Latest Odisha News

BREAKING NEWS

Browsing Category

ରାଜନୀତି

ଗୁଜରାଟରେ ଲଢିବେ ନା ନିଜ ଗଡ଼ ବଞ୍ଚାଇବେ କେଜ୍ରିଓ୍ୱାଲ ?

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆଜି ଦିଲ୍ଲୀରେ ଏମସିଡି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ରାଜ୍ୟ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାରିଖ ଘୋଷଣା କରିପାରନ୍ତି। ଏହା ଦିଲ୍ଲୀର ସ୍ଥାନୀୟ ନିର୍ବାଚନ ହେଲେ ମଧ୍ୟ ଉଭୟ ଆପ୍ ଓ ବିଜେପି…

ଧାମନଗର: ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଧାମନଗର :  ସରିଲା ଧାମନଗର ଉପନିର୍ବାଚନ । ୪୬ ନମ୍ୱର ବିଧାନସଭା ଆସନ ପାଇଁ ପଡିଲା ଭୋଟ୍ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮.୫୩ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥରେ ଭିଡ଼ ଥିବାରୁ ୬ଟା ପରେ ବି ମତଦାନ ଜାରି ରହିବ । କୌଣସି ବୁଥରେ…

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

ଗାଡ଼ିରେ ପୋଷ୍ଟର ମାରି ବୁଥ୍ ନିକଟରେ ବୁଲିଲେ ବିଜେଡି ପ୍ରାର୍ଥିନୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଆଜି ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ…

ଗୁଜରାଟ ପାଇଁ ବାଜିଲା ବିଗୁଲ୍, ୨ଟି ପର୍ଯାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଗୁଜରାଟର ୧୮୨ଟି ବିଧାନସଭା ଆସନ ଲାଗି ୨ଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନ କମିଶନ ଆଜି ପ୍ରେସମିଟରେ ୨ଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଆଜି ବାଜିବ ଗୁଜରାଟ ବିଗୁଲ୍

ଗୁଜରାଟ: ବାଜିବ ଗୁଜରାଟ ବିଗୁଲ୍ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା । ମଧ୍ୟାହ୍ନରେ ନିର୍ବାଚନ କମିଶନ କରିବେ ପ୍ରେସମିଟ । ଆଜି ତାରିଖ ଘୋଷଣା ନେଇ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ । ଏଥର ବି ୨ଟି ପର୍ଯ୍ୟାୟରେ ନିର୍ବାଚନ…

ଧାମନଗର: ମତସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର: ଧାମନଗରରେ ଚାଲିଛି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ…

ଭୋଟ୍ ଦେଉଛି ଧାମନଗର; ସକାଳ ୯ ସୁଦ୍ଧା ୧୦.୨୫%

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧…

ଯିଏ ରାହୁଲ ଗାନ୍ଧୀଙ୍କୁ ନାପସନ୍ଦ ସିଏ ଗେହଲୋଟଙ୍କୁ ପସନ୍ଦ!

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ଦଳ ଚାହୁଁଥିଲେ ମଧ୍ୟ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ସାହାସ କରିପାରୁନି। ଗେହଲୋଟ୍ ମଧ୍ୟ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗି ସାରିଛନ୍ତି…