Latest Odisha News

BREAKING NEWS

Browsing Category

ରାଜନୀତି

ଜାତି ଧର୍ମ ନାଁରେ ନିର୍ବାଚନ ନ ଲଢନ୍ତୁ ରାଜନୈତିକ ଦଳ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଶନିବାର ଅର୍ଥାତ ଆଜି ୨୦୨୪ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛି। ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ରେ ଭୋଟ୍ ଗଣନା କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଜ୍ଞାନ ଭବନରେ…

ଦାଗୀ ନେତାଙ୍କ ଚିନ୍ତା ବଢାଇଲେ ନିର୍ବାଚନ ଆୟୋଗ, ତିନିଥର ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ନିର୍ବାଚନରେ ​​ଯେଉଁ ପ୍ରାର୍ଥୀଙ୍କ…

ଦାମୀ ବିଧାନସଭା ସିଟ୍ ରେ କାହାର କେତେ ଦମ୍, ଚମ୍ପୁଆ ଚ୍ୟାଲେଞ୍ଜକୁ ନେଇ ତାତିଲାଣି କେନ୍ଦୁଝର ରାଜନୀତି

ଭୁବନେଶ୍ଵର: ୨୦୧୯ ନିର୍ବାଚନରେ ସନାତନଙ୍କୁ ଆୟୁଧ କରି ଚମ୍ପୁଆ ସାଙ୍ଗକୁ କେନ୍ଦୁଝର ଲୋକସଭା ବାଜି ଜିତିଥିଲା ବିଜେଡି । ସନାତନଙ୍କ ଅନୁମୋଦିତ ମୀନାକ୍ଷୀ ମହନ୍ତ ଓ ରାଜନୀତିରେ ନବାଗତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଦଳ । ପ୍ରଥମ ଥର ପାଇଁ ଚମ୍ପୁଆରେ ଶଙ୍ଖନାଦ ହୋଇଥିଲା । ଆଉ ଏ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ୫ ବର୍ଷ ମଧ୍ୟରେ କୃଷକ ପରିବାରର ଆୟ ଦ୍ୱିଗୁଣିତ

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସଶକ୍ତ ଓ ବିକାଶାଭୁମୁଖି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ସବୁବର୍ଗଙ୍କ ବିକାଶ ପାଇଁ ସଂକଳ୍ପ ନିଆଯାଇଛି । ଏହାକୁ ରାଜ୍ୟବାସୀ ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କର…

ନୀତିଶ ସରକାରଙ୍କ ପଦବୀ ବଣ୍ଟା, ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ପାଟନା: ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୨୧ଜଣ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜେପିର ୧୨ ଜଣ ଏବଂ…

ବାଜିଲା ନିର୍ବାଚନ ବିଗୁଲ, ହେଲା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି…

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ ଅନୁରାଧା ପାଉଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ…

ନିର୍ବାଚନ ପୂର୍ବରୁ ’ମୋଦୀଙ୍କ ପରିବାର’ ଗୀତ ରିଲିଜ

ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି।  ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ ନିର୍ବାଚନକୁ ଦୃଷ୍ଟିରେ ରଖି ଲଞ୍ଚ କରାଯାଇଛି । ୩ ମିନିଟ୍ ୧୩ ସେକେଣ୍ଡ ଗୀତରେ ସରକାରଙ୍କ ସମସ୍ତ…

ନୟାଗଡ଼ ରାଜନୀତି: ବିଜେପି ଛାଡିଲେ ଇରାନୀ ରୟ ଓ ଲାଲା ମନୋଜ

ଭୁବନେଶ୍ୱର: ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିବା ଇରାନୀ ରୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଛନ୍ତି। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ…

ଦିଲ୍ଲୀ ଅବକାରୀ ନୀତି ମାମଲା, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ…