Latest Odisha News

BREAKING NEWS

Browsing Category

ରାଜନୀତି

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ନୀଳଗିରି: ବିଜେଡି ଛାଡିଲେ ସନ୍ତୋଷ ଖଟୁଆ । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଦେଇଛନ୍ତି । ତେବେ ୨୦୨୪ ନିର୍ବାଚନ ପାଇଁ ନୀଳଗିରିରେ ବିଜେଡି ଟିକେଟ ରେ ସନ୍ତୋଷ ଆଶାୟୀ ଥିଲେ ହେଲେ ଦଳ ତାଙ୍କ…

୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ଵର: ୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଘସିପୁରାରୁ ଶମ୍ଭୁନାଥ ରାଉତଙ୍କୁ ପାର୍ଥୀ ଘୋଷଣା କରାଯାଇଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ର,…

ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର

ବରଗଡ: ନାମାଙ୍କନ ଦାଖଲ କଲେ ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର । ପ୍ରାୟ ୩୦ ହଜାରରୁ ଅଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଦେବେଶ ଆଚାର୍ଯ୍ୟ ବରଗଡ଼ ଉପ ଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ରଙ୍କ ଠାରେ ନିଜ ନାମାଙ୍କନ ପତ୍ର…

ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ବିରୋଧି: ପାଣ୍ଡିଆନ

ଭୁବନେଶ୍ଵର: ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି…

ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମା ସମଲେଇ ମନ୍ଦିର ପାଖରୁ ବିଶାଳ…

ନାମାଙ୍କନ ଭରିଲେ ଅରୁପ୍ ପଟ୍ଟନାୟକ; କହିଲେ, ପୁରୀବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି

ପୁରୀ: ନାମାଙ୍କନ ପତ୍ର ଦାଖଲ କଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ୍ ପଟ୍ଟନାୟକ । ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଅରୁପ୍ । ବଗଲାଧର୍ମଶାଳା ଠାରୁ ଏକ ବଡ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆ ଧରି ଅରୁପ୍…

ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନୁଭବ । ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଟିକେଟ୍‌ ଆଶାୟୀ ଥିଲେ। ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା…

‘ଭୋଟ୍ ନଦେଲେ ବିଜୁଳି କାଟି ଦିଆଯିବ’: କଂଗ୍ରେସ ବିଧାୟକଙ୍କ ଧମକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର କ୍ଷେତ୍ରରେ ବିଭିନ୍ନ ପ୍ରକାରର ବିବାଦୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ସମ୍ବିଧାନ ହଟାଇବା ଏବଂ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି ତ ଆଉ କେଉଁଠି ସାମ୍ପ୍ରଦାୟିକ ପ୍ରସଙ୍ଗରେ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ କର୍ଣ୍ଣାଟକର ଜଣେ…

ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ବାକି ଥିବା ପାର୍ଥୀ ତାଲିକା । ୩ ବିଧାନସଭା ଆସନର ପାର୍ଥୀ ଘୋଷଣା କଲା ବିଜେଡି । ପାର୍ଥୀ ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଖଣ୍ଡପଡାରୁ ସାବିତ୍ରୀ…

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…

ଭୁବନେଶ୍ବର: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥିପତ୍ର ଦାଖଲ କଲେ ସାଂସଦ ପ୍ରାର୍ଥିନୀ  ଅପରାଜିତା ଷଡ଼ଙ୍ଗୀ । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…