Latest Odisha News

BREAKING NEWS

Browsing Category

ରାଜନୀତି

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ‌ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ମେଣ୍ଟ ନିଜର ଶକ୍ତି ପ୍ରଦର୍ଶନ କରୁଛି।…

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ, 'ନିର୍ବାଚନ ପୂର୍ବରୁ ମ୍ୟାଚ୍…

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା…

କଳାହାଣ୍ଡିରେ କୁରୁକ୍ଷେତ୍ର: ମାଳବିକା ବନାମ ଲମ୍ବୋଦର

କଳାହାଣ୍ଡି: କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । କାମ କରିବ କି ବିଜେପି ରଣନୀତି? ନା ଲମ୍ବୋଦର ନିଆଲ ଉଡାଇବେ ବିଜୟ ବାନା? ଏଯାଏଁ ପତ୍ତା…

‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ, ସେ ପରିବାରର ଅର୍ଥ ବୁଝେ ନାହିଁ’

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ମାର୍ଚ୍ଚ ୩୧ ରେ ଦିଲ୍ଲୀର ରାମ ଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସମଗ୍ର ବିରୋଧୀ ଏକାଠି ହେବେ । ଏହାପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ଜବାବରେ ମହାରାଷ୍ଟ୍ରର…

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ…

ନିର୍ବାଚନ ପୂର୍ବରୁ ବିଜେପିର ବିଜୟ, ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦରେ ନିର୍ବାଚିତ

ଇଟାନଗର: ଅରୁଣାଚଳ ପ୍ରଦେଶରୁ ବିଜେପି ପାଇଁ ଏକ ଖୁସି ଖବର ଆସିଛି । କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ପୂର୍ବରୁ ଦଳ ୧୦ ଟି ସିଟ୍ ରେ ଜିତିଥିବାନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ ବିଜେପି ୧୦ ଟି…

ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ମିଶିଲେ ଚିରଞ୍ଜୀବ

ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଗତକାଲି…

ଗୁରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ, ଶିଷ୍ଯ ରାଘବ ଚଢ଼ା କେଉଁଠି?

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଜିତେନ୍ଦ୍ର ଆୱାଡ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅବକାରୀ ନୀତି ସଂକ୍ରାନ୍ତ ଏକ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ, ‘୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ…

ଗୌହାଟି: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ । ସେ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ…