Latest Odisha News

BREAKING NEWS

Browsing Category

ରାଜନୀତି

ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ: ପାଣ୍ଡିଆନ

ବାଣପୁର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଯୋଡି…

ରୋଡ୍ ଶୋ ରାଜନୀତି

ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ରୋଡ୍ ଶୋ କରୁଛନ୍ତି ହେଭିଓ୍ବେଟ୍ ନେତା। ଭୁବନେଶ୍ବର ଜନପଥରେ ମୋଦି ରୋଡ୍ ଶୋ କରିଛନ୍ତି ତ ସିଲଭର ସିଟିରେ ପାଓ୍ବାର ଶୋ କରିଛନ୍ତି ବିଜେପିର ନମ୍ବର ଟୁ ଅମିତ ଶାହା। ଜେପି ନଡ୍ଡା, ହେମାମାଳିନୀ ବି ଗୋଟେ ପରେ ଗୋଟେ ରୋଡ୍ ଶୋ କରି ଲୋକଙ୍କ ପାଖରେ…

କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?

ଭୁବନେଶ୍ବର : କଟକରେ ସଂତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମହାମୁକାବିଲା। କଟକ ଲୋକସଭା ଆସନରୁ ଗତ ୬ଥର ହେଲା ଜିତି ଆସୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ଏଥର ସେ ଟିମ୍ ବଦଳାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ ବିଜେଡି କର୍ପୋରେଟ୍…

‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା

ସତ୍ୟବାଦୀ: ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ । ଟଙ୍କାଏ ଦୁଇଟଙ୍କା ଚାନ୍ଦା କର, ପାଣ୍ଡିଆନଙ୍କୁ ପ୍ଲେନ୍ ଟିକଟ କିଣିକି ଦିଅନ୍ତୁ ।’ ଏମିତି କିଛି କହି ବିଜେଡି ନେତା ଭି. କେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ବିଶ୍ବଶର୍ମା । ଆଜି ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ବାଚନୀ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ

ବ୍ରହ୍ମଗିରି: ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର । ସଭାରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ । କହିଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି ।…

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦରେ ପ୍ରଚାର ସମୟରେ ବିଜେପିକୁ ଜୋରଦାପ ଆକ୍ରମଣ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ବିଜେପି ଦଳରୁ ବହୁ ନେତା ଆସି କହୁଛନ୍ତି ଚିଲିକାରେ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି, ‘ଆସନ୍ତା ମେ ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଯାହା ମଧ୍ୟରେ…

ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍‌ ଶୋ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ରିୟ ବିଜେପି ନେତା । ଚଳିତ ନିର୍ବାଚନରେ ମୋଦିଙ୍କ ଫୋକସ୍ ରହିଛି ଓଡ଼ିଶା ଉପରେ ।ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନ ପ୍ରଚାର ଲାଗି ତୃତୀୟଥର ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା…

‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’

ନୂଆଦିଲ୍ଲୀ: 'ଆମ୍ ଆଦମୀ ପାର୍ଟି ମିଛ ର ମୂଳଦୁଆରେ ନିର୍ମିତ ଏକ ପାର୍ଟି । ଏବଂ ଏହାର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅସଲମୁଖା ଦେଶର ତଥା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଧରାପଡିଯାଇଛି କହି ଆପ୍ କୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ…

ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନୈୟା କୁମାର ର କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । କହ୍ନୈୟାଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ପାଖକୁ ଆସି ତାଙ୍କୁ ମାଡ଼ ମାରି କାଳି ଫିଙ୍ଗିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ସହିତ…