Latest Odisha News
Browsing Category

ସୁନ୍ଦରଗଡ଼

Sundargarh

ଆଜିଠୁ ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜିକୁ ବାଦ୍‌ ଦେଇ ପର୍ଯ୍ୟଟକମାନଙ୍କୁ କେବଳ ଭ୍ରମଣ ଅନୁମତି

ସୁନ୍ଦରଗଡ : ଆଜିଠୁ ଖୋଲିଲା ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷ ପୂର୍ବରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି ।  କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ । କୋଭିଡ୍ କଟକଣା ଭିତରେ ଖଣ୍ଡାଧାର ଜଳପ୍ରପାତ ବୁଲାବୁଲି…

ରାଉରକେଲା ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ରାଉରକେଲା: ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ । ଆହତମାନଙ୍କର ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସା…

ରାଉରକେଲାରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ସହକାରୀ ବାଣିଜ୍ୟ କର ଓ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ନାଁ ଅଲେଖ ମହାନନ୍ଦ । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଅଲେଖ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଏକକାଳୀନ ରେଡ୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ନାରାୟଣ ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନାରାୟଣ…

ସୈତାନ ସ୍ୱାମୀ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ: ସ୍ୱାମୀ ସାଜିଲା ସୈତାନ । ଯାହାକୁ ସାତ ଜନ୍ମର ସାଥି କରିଥିଲା କ୍ଷଣକ ରାଗରେ ତାକୁ ନିର୍ମତ ଭାବରେ ହତ୍ୟା କରିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ । ଘରୋଇ କଳହକୁ…

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି, ବସ୍ତା ଓ ବ୍ୟାଗରେ ବୋହିନେଲେ ଲୋକ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଡ୍ରାଇଭର ଓ ଅନ୍ୟମାନଙ୍କୁ ଲୋକ ଉଦ୍ଧାର କରିବେ କଣ କୁକୁଡ଼ା ବୋହିବାରେ ବ୍ୟସ୍ତ ସମସ୍ତେ । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁର୍ଘଟଣାର ଫାଇଦା ନେଇ ଲୋକ ଘରକୁ ବୋହି ନେଲେ କୁକୁଡ଼ା । ବ୍ୟାଗ, ବସ୍ତା…

ଦଳି ଦେଲା ଦନ୍ତା, ଦୁଇ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼: ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ନିଜ ଘର ନିକଟ ବଗିଚାରେ କାମ କରୁଥିଲେ । ଏତିକିବେଳେ ଏକ ଦନ୍ତାହାତୀ ତାଙ୍କୁ କଚାଡ଼ି …

ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଘେରିଲେ ଉତ୍ୟକ୍ତ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପରିବାର ଲୋକ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ତାତିଛନ୍ତି ସ୍ଥାନୀୟ ଲୋକ । ହାଜତ ମୃତ୍ୟୁ…

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୋଠାରେ ଚାଲିଲା ଅତ୍ୟାଧୁନିକ ଏସଏନସିୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି। ଗତ ଶନିବାର ଦିନ ଏହି ନୂଆ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ…

ଦୀପାବଳିରେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ଭାଇ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ଦୀପାବଳି ଖୁସିରେ ଅସରନ୍ତି ଦୁଃଖ ଭରି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଭାଇ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଦୁର୍ଘଟଣା ।…