Latest Odisha News

BREAKING NEWS

Browsing Category

ରାଜନୀତି

କ’ଣ କହୁଛି ଧାମନଗର ବିଧାନସଭା ନିର୍ବାଚନ ଇତିହାସ ? କାହା ପଲ୍ଲା କେତେ ଭାରି ?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ବିଜେପି ପୁଣି ଥରେ ଆସନ ଅକ୍ତିଆର କରିବ ବୋଲି ଦାବି କରିଥିବା ବେଳେ ବିଜେଡି କହିଛି ଏକତରଫା ବିଜୟ ହେବ । ହେଲେ ୨ ହଜାର ମସିହାରୁ ଆଜି ଯାଏ ୨୨ ବର୍ଷ ଭିତରେ ଧାମନଗରବାସୀ କୌଣସି ଗୋଟିଏ ଦଳ କି ପ୍ରାର୍ଥୀ ଉପରେ ଭରସା କରି…

ଧାମନଗର ସିଟ ଆମର ଥିଲା ଆମର ରହିବ: ବିରୋଧୀ ଦଳ ନେତା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ…

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ଭୋଟ୍ ଗଣତି

ଭୁବନେଶ୍ୱର: ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଉପନିର୍ବାଚନ ନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ…

ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ?

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ । ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି  ଥରୁର  ।  ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ? ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର…

ଡିସିପି ଅଫିସ ଘେରାଉ କଲା ବିଜେପି 

ଭୁବନେଶ୍ୱର :  ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି  । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ…

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।…

ପାଇଲଟଙ୍କୁ ଟେକ୍ ଅଫ୍ ସିଗନାଲ, ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ରାଜଧାନୀରେ ରାଜସ୍ଥାନ ରାଜନୀତିର ତାତି। ଦିନ ତମାମ ରାଜସ୍ଥାନ ରାଜନୀତିକୁ ନେଇ କଂଗ୍ରେସରେ ଚାଲିଲା ଆଲୋଚନା। ପ୍ରଥମେ ଅଶୋକ ଗେହଲଟ ପରେ ତାଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ…

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ…

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ନାହିଁ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର :  ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉପରେ…