Latest Odisha News

BREAKING NEWS

Browsing Category

ରାଜନୀତି

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଜୋର ଧରିଲାଣି ପଦ୍ମପୁର ବିଧାନସଭା ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି ।…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ଅଡୁଆରେ ଟିଏମସି ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି ଅଡୁଆରେ ପଡିଛନ୍ତି ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି । ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଖିଳ ଗିରି ନନ୍ଦିଗ୍ରାମରେ ଏକ ରାଲିରେ ଭାଷଣ ଦେଉଛନ୍ତି । ରାଷ୍ଟ୍ରପତିଙ୍କ ରଙ୍ଗ, ରୂପକୁ ନେଇ ସେ ଅତି କୁତ୍ସିତ…

୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଭୋଟିଂ ଆରମ୍ଭ

ସିମଲା: ଆରମ୍ଭ ହେଲା ହିମାଚଳ ପ୍ରଦେଶ ଭୋଟିଂ । ଆଜି ହିମାଚଳ ପ୍ରଦେଶର ୬୮ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ସେଥିରୁ ୨୪ ଜଣ ମହିଳା…

ପଦ୍ମପୁରରେ ତିନି ପ୍ରମୁଖ ଦଳ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍?

ଭୁବନେଶ୍ୱର: ପଦ୍ମପୁରରେ କିଏ ହେବେ କେଉଁ ଦଳର ପ୍ରାର୍ଥୀ? ଉପନିର୍ବାଚନ ପାଇଁ କିଏ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍? ରାଜଧାନୀରୁ ସୁଦୂରରେ ଥିବା ପଦ୍ମପୁର ବାସିନ୍ଦାଙ୍କ ମୁଖ୍ୟ ମୁଦ୍ଦା କ'ଣ? ଏବେ ଏପରି କିଛି ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ତିନି ପ୍ରମୁଖ ଦଳର କାର୍ଯ୍ୟାଳୟରେ କସରତ…

ପଦ୍ମପୁରରେ ବଳ ବଢ଼ାଉଛି ବିଜେଡି

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ସରଗରମ ହେଉଛି ମାହୋଲ । ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ଆଜି ବିଜେଡି ପକ୍ଷରୁ ପାଇକମାଲରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ…

ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ଏନେଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି । ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନରେ ବିଜେପି ପକ୍ଷରୁ ନାମାଙ୍କନ ଭରିବେ ବୋଲି କହିଛନ୍ତି କୁସୁମ ଟେଟେ । ୧୪ ତାରିଖରେ ବିଜେପି ପ୍ରାର୍ଥୀ…

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଭୋଟ୍ ଗଣତି ହେବ । ଏନେଇ ପୂର୍ବରୁ ଭାରତୀୟ…

ପଦ୍ମପୁର ପଲିଟିକ୍ସ: ବିଜେଡିକୁ ଟେନସନ ଦେବେ କି ଖୁଡି ଓ ପୁତୁରା ବୋହୂ?

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ଗଡ ବଞ୍ଜାଇବାକୁ ଆରମ୍ଭ କରିଛି ପ୍ରୟାସ । ତେଣୁ ବିରୋଧୀ ଶିବିର ବିଜେପିର ଟାଣୁଆ ନେତା ରାଜୁ ଘିବେଲାଙ୍କୁ ଆଣି ଦଳରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ । ରାଜୁ ୨୦୧୯…

ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ…