Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିରେ ଏକନାଥ ସିନ୍ଦେ !

ଭୁବନେଶ୍ବର : ଓଡିଶାରେ ହେବ କି ଅପରେସନ୍ ଲୋଟସ୍‌! ବିଜେଡି ଭାଙ୍ଗିବାକୁ ଚାଲ୍ କରୁଛି କି ବିଜେପି! ସଂଖ୍ୟା ନମିଳିଲେ ବି ମହାରାଷ୍ଟ୍ର ଭଳି ସରକାର ଗଢିବ କି ବିଜେପି ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ…

ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?

ଭୁବନେଶ୍ୱର: ରାଜ୍ୟରେ ବିଜେପି ୪୦ରୁ ୫୦ ଆସନ ପାଇଁ ନିର୍ବାଚନ ଲଢ଼ୁଛି। ଏହାପରେ ମହାରାଷ୍ଟ୍ର, କର୍ଣ୍ଣାଟକରେ ଯେଉଁଭଳି ଦଳରେ ବିଦ୍ରୋହ କରି କ୍ଷମତା ହାତେଇଥିଲା ଠିକ୍ ସେହିଭଲି ଓଡ଼ିଶାରେ ବିଜେଡି ସହ କରିପାରେ। ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ୍ ଏଭଳି ବୟାନ ଦେବା ପରେ ବିଜେପି…

କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?

ଭୁବନେଶ୍ୱର: ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ନେତାମାନେ ମଧ୍ୟ ୨୦୧୪ ଏବଂ ୨୦୧୯ରେ ପ୍ରଚାର କରିଥିଲେ ଏବଂ ନିର୍ବାଚନ ଫଳାଫଳ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଅଧିକ ବିଶ୍ୱାସ କରନ୍ତି ଏବଂ ଅତୀତରେ ସେମାନଙ୍କୁ କଡ଼ା…

ରଙ୍ଗ ଓ ରୂପକୁ ନେଇ ମନ୍ତବ୍ୟ ଦେଇ ଫସିଗଲେ ପିଟ୍ରୋଡା, କଂଗ୍ରେସର ଓଭରସିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ସାମଙ୍କ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି। ପୂର୍ବରେ ଭାରତୀୟମାନେ ଚୀନ୍ ଭଳି…

‘ଲୋକଙ୍କ ସରକାର, ବିକାଶ ସରକାର ବିଜେପି’

ରାୟଗଡା: ଲୋକଙ୍କ ସରକାର, ବିକାଶର ସରକାର ହେଉଛି ବିଜେପି । ରାୟଗଡା ସହର ସ୍ଥିତ ଜିଆଇଏସିଆର ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଏପରି ବକ୍ତବ୍ୟରୁ ନିଜ ଅଭିଭାଷଣର ଆରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ…

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ…

ଖଣ୍ଡପଡାରେ କାହାପଟେ ସୌମ୍ୟ ?

ଭୁବନେଶ୍ବର: ଖଣ୍ଡପଡାରେ କାହାକୁ ସୌମ୍ୟଙ୍କ ଆଶୀର୍ବାଦ? ଅନୁଭବ ପଟ୍ଟନାୟକଙ୍କ ସାଥ୍ ଦେବେ ନା ସାବିତ୍ରୀଙ୍କୁ କହିବେ ବିଜୟୀ ଭବଃ ? ନା ବିଜେପିକୁ କରିବେ ସିକ୍ରେଟ ସପୋର୍ଟ ? କେଉଁ ଆଡକୁ ଢଳିବ ସୌମ୍ୟଙ୍କ ସମର୍ଥନ? ଖଣ୍ଡପଡାରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରଠୁ ତେଜିଛି…

ବଦଳିବ ବ୍ରହ୍ମପୁର ବାଜି !

ଭୁବନେଶ୍ବର : ବ୍ରହ୍ମପୁରରେ ବଡ଼ ଲଢେଇ। ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର । ସମ୍ମାନର ଲଢେଇରେ ବଦଳିବାରେ ଲାଗିଛି ସମୀକରଣ। ବ୍ରହ୍ମପୁରରେ ଫୁଟିବ ପଦ୍ମ ନା ପୁଣି ଶଙ୍ଖନାଦ? କିଏ ଛିଡାଇବ କାହାର ଲେଖା? ବଦଳିଛି ମୁହଁ, ବଦଳିବ କି ଫଳାଫଳ? କୁଆଡେ ଢଳୁଛନ୍ତି ବ୍ରହ୍ମପୁର ଭୋଟର?…

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ କର୍ଣ୍ଣାଟକ ପୋଲିସର ସମନ

ନୂଆଦିଲ୍ଲୀ: ବିବାଦୀୟ ପୋଷ୍ଟକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ । ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ କର୍ଣ୍ଣାଟକ ପୋଲିସ ସମନ କରିଛି । ଏକ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ହାଜର ହେବାକୁ ସମନ ରେ ସମୟ ଦିଆଯାଇଛି ।…