Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା, ଦୁଇ ଅଟକ

ରାୟଗଡ଼ା – ବିଚ ରାସ୍ତାରେ ଛୁରୀ ଭୁଷି ଯୁକ୍ତ ତିନି ଛାତ୍ରଙ୍କୁ ହତ୍ୟା । ମୃତକ ଜଣକ ହେଉଛନ୍ତି ପ୍ରମୋଦ କିଲାକା (୨୧) । ନିଜ ମାମୁଁ ଝିଅ ଭଉଣୀଙ୍କୁ ସ୍କୁଟିରେ ନେଇ ସ୍କୁଲରୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର…

ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ

ରାୟଗଡା: ଜିଲ୍ଲାରେ ଅଭାବୀ ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଫସଲ ବଦଳରେ ମରୁଡି ଭଳି ପରିସ୍ଥିତି ଉପୁଜୁଛି। ତେଣୁ ରାମନାଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା ଦାବିରେ ଆଦିବାସୀ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଆଜି ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟକୁ…

ଗଜପତି ପରେ ରାୟଗଡାରେ ଆତଙ୍କ ରଚିଲା ମହାବଳ ବାଘ, ଭୟରେ ଲୋକେ

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।…

କୃଷି ମେଳାର ଶେଷ ଦିନରେ ଯୋଗ ଦେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା: ଆଜି ଗୁଣୁପୁର ଚଇତି ମଣ୍ଡପରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳାର ଶେଷ ଦିନରେ ରାଜ୍ୟ ଆଇନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସହ କୃଷିକୁ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି। ଅନ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା…

ଭାରତୀୟ ସମ୍ବିଧାନ ଦିବସ, ଗୁଣୁପୁର କୋର୍ଟ ପରିସରରେ ଶପଥ ସମାରୋହ

ଗୁଣୁପୁର: ଆଜି ଆମ ଦେଶର ‘ସମ୍ବିଧାନ ଦିବସ’ । ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା । ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଗୁଣୁପୁର ଗୁଣୁପୁର କୋର୍ଟ ପରିସରରେ ଆୟୋଜିତ…

ରାୟଗଡାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଭିଡିଓ କନଫରେସିଂରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଆଜିଠୁ ଆଦିବାସୀ ଅଞ୍ଚଳ ରାୟଗଡାକୁ ଗଡିଲା ଲକ୍ଷ୍ମୀ ବସ୍ । ଜିଲ୍ଲାର ପ୍ରାୟ ୧୧ଟି ବ୍ଲକ୍ ମଧ୍ୟରେ ଏକା ସାଙ୍ଗରେ ୫୨ଟି ବସ୍ ଗଡିଛି । ଭିଡିଓ କନଫରେସିଂ ଜରିଆରେ ଲକ୍ଷ୍ମୀ ବସ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ମୋଟ…

ତିନି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ, ଗଛ କାଟିଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଚାଷ। ବର୍ତ୍ତମାନ ସିଧାସଳଖ ଜିଲ୍ଲା ପ୍ରଶାସନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ଧ୍ୟାନ ଦେଉଥିଲେ ସୁଦ୍ଧା ଲୋକେ ବେଆଇନ ଭାବେ ପୁଣି ଏହି ଚାଷ କରୁଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଶାସନ ଗଞ୍ଜେଇ ଗଛ କାଟୁଛି କିନ୍ତୁ ଲୋକେ ପୁଣି ଲଗାଉଛନ୍ତି। ଆଉ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି : ରାୟଗଡାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ

ରାୟଗଡା : ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର  ପ୍ରୟାସ ଜାରି ରଖିଛନ୍ତି । ଆଜି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିଛି ରାୟଗଡା ଜିଲ୍ଲା । ଜିଲ୍ଲାକୁ ଡ୍ରୋନରେ ସାହାର୍ଯ୍ୟରେ ଯାଇଛି ମେଡିସିନ୍ । ଡ୍ରୋନ୍ ସାହାଯ୍ୟରେ  ରାୟଗଡା ଜିଲ୍ଲାର…

ଦେବଗିରି ଆଶ୍ରମ ସନ୍ୟାସୀ ସ୍ୱରୁପାନନ୍ଦଙ୍କୁ ମରଣାତ୍ମକ ଆକ୍ରମଣ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମରଣାତ୍ମକ ଆକ୍ରମଣ। କଲ୍ୟାଣସିଂହପୁରଠାରେ ଜନୈକ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି। ଏନେଇ କଲ୍ୟାଣସିଂହପୁର ଥାନରେ ଏତଲା…

ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଦୁର୍ଘଟଣା: ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ

ରାୟଗଡ଼ା: ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ…