Latest Odisha News

BREAKING NEWS

Browsing Category

ରାଜନୀତି

ଅର୍ଚ୍ଚନା, ନବଙ୍କ ପରେ ନକଲି ସାର୍ଟିଫିକେଟ, ବିରୋଧୀ ଗର୍ଜୁଛନ୍ତି ପୁଣି ଭୁଲିଯାଉଛନ୍ତି !

ଭୁବନେଶ୍ୱର: ଶାସକ ଦଳକୁ ବିରୋଧର ଫଳ କଣ ମିଳେ? ଯେଉଁ ପ୍ରସଙ୍ଗକୁ ନେଇ ବିରୋଧ ହୁଏ ତାର ଫଳାଫଳ ଓ ଲାଭ କଣ ମିଳେ? ବିରୋଧୀଙ୍କ ବିରୋଧ ପରେ ଶାସକ ଦଳକୁ କେତେ କ୍ଷତି ପହଞ୍ଚେ? ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ହୋହାଲ୍ଲା ଓ ବିରୋଧ କରାଯାଉଥିବା ବେଳେ କିଛି ଦିନ ପରେ ସମ୍ପୃକ୍ତ ପ୍ରସଙ୍ଗକୁ…

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ…

ଉଷ୍ମ ହେଉଛି ଝାରସୁଗୁଡା ଉପନିର୍ବାଚନ ମାହୋଲ ! ୧୮ରେ ନାମାଙ୍କନ ଭରିବେ ବିଜେଡିର ଦୀପାଳି, ୧୫ରେ କଂଗ୍ରେସର ତରୁଣ

ଝାରସୁଗୁଡା ଉପନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଉଷ୍ମ ହେବାରେ ଲାଗିଲାଣି ନିର୍ବାଚନ ମଣ୍ଡଳୀ । ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଶାସକ ଦଳ। ଏହି କ୍ରମରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଏନେଇ ବୁଧବାର ସୂଚନା ଦେଇଛନ୍ତି…

‘କର୍ଣ୍ଣାଟକ ବିଜେପି’ ରାହୁଲ ଡର ଛାଡିନି, ଏବେ ନିଜ ନେତା ଡ଼ରାଇଲେଣି !

ଭୁବନେଶ୍ୱର: କର୍ଣ୍ଣାଟକରେ ଅଡୁଆରେ ବିଜେପି। ରାହୁଲଙ୍କ ଲୋକପ୍ରିୟତା, କଂଗ୍ରେସର ଲଗାତର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଟାକ ଓ ଏବେ ଖୋଦ ନିଜ ଦଳର ବରିଷ୍ଠ ନେତାମାନେ ବିଜେପି ପାଇଁ କାଳ ସାଜିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଫ୍ୟାକଟରକୁ ପ୍ରତିହତ କରିବାକୁ ବହୁ ବିଧାୟକଙ୍କୁ ରିପିଟ ନ କରିବାକୁ…

ରାହୁଲଙ୍କ ‘ସତ୍ୟମେବ ଜୟତେ’

ଭୁବନେଶ୍ୱର: ୱାୟନାଡ଼ରେ ଦମ ଦେଖାଇଲେ ରାହୁଲ। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ କରୁଥିଲେ ସେଠି ତାଙ୍କ ଲୋକପ୍ରିୟତା କେତେ ସେ କଥା ଦେଖାଇଛନ୍ତି ରାହୁଲ। ଏପରିକି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ୱାୟନାଡ଼ରୁ ସେ ହୁଙ୍କାର ଦେଇଛନ୍ତି।…

ସବୁବେଳେ କୁହନ୍ତି, ସବୁବେଳେ ହାରନ୍ତି !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ କଣ ହେବ ରାଜନୈତିକ ଚିତ୍ର। ଦିନକ ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ବହୁ ଆଗରୁ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଘୋଷଣା କରି ବ୍ଲକ, ପଂଚାୟତ ଓ ତୃଣମୂଳ ସ୍ତରରେ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦେଇ…

କାହିଁକି ସରକାରଙ୍କ ଟାର୍ଗେଟରେ ରାଜ୍ୟପାଳ?

ଭୁବନେଶ୍ୱର: ସାମ୍ବିଧାନିକ ପଦପଦବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ କାହିଁକି ଲଢେଇ ତୀବ୍ର ହେଉଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରଙ୍କର କାହିଁକି ରାଜ୍ୟପାଳଙ୍କ ସହ ପଡୁନାହିଁ। ଏପରିକି ଅଣବିଜେପି ଶାସିତ ରାଜ୍ୟରେ କାହିଁକି ଏ ସବୁ ବ୍ୟାପକ ଭାବେ ଦେଖାଦେଉଛି। ଏହାକୁ ନେଇ…

‘ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ’ ନିଜ କଥା ଭାବିବେ ନା ବିରୋଧ କରିବେ?

ଭୁବନେଶ୍ୱର: ଆମ ଆଦମୀ ପାର୍ଟି ଶିବିରରେ ହସଖୁସି। ତୃଣମୂଳ କଂଗ୍ରେସ ଓ ଏନସିପି ଶିବିରରେ ନିରାଶାର ଛାଇ। ଏଭଳି କିଛି ଦେଖିବାକୁ ମିଳିଛି ଜାତୀୟ ରାଜନୀତିରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପକୁ ଜାତୀୟ ରାଜନୈତିକ ଦଳ ଭାବେ ଘୋଷଣା କରାଯାଇଛି। ଗୁଜୁରାଟ…

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ…

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…