Latest Odisha News
Browsing Category

ପୁରୀ

Puri

ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେହିପରି ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ…

ଚକା ବିଜେ କରିବେ ଶ୍ରୀବିଗ୍ରହ

ପୁରୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପରେ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି । ଯାହା ଦ୍ବାରା ସ୍ଥୁସ୍ଥ ଅନୁଭବ କରୁଛନ୍ତି ଶ୍ରୀବିଗ୍ରହ । ସେପଟେ ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି…

କଥା ଦେଇ କଥା ରଖିଲେ ମୋଦି

ପୁରୀ: କଥା ଦେଇ କଥା ରଖିଲେ ମୋଦି । କହିଥିଲେ ତୁମ ଠିକଣା ଫଟୋରେ ଲେଖ ମୁଁ ତୁମକୁ ଚିଠି ଲେଖିବି । ଆଉ ଆଜି ବାସ୍ତବରେ ସେଇଆ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଥା ରଖି ଚିଠି ଲେଖିଛନ୍ତି ଆଉ ଶୁଭେଚ୍ଛା ବି ପଠାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଗୋଟିଏ କଥା ବେଶ୍…

୩ ଦିନ ଭିତରେ ସରିବ ପୁରୀ ସଫେଇ କାମ, ଡ୍ରୋନ୍ ଯୋଗେ ପକାଯିବ ମଶା ତେଲ

ପୁରୀ: ଜୁନ୍ ୭ରେ ରଥଯାତ୍ରା । ଆଉ ମାତ୍ର ହାତଗଣତି ଦିନ କେଇଟା । ଏଥିପାଇଁ ପୂରା ଆକ୍ସନ ମୋଡରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ପୁରୀ ଯାଇ ନିଜେ…

ପୁଣି ବର୍ଷିଲେ ସୁଦର୍ଶନ, କହିଲେ ରତ୍ନ ଭଣ୍ଡାର ନ ଖୋଲିବାକୁ ହୋଇଛି ଯୋଜନା

ପୁରୀ: ରାଜ୍ୟରେ ସରକାର ବଦଳିଛି । ସରକାର ବଦଳିବା ପରେ ଏବେ ପୂରା ଜୋରଦାର ଚାଲିଛି କାମ । ହେଲେ ଏବେ ବି ଗୋଟିଏ ପ୍ରସଙ୍ଗ ଉପରେ ପ୍ରଶ୍ନବାଚୀ, କେବେ ଖୋଲିବ ରତ୍ନ ଭଣ୍ଡାର ? ଏନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ନିର୍ଦ୍ଦିଷ୍ଟ ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ସହିତ…

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ: ଦୀର୍ଘ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିଛନ୍ତି । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଯାହାକୁ ନେଇ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ତୁରନ୍ତ ଖୋଲିବା ଓ ମରାମତି କରିବା ନେଇ ପୁଣି ଦାବି କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ। ତୁରନ୍ତ ରତ୍ନଭଣ୍ଡାରକୁ ମରାମତି କରାଯାଉ। ପୁଣି ଏଭଳି ଦାବି କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ଏହି ବାର୍ତ୍ତା…

ଆରମ୍ଭ ହେଲା ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା, ମହାପ୍ରଭୁଙ୍କ ଅଣସର ନୀତି

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ…

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ…

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ…