Latest Odisha News

BREAKING NEWS

Browsing Category

ରାଜନୀତି

୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପଦ୍ମପୁର ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ…

ଭୋଟ୍ ଦେଲେ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସେ ସକାଳୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇନରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ରନିପ୍…

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଭୋଟିଂରେ ସହାୟତା ପାଇଁ ଭଲେଣ୍ଟିଅରଙ୍କୁ ପ୍ରସ୍ତୁତ କରାଯାଇଛି । ପୋଲିଂ ପାର୍ଟିଙ୍କ…

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ…

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ ।…

ଆସନ୍ତାକାଲି ପଦ୍ମପୁର ଫାଇଟ୍ : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ବୁଥମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏନେଇ ପ୍ରେସମିଟ୍ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲିବ। ମୋଟ ୩୧୯ଟି ବୁଥରେ ଭୋଟ୍ ହେବ । ୭୪ଟି ମାଓପ୍ରବଣ…

ସ୍ୱଚ୍ଛ ଦିଲ୍ଲୀ ପାଇଁ ଭ୍ରଷ୍ଟାଚାରମୁକ୍ତ ସରକାର ଗଢନ୍ତୁ; ଅରବିନ୍ଦ କେଜରିଓ୍ୱାଲଙ୍କ ଅପିଲ୍

ଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତଦାନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟ୍ୱିଟ୍ କରି ମତଦାନ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତିଯେ, ସ୍ୱଚ୍ଛ ଦିଲ୍ଲୀ କରିବା ପାଇଁ ନଗର ନିଗମରେ ଭ୍ରଷ୍ଟାଚାରମୁକ୍ତ ସରକାର ଗଢିବା ପାଇଁ ମତଦାନ…

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି । ନିଜ…

୫ରେ ପଦ୍ମପୁର ଭୋଟ୍, ବୁଥକୁ ପହଞ୍ଚୁଛି ଇଭିଏମ୍

ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍  । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ…