Latest Odisha News

BREAKING NEWS

Browsing Category

ରାଜନୀତି

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର…

ଆନ୍ଧ୍ରକୁ ଜବାବ ଦେବାକୁ କୋଟିଆରେ ସର୍ବଦଳୀୟ ବିଧାୟକ ଏକଜୁଟ

କୋରାପୁଟ : ତୁଟିବ କୋଟିଆ କଳି । ବିବାଦର ସମାଧାନ ପାଇଁ ଦଳମତ ନିର୍ବିଶେଷରେ କୋଟିଆରେ ପହଞ୍ଚିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା । ଓଡ଼ିଶା ମାଟିର ଇଞ୍ଚେ ଜମି ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି ସବୁ ଦଳର ନେତା କହିଛନ୍ତି । ଆଜି ସାଲୁର ବିଧାୟକ ବିଡିକା ରାଜନ ଦୋରା କୋଟିଆ ଆସିବାର…

ହାତ ଛାଡ଼ିଲେ ସୁସ୍ମିତା ଦେବ, ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ ଇସ୍ତଫା

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ହଠାତ୍ ସେ କାହିଁକି ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ…

ବିଜେଡିର ବଡ଼ ଘେଷଣା, ୨୭% ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ବର : ପଛୁଆ ବର୍ଗଙ୍କ ଲାଗି ବିଜେଡିର ବଡ଼ ଘୋଷଣା । ୨୭ ପ୍ରତିଶତ ପଛୁଆବର୍ଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ୍ ଦେବ ବିଜେଡି । ଆଗାମୀ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଟିକେଟ ଦେବାକୁ ଦଳ ଘୋଷଣା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମନ୍ତ୍ରୀ…

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ବଢ଼ି ଚାଲିଥିବ ଦରଦାମ

ଭୁବନେଶ୍ବର : ଦିନକୁ ଦିନ ବଢ଼ି ଚାଲିଛି ଦରଦାମ । ବର୍ଦ୍ଧିତ ଦରଦାମକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଏମିତି ବଢ଼ି ଚାଲିଥିବ ଦରଦାମ । ଯେପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ…

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ…

ରାହୁଲଙ୍କ ଅନୁପସ୍ଥିତିରେ ଶିବଲଙ୍କ ଘରେ ବିରୋଧୀ ପାଓ୍ୱାର ଏକାଠି, ୧୫ ଦଳର ୪୫ ନେତା ସାମିଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲଙ୍କ ବର୍ଥ ଡେ ପାର୍ଟିକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା । ଜନ୍ମଦିନ ପାର୍ଟିରେ ଏକାଠି ହେଲେ ବିଭିନ୍ନ ଦଳର ହେଭିଓ୍ୱେଟ୍ ନେତା । ବିଜେପି ବିରୋଧୀ ଶକ୍ତିଙ୍କୁ ଏକାଠି ଦେଖିବାକୁ ମିଳିଛି । ୧୫ଟି ଦଳର ୪୫ ନେତା ସାମିଲ ହୋଇଥିଲେ ।…

ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ସିପିଏମ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଟିପାରେ ବଡ ଧରଣର ପରିବର୍ତ୍ତନ । ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ଥିବା ସିପିଏମ । ଏନେଇ ସୂଚନା ଦେଇଛନ୍ତି ସିପିଏମ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର । ଏପରିକି ବିଜେପି ସହ ଟିଏମସିକୁ ତୁଳନା କରିବା…

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ

ବାଲେଶ୍ବର : ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ବର ଆମ୍ରି ହସ୍ପିଟାଲରେ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ଏ ନେଇ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ବାଲେଶ୍ବରରୁ ୫ ଥର ବିଧାୟକ ଭାବେ…

ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା

ଭୁବନେଶ୍ବର : ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଘୋଷଣା ହୋଇଛି ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ରାଜ୍ୟସ୍ତରୀୟ ପୌରାଞ୍ଚ କମିଟି । ରାଜ୍ୟ ସଂଯୋଜକ ଭାବେ…