Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ପଦ୍ମପୁରରେ ସ୍ଥିତି ସଜାଡି ପାରିନାହାନ୍ତି ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନ ଫଳାଫଳ ଧୀରେଧୀରେ ସାମ୍ନାକୁ ଆସୁଛି । ଦୃଶ୍ୟପଟ ପ୍ରାୟ ସ୍ପଷ୍ଟ ହୋଇଗଲାଣି ।  ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି, ଜଣାପଡ଼ୁଛି ପୁଣି ତାକତ ଦେଖାଇବ ବିଜେଡି । ଯାହା ପଡୁଛି , ୨୦୧୯ ପରଠାରୁ ପ୍ରଦୀପ ପୁରୋହିତ ନିଜ ସ୍ଥିତି ସଜାଡି ପାରିନାହାନ୍ତି । ବରଂ…

ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଟ୍ରେଣ୍ଡ ଜାରି ରଖିଛି । ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି । ବିଜେପି ୩୨୧୪୩, ବିଜେଡି ୪୮୫୮୮, କଂଗ୍ରେସ ୧୭୯୬ ଖଣ୍ଡ ଭୋଟରେ ଆଗୁଆ ଆଛନ୍ତି । ୮ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ…

୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର : ୩ୟ ରାଉଣ୍ଡ ସୁଦ୍ଧା ଫଳାଫଳ  । ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ପ୍ରଦୀପଙ୍କୁ ପଛରେ ପକାଇ ବର୍ଷା ସିଂ ଆଗୁଆ ରହିଛନ୍ତି । ବିଜେପି ୧୦୧୫୦, ବିଜେଡି ୧୫୯୧୬ ଓ କଂଗ୍ରେସ ୪୭୪ ଭୋଟରେ ଆଗୁଆ ରହିଛନ୍ତି । ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ ଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ…

ପଦ୍ମପୁର ଫାଇଟ୍: ଲଗାତାର ୨ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୩୦୭୦ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ  । ଲଗାତାର ଦୁଇଟି ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି । ୧ମ ରାଉଣ୍ଡରେ ୧୭୧୨ ଭୋଟ୍ ରେ ଆଗୁଆ ଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା…

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ…

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି…

ପଦ୍ମପୁର ଉପନିର୍ବାଚନ: ସକାଳ ୮ଟାରେ ଭାେଟ ଗଣତି

ଭୁବନେଶ୍ୱର: କିଏ ପିନ୍ଧିବ ପଦ୍ମପୁର ମୁକୁଟ ? କାଲି ସାମ୍ନାକୁ ଆସିବ ଖବର । ଇଭିଏମ ମେସିନ ଖୋଲିବ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ଆାସନ୍ତାକଲି ହେବ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । କେମିତି ହେବ ଗଣତି, କଣ ହୋଇଛି ବ୍ୟବସ୍ଥା ସେ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଦିଲ୍ଲୀରେ ପଦ୍ମକୁ ସଫା କରିଦେବ କି ଝାଡୁ ?

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡିରେ ଟାଇଟ ଫାଇଟିଂ । ବିଜେପି-ଆପ ଚାଲିଛି କଡ୍ଡା ଟକ୍କର । ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ବିଜେପିକୁ ଚଳିତ ନିର୍ବାଚନରେ ଆଣ୍ଠେଇ ଦେଲାଣି ଆପ ।  ବିଜେପି ଗଡରେ ବିଜେପିକୁ ସଫା କରିଦେବା ଚକ୍କରରେ ଅଛି ଆପ ।  ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ…