Latest Odisha News

BREAKING NEWS

Browsing Category

ରାଜନୀତି

ମୋତେ ‌ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିଲା, ଓଡ଼ିଆ ନବବର୍ଷରେ ପାଞ୍ଜି ଖୋଲିବି : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ  ସମୟ ଆସିଲେ ପାଞ୍ଜି ଖୋଲିବା କଥା ଆଜି ଗଣମାଧ୍ୟମକୁ କହିଛନ୍ତି। ଟାଟା କମ୍ପାନିରେ ଚାକରି ନାଁରେ ଠକେଇ ମାମଲାରେ ସମସ୍ତ ୫ଟି ମାମଲାରୁ ନିର୍ଦ୍ଦେଶ ସାବ୍ୟସ୍ତ ହେଲା ପରେ ସେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ ଓଡିଆ…

ଶିଶମହଲ…ବଢିଲା ଦିଲ୍ଲୀ ସଂଗ୍ରାମ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନେଇ ତେଜିଛି ରାଜନୀତି । ଆଲିସାନ ସିଏମ୍ ଆବାସ ବା ବିରୋଧୀଙ୍କ ଭାଷାରେ ଶିଶମହଲକୁ ନେଇ ବିଜେପି ଓ ଆପ୍ ମୁହାଁମୁହିଁ ହୋଇଛନ୍ତି । ବିଜେପି ଲଗାତର ଶିଶମହଲକୁ ନେଇ ଆପକୁ ଆକ୍ଷେପ କରି ଚାଲିଥିବା ବେଳେ…

‘ନୂଆ ସରକାରରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା’, ଘେରିଲା ବିଜେଡି

ଭୁବନେଶ୍ବର: ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ପୂରା ବିଶ୍ବର ନଜର ଭୁବନେଶ୍ବର ଉପରେ ରହିଛି । ଦେଶବିଦେଶରୁ ପ୍ରବାସୀ ଭାରତୀୟଙ୍କ ଡେରାପଡିଛି ଭୁବନେଶ୍ବରରେ । ହେଲେ ଏଭଳି ସ୍ଥିତିରେ ଆଜି ସକାଳୁ ସକାଳୁ ରାଜଧାନୀ ରାଜରାସ୍ତାରେ, ତାହା ପୁଣି ଏକ ସେଣ୍ଟ୍ରାଲ ପଏଣ୍ଟ ଯାହା ସବୁ ବେଳେ…

କଂଗ୍ରେସର ହାତ ଛାଡ଼ିଲେ ଅଖିଳେଶ, ମମତା ଓ ଉଦ୍ଧବ ! କହିଲେ ଦିଲ୍ଲୀରେ ଆସୁ ଆପ୍ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଆହୁରି ଜୋରଦାର ହେଉଛି ନିର୍ବାଚନ ପ୍ରଚାର। କଂଗ୍ରେସ ସମେତ ଆପ ଓ ବିଜେପି ନିଜ ନିଜର ରଣନୀତି ନେଇ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡାଆ ମେଣ୍ଟରେ ଥିବା ନେତାଙ୍କ ବୟାନ।…

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ…

ଦିଲ୍ଲୀରେ ବୁଧବାର ନିର୍ବାଚନକୁ ନେଇ କାହିଁକି ଖୁସି ଅଛି ବିଜେପି ?

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆଜି ନିର୍ବାଚନ ଆୟୋଗ ଏହି ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀ ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଫେବ୍ରୁୟାରୀ ୫ ତାରିଖରେ ଭୋଟ ପଡିବ। ଦିଲ୍ଲୀ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯେଉଁ ଦିନ ସ୍ଥିର କରିଛନ୍ତି ତାହାକୁ…

ଦିଲ୍ଲୀ ରାଜନୀତିର ଭିତିରି ଖେଳ, କଂଗ୍ରେସ ହେବ କିଙ୍ଗ୍‌ମେକର ?

ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ…

ଦିଲ୍ଲୀ ଦଙ୍ଗଲରେ ଏଆଇ ଅସ୍ତ୍ର

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ତାରିଖରେ ଭୋଟ୍ ଦେବ ଦିଲ୍ଲୀ। ୮ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନ ଦିଲ୍ଲୀର ୭୦ ସିଟ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆହୁରି ବଢିଛି ନିର୍ବାଚନୀ ତାତି । ୧କୋଟି ୫୫ଲକ୍ଷ ଭୋଟର ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଦୁର୍ନୀତି…

ଦଳ ଛାଡିବେ ଶରଦ ପାଓ୍ବାରଙ୍କ ସାଂସଦ !

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ମହା’ଟୁଇଷ୍ଟ ! ଶରଦ ପାଓ୍ବାରଙ୍କ ଦଳରେ ବିଦ୍ରୋହ ! ଦଳର ୮ସାଂସଦ ଅଜିତ ପାଓ୍ବାରଙ୍କ ଏନସିପିରେ ହେବେ ସାମିଲ ! ସୁପ୍ରିୟାଙ୍କୁ ମନ୍ତ୍ରୀ ପଦ ପାଇଁ ପାଓ୍ବାରଙ୍କ ଲବି ! ମହାରାଷ୍ଟ୍ରରେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିପାରେ ଜୋର କା ଝଟକା । ଶରଦ…

ଦିଲ୍ଲୀରେ ପୋଷ୍ଟର ୱାର୍ ଜାରି, ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ କହିଲା ଆପ୍

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ପାଇଁ ଆଉ କିଛି ଦିନ ବାକିଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର। ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ…