Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ…

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ…

ଅଗରତାଲାରେ କଂଗ୍ରେସ ସମର୍ଥକଙ୍କୁ ମାଡ଼

ଅଗରତାଲା: ଅଗରତାଲାରେ ବିଜେପିକର୍ମୀଙ୍କ ମାଡ଼ରେ କଂଗ୍ରେସ ସମର୍ଥକ ଆହତ । ଏଠାରେ ଆୟୋଜିତ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉଭୟ ହାତାହାତି ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିବି ବଜାରଠାରେ…

ଧାମନଗର ପାଇଁ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଗ୍ରହଣ 

ଭଦ୍ରକ: ଆସନ୍ତାକାଲି ଧାମନଗର ପାଇଁ ପଡିବ ଭୋଟ୍ । ଉପନିର୍ବାଚନ ପାଇଁ ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଏଥିପାଇଁ ୨୮ଟି ସ୍କ୍ୱାଡ୍ ଗଠନ ହୋଇଛି । ପ୍ରଶାସନ ପାଖରେ ମୋଟ ୬୯ ଟି ଅଭିଯୋଗ ପହଞ୍ଚିଛି । ପ୍ରାୟ ୨୮୩୨ ବ୍ୟାନର,…

ସରିଲା ଧାମନଗର ଉପନିର୍ବାଚନ ପ୍ରଚାର

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପ୍ରଚାର । ୩ ତାରିଖରେ ପଡିବ ଭୋଟ୍ । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରିଛି ହାଇଭୋଲଟେଜ୍ ପ୍ରଚାର । ଆଜି ଶେଷ ଦିନରେ ବି ଧାମନଗରକୁ ଛୁଟିଥିଲେ ତିନି ଦଳର ହେଭିଓ୍ୱେଟ ନେତା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ…

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫…

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ…

ଘଣ୍ଟ ଘୋଡ଼ାଇବାକୁ ଫସଲ ବୀମାକୁ ନେଇ ବିଜେଡି ପ୍ରତିବାଦ କରୁଥିବା କହିଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ବୟାନବାଜି ଜାରି ରହିଛି । ପୁଣି ଥରେ ବିଜେପି, ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଛି । ଧାମନଗରରେ ବିଜେଡିର ଟଙ୍କା ବଣ୍ଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ…

ଲଫାପାରେ ଟଙ୍କା ବଣ୍ଟା ପରେ ଏସପି ଅଫିସ୍ ଆଗରେ ବିଜେପିର ସତ୍ୟାଗ୍ରହ

ଭଦ୍ରକ: ଲଫାପାରେ ଟଙ୍କା ନିଅ, ଭୋଟ୍ ଦିଅ । ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଭୋଟ୍ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ୧୦ ଜଣ ପିଛା ବନ୍ଦ ଲଫାପାରେ ୪ ହଜାର ଟଙ୍କା ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି କରଦା ପଞ୍ଚାୟତରୁ । ଲୋକଙ୍କ…

ଧାମନଗର ଉପନିର୍ବାଚନ; ଆଜି ଅବନ୍ତୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପ୍ରଚାର କରିବେ । ନବୀନଙ୍କ ଭର୍ଚୁଆଲ୍…