Latest Odisha News

BREAKING NEWS

Browsing Category

ରାଜନୀତି

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ…

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ କର୍ଣ୍ଣାଟକର ନୂଆ…

କର୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦିୟୁରପ୍ପା ! ଏହି କେନ୍ଦ୍ରମନ୍ତ୍ରୀଙ୍କୁ ମିଳିପାରେ CM ଚୌକି

ନୂଆଦିଲ୍ଲୀ: କର୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ବି. ଏସ. ୟେଦିୟୁରପ୍ପା । ଗତ କିଛି ସପ୍ତାହ ହେବ ଏହି ଚର୍ଚ୍ଚା ଜୋର୍ ଚାଲିଛି । ଏବେ ଶୁଣିବାକୁ ମିଳିଛି, ଆସନ୍ତା ୨୬ ତାରିଖରେ ସେ ଇସ୍ତଫା ଦେଇ ପାରନ୍ତି ।ଏବେ ଚର୍ଚ୍ଚା କିଏ ହେବେ ୟେଦିୟୁରପ୍ପାଙ୍କ…

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ

ନୂଆଦିଲ୍ଲୀ : ୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ । ଏହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା । ସେତେବେଳର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବ୍ୟକ୍ତିଗତ ସହାୟକ,…

ସାଇକେଲ ଚଢ଼ି ସଂସଦରେ ପହଞ୍ଚିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଚଳିତ ଅଧିବେଶନ ତାତିବ । ପ୍ରଥମ ଦିନରୁ ତାର ଝଲକ ଦେଖିବାକୁ ମିଳିଛି । ଆଜି ସାଇକେଲ୍ ଚଢ଼ି ପାର୍ଲାମେଣ୍ଟ ପରିସରରେ ପହଞ୍ଚିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ଝିପିଝିପି ବର୍ଷା…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…

କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର…

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ଉପନେତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ଓ ଉପନେତା ସୁସ୍ଥ ହେଉଛନ୍ତି । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ୫୦ ଦିନ ହେବ ତାଙ୍କୁ ଭେଣ୍ଟିଲେଟର ବାହାରେ…

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ କରିବେ । ତେବେ ବାମ ପନ୍ଥି ଦଳର…