Latest Odisha News

BREAKING NEWS

Browsing Category

ରାଜନୀତି

ପାଣ୍ଡିଆନଙ୍କର ଓଡ଼ିଶା ରାଜନୀତି ସମ୍ପର୍କରେ ଜ୍ଞାନ କମ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ୍ ଦେଇଥିବା ଚ୍ୟାଲେଞ୍ଜର ଜବାବ ନେଇ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଓଡ଼ିଶାର ରାଜନୈତିକ ଇତିହାସ କଥା ଉଠାଇ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କିତ ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଯନାରାୟଣ…

ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲଙ୍କ ପ୍ରଥମ ବାର୍ତ୍ତା, ଏକଛାତ୍ରବାଦ ବିରୋଧରେ ଏକାଠି ହୁଅ

ନୂଆଦିଲ୍ଲୀ: ୫୦ ଦିନ ତିହାର ଜେଲରେ ରହିବା ପରେ ଅନ୍ତରୀଣ ଜାମିନରେ ମୁକୁଳିଥିବା ଅରବିନ୍ଦ କେଜ୍ରିୱାଲ ଭାରତର ନାଗରିକମାନଙ୍କୁ ଏକ ନିବେଦନ କରି ଏକଛତ୍ରବାଦର ବିପଦ ବିରୋଧରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି । ସନ୍ଧ୍ୟା ୭ଟାରେ ସେ ଜେଲରୁ ବାହାରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍)…

ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ: ମୋଦୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ବରରେ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି।…

ନିର୍ବାଚନ ବେଳେ ବିଶ୍ବାସଘାତକ କଥା କହି ସମୀର ଦାଶଙ୍କୁ ଚେତାବନୀ ଦେଲେ ରାଜା ସ୍ବାଇଁ

ପୁରୀ: ବିଜେଡିର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ଭିତରେ ଆନୁଗତ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ଦଳର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅନେକ…

ଓଡ଼ିଶାରେ ବିଜେଡିର ଶାସନ ଶେଷ ହେବ, ବିଜେପିର ବିଜୟ ନେଇ ପୂର୍ବାନୁମାନ କଲେ ରାଜନାଥ ସିଂ

ଭୁବନେଶ୍ୱର:  ରଣପୁରରେ ଏକ ସାଧାରଣ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ ବିଜେପି ଚଳିତଥର ଅଧିକ ଆସନରେ ଜିତିବ ବୋଲି କହିବା ସହ ପରିବର୍ତନର ମାହୋଲ ଅନୁଭବ ହେଉଛି ବୋଲି କହିଛନ୍ତି। ବିଜେପି କ୍ଷମତାକୁ ଆସିବା ପରେ ବିଜେଡିର ଦୀର୍ଘ ଦିନର ଶାସନ ଶେଷ ହେବାକୁ ଯାଉଛି କହି…

ବିଜେଡି କଳିରୁ ଫାଇଦା ନେବ ବିଜେପି !

ଭୁବନେଶ୍ଵର: ଖଣ୍ଡପଡା ବିଜେଡି ଖଣ୍ଡ ଖଣ୍ଡ ! ପ୍ରଥମେ ଗଲେ ଅନୁଭବ ପରେ ଗୟାଧର ବିଦା। ଫେରିଲେନି ସୌମ୍ୟ ପଟ୍ଟନାୟକ ! ଟିକେଟ୍ ଘୋଷଣା ପରଠୁ ଜଣକ ପରେ ଜଣେ ଆଶାୟୀ ବିଜେଡି ଛାଡିଛନ୍ତି । ମହିଳା କାର୍ଡ ଖେଳି ଖଣ୍ଡପଡା ଗଡ ରକ୍ଷା କରିବାକୁ ଯୋଜନା କରୁଥିବା ବିଜେଡି ପାଇଁ ଏବେ ବଢିଲାଣି…

ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ…

ବାହାରିଲେ କେଜ୍ରିଓ୍ବାଲ, ବଦଳିବ ମାହୋଲ୍ !

ଭୁବନେଶ୍ବର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍। ବଦଳିବ କି ନିର୍ବାଚନ ମାହୋଲ୍ ? ଜୋଶରେ ଆପ୍ ନେତା, ଭରସା କରିବେ କି ଜନତା ? ନିର୍ବାଚନର ଠିକ୍ ୧୫ଦିନ ପୂର୍ବରୁ ଜେଲରୁ ବାହାରି କମାଲ୍ କରିବେ କି କେଜ୍ରିଓ୍ବାଲ୍ ? କେତେ ଲାଭ ପାଇବ ଆପ୍ ? ଇଣ୍ଡିଆ…

ନବରଙ୍ଗପୁରରେ ବଦଳୁଛି ହାୱା !

ଭୁବନେଶ୍ବର : ନବରଙ୍ଗପୁରରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ନେତା ବଦଳାଇଲେ ଦଳ, ଏବେ ବଦଳୁଛି ମାହୋଲ ! ବଦଳିବ କି ଲୋକସଭା ବାଜି ? ଏଥର ନବରଙ୍ଗପୁରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନରେ ଆକ୍ଟିଭ ରହିଛନ୍ତି । ତେବେ ସିଧାସଳଖ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେଇପାରେ ।…

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ୩୨ଟି ଆସନ ଉପରେ ରହିବ ସମସ୍ତଙ୍କ ନଜର, ନିର୍ଦ୍ଧାରଣ ହେବ ହେବିୱେଟ୍ ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ଭୋଟ୍ ପରେ ନିର୍ବାଚନର ଅଧା ଯାତ୍ରା ଶେଷ ହୋଇଛି ଏବଂ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ସମୟ। ଚତୁର୍ଥ ପର୍ଯ୍ୟାୟରେ,୧୭୧୭ ପ୍ରାର୍ଥୀ ୧୦ଟି ରାଜ୍ୟରେ ୯୬ଟି ଲୋକସଭା ଆସନ ପାଇଁ ଲଢୁଛନ୍ତି, ଯାହାର ଭାଗ୍ୟ ମେ ୧୩ରେ ଭୋଟରଙ୍କ ଦ୍ୱାରା ସ୍ଥିର…