Latest Odisha News

BREAKING NEWS

Browsing Category

ରାଜନୀତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ

ଭୁବନେଶ୍ୱର: ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଏହାକୁ ନେଇ ବର୍ଷିଛନ୍ତି ଟିଏମସି ସାଂସଦ ଡାରେକ ଓବ୍ରାଏନ । ପ୍ରଥମ ଥର ପାଇଁ ରାଜ୍ୟ ବାହାରର କୌଣସି ଦଳର ନେତା ନବୀନ ଏବଂ ବିଜେଡି ଉପରେ ବର୍ଷିଛନ୍ତି।…

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବିଜୟ ପରେ ଭ୍ରୁକୁଞ୍ଚନ । ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଛି ଆକ୍ସନ । ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ସତ୍ତ୍ୱେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କାହିଁକି ମୁର୍ମୁଙ୍କୁ ଭୋଟ୍ ଦେଲେ ? ପୁଣି ଭୋଟ୍ ଦେବା ପରେ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।…

ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା…

ମୋହନ ମାଝୀ ଓ ତାରା ବାହିନୀପତିଙ୍କ ଡାହା ମିଛ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୂର୍ବ ଆକଳନ ଅନୁଯାୟୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପରାଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରୁ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ବି…

[ଦେଖନ୍ତୁ ଫଟୋ] ଦ୍ରୗେପଦୀଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଏନଡିଏମ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ସ୍ଥିତ ବାସ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରମୁଖ ମନ୍ତ୍ରୀ…

ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଇସ୍ତଫା

ବ୍ରହ୍ମପୁର: ବିଜେପି ଘୁମୁସର ସାଙ୍ଗଠନିକ ଜିଲାର ଯୁବ ମୋର୍ଚ୍ଚା ସଭାପତି ପଦରୁ ପ୍ରମୋଦ କୁମାର ପଣ୍ଡା ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚା ସଭାପତି ଈରାସିସ ଆଚାର୍ଯ୍ୟଙ୍କ ପାଖକୁ ପଠାଇଛନ୍ତି। ଗୁରୁବାର କୋଦଳା ଠାରେ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ଉତ୍ସବମୁଖର ରାଇରଙ୍ଗପୁର

ରାଇରଙ୍ଗପୁର: ମାଟିର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ରାଇରଙ୍ଗପୁର ଉତ୍ସବମୁଖର ହୋଇଯାଇଛି । ରଙ୍ଗ ଖେଳ, ବାଣ, ବାଦ୍ୟ, ବାଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଇରଙ୍ଗପୁର ରାସ୍ତା । ପୁରା ଜିଲ୍ଲା ବାସୀ ମଉଜ ମନରେ ଅଛନ୍ତି । ରାଇରଙ୍ଗପୁର ସହର ଏବଂ ଦ୍ରୌପଦୀଙ୍କ ଘର…

ଦ୍ରୌପଦୀ ଓ ଯଶୱନ୍ତଙ୍କୁ ବିଜେପି-କଂଗ୍ରେସରୁ ହୋଇଛି କ୍ରସ ଭୋଟିଂ?

ଭୁବେନଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସରୁ କେବଳ ବିଧାୟକ ମହମ୍ମଦ ମୋକିମ ନୁହେଁ ବରଂ ଆହୁରି ଜଣେ ବିଧାୟକ ତାଙ୍କୁ ଭୋଟ୍ ଦେଇଛନ୍ତି । ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବୁଧବାର ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ…