Latest Odisha News

BREAKING NEWS

Browsing Category

ରାଜନୀତି

କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ଚର୍ଚ୍ଚାରେ… 

ଭୁବନେଶ୍ୱର: ବିଜେପି ଖୋଜୁଛି ବିକଳ୍ପ ନେତୃତ୍ୱ। କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ନରେନ୍ଦ୍ର ମୋଦି ନା ଆଉ କିଏ? ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା। କୁହାଯାଉଛି ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଆଉ କିଏ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା। ଲୋକସଭା ନିର୍ବାଚନରେ ଘୋର୍…

ପୁଣି ଫସିଲେ ରାହୁଲ: ଏଥର ପଦ ଯିବ ନା ଯିବେ ଜେଲ୍!

ନୂଆଦିଲ୍ଲୀ: ପୁଣି ଫସିଲେ ରାହୁଲ । ରାହୁଲଙ୍କ ନାଁରେ ଏତଲା ଦେଲା ବିଜେପି ନେତୃତ୍ବାଧୀନ ଏନଡିଏ । ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ବାଏରେଡ୍ଡି ଶାବରୀ  ଏବଂ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସଂସଦରେ ଆକ୍ରମଣ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ…

‘ଠେଲିଦେଲେ ରାହୁଲ’: ବର୍ଷିଲେ ରିଜିଜୁ, କହିଲେ ‘ବଳ ଦେଖାଉଛନ୍ତି’

ନୂଆଦିଲ୍ଲୀ: ଆଜି ସଂସଦରେ ତୁମୁଳକାଣ୍ଡ । ଠେଲାପେଲା ଭିତରେ ଆହତ ହେଲେ ବିଜେପିର ଦୁଇ ସାଂସଦ ପ୍ରତାପ ଷଢଙ୍ଗୀ ଏବଂ ମୁକେଶ ରାଜପୁତ୍ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାମୁକ୍କିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ରାହୁଲ ଠେଲିଦେଲେ ବୋଲି…

ନୂଆ ଲୁକରେ ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ୍

ଫ୍ଲୋରିଡା: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କର ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ହେୟାର ଷ୍ଟାଇଲ ମଧ୍ଯ ବଦଳିଯାଇଥିବାର ଦେଖାଯାଉଛି। ଫ୍ଲୋରିଡାରେ ଥିବା ଟ୍ରମ୍ପଙ୍କ…

ସଂସଦରେ ଠେଲାପେଲା: ଫାଟିଲା ବାଲେଶ୍ବର ସାଂସଦଙ୍କ ମୁଣ୍ଡ, ରାହୁଲ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିଓ୍ଥିତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ…

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶାହ: ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଡକ୍ଟର ଆମ୍ଵେଦକରଙ୍କୁ ନେଇ ଅମିତ ଶାହାଙ୍କ ମନ୍ତବ୍ୟ ନେଇ ଏବେ ବଡ଼ ବିବାଦ ଉପୁଜିଛି। ଗତକାଲି ରାଜ୍ୟସଭାରେ ସମ୍ବିଧାନ ଆଲୋଚନା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ…

ଆପ ବିନା ଲାଭରେ କଂଗ୍ରେସ !

ନୂଆଦିଲ୍ଲୀ: ଏକାଠି ନୁହେଁ, ଏକା ଏକା । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକା ଏକା ଲଢୁଛନ୍ତି କଂଗ୍ରେସ ଓ ଆପ୍ । ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିଥିବା ବେଳେ ବିଧାନସଭାରେ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୧୩ରୁ ଦିଲ୍ଲୀ ରାଜନୀତିରେ କୋଣଠେସା ହୋଇଥିବା କଂଗ୍ରେସ ପାଇଁ ଏଥର ନିର୍ବାଚନ…

ଫସିଯିବେ କି ପ୍ରମିଳା ମଲ୍ଲିକ?

ଭୁବନେଶ୍ବର: ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗ । ସମ୍ବଲପୁର, ଦିଲ୍ଲୀରେ ଚଢାଉ । ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଡଧରଣର ରେଡ୍…

ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ…

କାହିଁକି ଏକକ ନିର୍ବାଚନରେ ମତ ଦେଲେନି ଗଡକରୀଙ୍କ ସମେତ ବିଜେପିର ୧୯ ସାଂସଦ?

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସରକାରଙ୍କ ପକ୍ଷରୁ ଲୋକସଭା ସଦନରେ ବହୁ ଚର୍ଚ୍ଚିତ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ ଆଗତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଏହାକୁ ଗୃହରେ ଉପସ୍ଥାପନା କରିଥିବା ବେଳେ ଏହାକୁ ନେଇ ଭୋଟିଂ ପ୍ରକ୍ରିୟା ଦ୍ବାରା ମତ ଗ୍ରହଣ କରାଯାଇଥିଲା । ହେଲେ ସବୁଠୁ…