Latest Odisha News

BREAKING NEWS

Browsing Category

ରାଜନୀତି

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…

କଂଗ୍ରେସର ସତ୍ୟାଗ୍ରହ, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦକୁ ବିରୋଧରେ ଆଜି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଦିନିକିଆ ସତ୍ୟାଗ୍ରହ କରିଛନ୍ତି । ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ସଂକଳ୍ପ ସତ୍ୟାଗ୍ରହ କରାଯାଇଛି । ଦିଲ୍ଲୀ ସତ୍ୟାଗ୍ରହରେ କଂଗ୍ରେସ ନେତା ବିଜେପି…

ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ, ରବିଶଙ୍କର କହିଲେ; ସେ ଜଣେ ଅଭ୍ୟାସଗତ ମିଛୁଆ

ପାଟନା : ମୋଦିଙ୍କୁ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ । ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି ଆଜି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ…

କେବଳ ରାହୁଲ ନୁହେଁ, ଆଇରନ୍ ଲେଡିଙ୍କ ସହ ମୋଟ୍ ୧୬ ଜଣ ହରାଇଛନ୍ତି ସାଂସଦ ସଦସ୍ୟତା

କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ବିଧାୟକ କିମ୍ବା ସାଂସଦ, ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ମାନେ, ସେମାନଙ୍କ ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯାଏ । ସମ୍ବିଧାନ ପ୍ରଣୟନ ପରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଛି। ନିକଟରେ କେରଳ…

ପାଟକୁରାରୁ ଲଢ଼ିବେ ଅତନୁ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଭିୱେଟ ମାନଙ୍କର ଲଢେଇ ପାଟକୁରାରେ ହୁଏ। ବିଶେଷ କରି ବିଜୟ ମହାପାତ୍ରଙ୍କୁ ନେଇ ପାଟକୁରା ବିଷୟରେ ସବୁବେଳେ ଆଲୋଚନା ହୁଏ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାଟକୁରା ବିଧାନସଭା କ୍ଷେତ୍ରରେ…

କାହିଁକି ଜାପାନ ଯିବେ ନବୀନ?

ଭୁବନେଶ୍ୱର: ଜାପାନ ଯିବେ ନବୀନ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ନିର୍ବାଚନ ପାଖେଇ ଆସୁଛି। ସେଥିପାଇଁ ଆଗୁଆ ବିଭିନ୍ନ ଜିଲ୍ଲା ଗସ୍ତ କରି ନବୀନ ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏପରିକି ଏ ମାଧ୍ୟମରେ ନବୀନ ଆଗୁଆ ନିର୍ବାଚନ ପ୍ରଚାର ସାରି ଦେଉଛନ୍ତି ବୋଲି…

ରାହୁଲଙ୍କ ପାଇଁ ବିରୋଧୀ ଏକ, ବିଜେପିକୁ ମହଙ୍ଗା ପଡିବନି ତ ?

ଭୁବନେଶ୍ୱର: ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ରାହୁଲଙ୍କ ବିରୋଧରେ ଏହି ନିଷ୍ପତ୍ତି ବିରୋଧୀ ଏକତାକୁ ତୀବ୍ର କରିଥିବା ଦେଖାଯାଉଛି। ଦେଶର ପ୍ରମୁଖ ବିରୋଧୀ କଂଗ୍ରେସ ହେଲେ ମଧ୍ୟ ଦେଶର ଅନ୍ୟ ବିରୋଧୀ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାକୁ ପସନ୍ଦ କରୁ ନାହାଁନ୍ତି।…

ବାବୁଙ୍କ ଉପରେ ବର୍ଷୁଛନ୍ତି ବିରୋଧୀ, ହେଲେ ମମତା କହିଲେ ସୁନାମୁଣ୍ଡା !

ଭୁବନେଶ୍ୱର: ରାଜ୍ୟରେ ଅଫିସରମାନେ ଏବେ ଶକ୍ତିଶାଳୀ ଓ ମାନମାନି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଅଫିସରମାନେ ଲୋକପ୍ରତିନିଧି ମାନଙ୍କୁ ଆବଶ୍ୟକ ସମ୍ମାନ ଦେଉ ନ ଥିବା ବେଳେ ବୁକ ସରକୁଲାର ମାନୁ ନ ଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ଏପରିକି ରାଜ୍ୟର ନେତା ମନ୍ତ୍ରୀମାନେ ମଧ୍ୟ…

ରାହୁଲଙ୍କ ସାଂସଦ ପଦ ରଦ୍ଦ,କଂଗ୍ରେସ ପାଇଁ ବରଦାନ ହେବନି ତ?

ଭୁବନେଶ୍ୱର: ଅପରାଧିକ ମାନହାନି ମାମଲାରେ ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରବ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦେଶ ତଥା ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ରାହୁଲଙ୍କୁ ଦଣ୍ଡାଦେଶର କେଇ ଘଣ୍ଟା ନ…

ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି। ବୋଡେନ ଗାଁରେ ଗୋଟିଏ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଲୋକେ ଗାଁ ଛାଡ଼ୁଛନ୍ତି ବୋଲି କହିଛନ୍ତି ନରସିଂହ। ୨୦୨୨ ମସିହା…