Latest Odisha News

BREAKING NEWS

Browsing Category

ପୁରୀ

Puri

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି…

ରଥଯାତ୍ରା ଛିନତାଇ: ୧୨ ଜଣଙ୍କୁ ଗିରଫ କଲା ପୋଲିସ୍

ପୁରୀ: ସରିଯାଇଛି ଘୋଷଯାତ୍ରା । ରତ୍ନ ବେଦୀରୁ ଯାଇ ଶରଧା ବାଲିରେ ପହଞ୍ଚିଛନ୍ତି ରଥାରୂଢ ତିନି ଠାକୁର । ସନ୍ଧ୍ୟା ଆରତି ପରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ । ତେବେ ୫୩ ବର୍ଷ ପରେ ବିରଳ ରଥଯାତ୍ରା ପାଳନ ହୋଇଥିବାରୁ ଏଥର ଦୁଇ ଦିନ ରଥଟଣା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ…

ଦୁଇ ଦିନିଆ ରଥ ଟଣା; ଅଧା ବାଟରେ ଅଟକିଲେ ଶ୍ରୀଜିଉ

ପୁରୀ: ଦୁଇ ଦିନିଆ ରଥ ଟଣାରେ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ । ସିଂହଦ୍ବାର ଠାରୁ ମାତ୍ର ସ୍ବଳ୍ପ ଦୂର ବାଟ ଯାଇ ଅଟକିଲେ କାଳିଆ ସାଆନ୍ତ । ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଲା ବଡଭାଇ ବଳଭଦ୍ରଙ୍କ…

ସାବାଡ୍ ହେବେ ଅମାନିଆ: ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ଆଇଇଏମଏସ

ପୁରୀ: ସାବାଡ୍ ହେବେ ଅମାନିଆ । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପବିତ୍ର ଘୋଷଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ…

ରଥଟଣା ବେଳେ ଅଘଟଣ: ଠେଲାପେଲାରେ ଜଣେ ଶ୍ରଦ୍ଧାଳୁ ମୃତ

ପୁରୀ: ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣା ବେଳେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ ହୋଇଛି । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି ଉପୁଜିଥିବା ବେଳେ ଏଥିରେ ୮ରୁ ୧୦ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପବିତ୍ର ରଥଯାତ୍ରା…

ରଥଯାତ୍ରାରେ ବିରଳ ଦୃଶ୍ୟ, ମଞ୍ଚରୁ ଓହ୍ଲାଇ ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରାରେ ଦେଖିବାକୁ ମିଳିଲା ରାଜନେତାଙ୍କ ନିଆରା ଦୃଶ୍ୟ । ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ । ଏକାଠି ନଜର ଆସିଲେ ଶାସକ ଦଳ ନେତା ଓ ବିରୋଧି ଦଳ ନେତା । ମଞ୍ଚ ଉପରକୁ ବିରୋଧି ଦଳ ନେତା ନବୀନଙ୍କୁ ପାଛୋଟି ନେଲେ ଶାସକ ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡିଲା ବଡ ଭାଇଙ୍କ ତାଳଧ୍ଵଜ

ପୁରୀ: ଶେଷ ହେଲା ସବୁ ପ୍ରତିକ୍ଷାର ଅନ୍ତ । ଯେଉଁ ବିଶେଷ ସମୟ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଥିଲେ ସେ ସମୟ ଏବେ ପହଞ୍ଚିଛି । ଆରମ୍ଭ ହୋଇଛି ରଥ ଟଣା । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ଏହାପରେ ଦେବୀ ସୁଭଦ୍ରା ଏବଂ ପରେ କାଳିଆ ଠାକୁରଙ୍କ ରଥ ଟଣା ହେବ ।…

ରଥାରୂଢ ତିନିଠାକୁରଙ୍କ ଶେଷ ହେଲା ଛେରା ପହଁରା ନୀତି

ପୁରୀ: ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା ଅଭିମୁଖେ ଯାତ୍ରା କରିବେ । ଛେରାପହଁରା ପୂର୍ବରୁ ରଥ ଉପରେ ତିନିଠାରୁଙ୍କୁ ଦର୍ଶନ…

ବଡ଼ଦାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସାଙ୍ଗରେ ଅଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ

ପୁରୀ: ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଙ୍ଗରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହାବାହୁଙ୍କ ପବିତ୍ର ରଥଯାତ୍ରା…

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରଥଯାତ୍ରା ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର…