୭ଜଣଙ୍କ ଜୁଇ

ପୁରୀ: ଅତୀତରେ ପାଣିରୁ ଭାଇକୁ ବଞ୍ଚାଇଥିଲେ । ହେଲେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ନିଜେ ପାଣିରେ ବୁଡି ଚାଲିଗଲେ । ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟପ୍ରଦେଶର ନଳଖେଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିବ ପ୍ରସାଦଙ୍କ ଭାଇ ସର୍ବେଶ୍ୱର ଏମିତି କିଛି ଦୁଃଖଭରା କଥା କହିଛନ୍ତି। ଶିବ ଅତ୍ୟନ୍ତ ସାହସୀ ଓ…

ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଲେ ପୁରୀ ସେବାୟତ

ପୁରୀ: ସତରେ ଆଜି ବି ମଣିଷ ପଣିଆ ବଞ୍ଚି ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀରେ। ଜଣେ ଭକ୍ତଙ୍କୁ ଏକ ଲକ୍ଷ ଟଙ୍କା ଫେରାଇ ଦେଲେ ଶ୍ରୀମନ୍ଦିର ସେବାୟତ। ଶ୍ରୀମନ୍ଦିର ଭିତରକାଠରୁ ଟଙ୍କାଭର୍ତ୍ତି ପର୍ସ ପାଇ ଜଣେ ସେବାୟତ ଫେରାଇଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା…

କାମ କରୁନି ରେଡିଓ କଲାର୍ , ଜଣାପଡୁନି ଯମୁନା ସ୍ଥିତି

ଶିମିଳିପାଳ: କେମିତି ଅଛି ମହାରଷ୍ଟ୍ରର ବାଘୁଣୀ ଯମୁନା? ପାଖାପାଖି ଗୋଟେ ସପ୍ତାହ ବିତିଗଲାଣି, ଜଣାପଡୁନି ବାଘୁଣୀର ଗତିବିଧି । ବାଘୁଣୀର ଗତିବିଧି ଯାଂଚ୍ ପାଇଁ ବେକରେ ଲାଗିଥିଲା ରେଡିଓ କଲାର୍ । ଏବେ ତାର ବ୍ୟାଟେରୀ ସରିଯାଇଥିବାରୁ ବାଘୁଣୀର ଗତିବିଧି ଜଣାପଡୁନି । ଏବେ ଓଡିଶା ବନବିଭାଗ…

ପାଣିପାଗର ବର୍ତ୍ତମାନ ସ୍ଥିତି: ବାତ୍ୟା ନୁହେଁ ୨୨ ଓ ୨୩ ରେ ପ୍ରବଳ ବର୍ଷିବ: ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ

ଭୁବନେଶ୍ୱର: ଆଗକୁ ମାଡି ଆସୁଛି କି ବାତ୍ୟା! ଏନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହେଉଥିଲା। ଭୟରେ ଥିଲେ ରାଜ୍ୟବାସୀ। ଏବେ କିନ୍ତୁ ଏନେଇ ଏବେ ସ୍ପଷ୍ଟ ସୂଚନା ଜାରି ହୋଇଛି। ଏବେ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ବଙ୍ଗୋପସାଗର ଲଘୁଚାପ। ଏହାର ପ୍ରଭାବରେ ବଡ ବର୍ଷା ହେବ। ୧୧ ଜିଲ୍ଲା…

ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଚାଲି ଗଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଉଦଳା ବ୍ଲକ୍…

ଟ୍ରେନରେ କଟି ୨ ବୃଦ୍ଧାଙ୍କ ମୃତ୍ୟୁ;ମୃତକଙ୍କ ପରିଚୟ ଅସ୍ପଷ୍ଟ

ବସ୍ତା:ଟ୍ରେନରେ କଟିଗଲେ ୨ ମହିଳା। ଏଭଳି ଦୁଃଖଦ ଘଟଣା ବସ୍ତା ରେଳ ଷ୍ଟେସନ ନିକଟରେ ଘଟିଛି। ବସ୍ତା ଥାନା ଅଧୀନ ସଦାନନ୍ଦପୁର ପଞ୍ଚାୟତର ଭଗବାନପୁର ଗ୍ରାମର ଦୁଇ ବୃଦ୍ଧାଙ୍କୁ ଗତ ଦୁଇ ମାସ ଧରି ଭତ୍ତା ମିଳିନଥିବା ଅଭିଯୋଗ ରହିଥିଲା। ଏନେଇ ଭତ୍ତା ସମ୍ପର୍କରେ ଜାଣିବା ପାଇଁ ସେମାନେ ପଞ୍ଚାୟତ…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣର: ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବାଲେଶ୍ୱର: ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୁତୁହୁତ ହୋଇ ଜଳିଲା ହୋଟେଲ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍…

ମ୍ୟୁଜିକ୍ ସର୍କଲ ପକ୍ଷରୁ ଯୁବ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଆୟୋଜିତ ବାର୍ଷିକ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ବିଜେତାମାନଙ୍କୁ ଗୀତଗୋବିନ୍ଦ ସଦନଠାରେ ଏକ ସ୍ୱତନ୍ତ୍ର ସଙ୍ଗୀତ ସନ୍ଧ୍ୟାରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଜେତା ଛାତ୍ରଛାତ୍ରୀମାନେ…

ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ କେନ୍ଦ୍ର କରି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ସଂଘର୍ଷରେ ପାଞ୍ଚ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ଫେସବୁକ୍‌ରେ…