Latest Odisha News

BREAKING NEWS

Browsing Category

ରାଜନୀତି

ବାଇ-ଲ ପ୍ରତ୍ୟାହାର ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ଵର : ଦିନକୁ ଦିନ ତେଜିବାରେ ଲାଗିଛି ଜାତୀୟ ସ୍ମାରକୀ ପ୍ରାଧୀକରଣର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ…

ଗଭୀର ଭାବଗତ ବନ୍ଧନ ସତ୍ତ୍ୱେ କୋଟିଆ ଭାଇ ଭଉଣୀମାନେ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ: ବିଜେପି

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଛି । ଅନ୍ୟପଟେ କୋଟିଆ ଏବଂ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକୁ ଗସ୍ତ କରି ଫେରିବା ପରେ ବିଜେପି ପ୍ରେସମିଟ୍ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କୋଟିଆ…

କୋଟିଆରେ ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବାକୁ ବିଜେପିର ଅପିଲ୍

ଭୁବନେଶ୍ବର : ଆସନ୍ତାକାଲି କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ହେଲେ ଏହି ନିର୍ବାଚନରେ ଭାଗ ନନେବାକୁ କୋଟିଆ ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ଅପିଲ କରିଛି ରାଜ୍ୟ ବିଜେପି । ସୀମାନ୍ତ ଅଞ୍ଚଳରେ ଆନ୍ଧପ୍ରଦେଶର ସରକାରୀ ଅଫିସର କିଛି ଲୋକଙ୍କୁ ପ୍ରଭାବିତ କରିବାକୁ…

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କୋଭିଡ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କ ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ।…

ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରାଲିକୁ ସମ୍ବୋଧିତ କରି ଏହି ବଡ଼ ଘୋଷଣା କରିଛନ୍ତି ଶାହ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଏନଏମଏ ବାଇ-ଲ’କୁ ନେଇ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର : ଜାତୀୟ ଐତିହ୍ୟ ପ୍ରାଧିକରଣର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି…

କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ଆଜି ଲୋକସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ମୋଦି କୃଷି ଆଇନକୁ ନେଇ ଐତିହାସିକ କହିଛନ୍ତି । କିନ୍ତୁ କଂଗ୍ରେସ କୃଷି ଆଇନକୁ ନେଇ…

ପଶ୍ଚିମବଙ୍ଗକୁ ଶବଦାହରେ ପରିଣତ କରିବାକୁ ବିଜେପିକୁ ଦିଆଯିବ ନାହିଁ: ମମତା

କୋଲକାତା: ପାଖେଇ ଆସୁଛି ନିର୍ବାଚନ ଘୋଷଣା ତାରିଖ, ତେଜୁଛି ବୟାନ ବାଜି । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଛାନିଆ ହେଲେଣି ଦିଦି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ‘ବିଜେପି ଦେଶକୁ ଶବଗଦାହରେ ପରିଣତ କରିଛି, ଟିଏମସି ପଶ୍ଚିମବଙ୍ଗରେ ସେମିତି ହେବାକୁ…

ମୋଦି ସରକାର ଥିବା ଯାଏ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ: ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡ଼ିଆ ଲୋକଙ୍କ ଭାବାବେଗ ଜଡ଼ିତ ରହିଛି । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ…

କୋଟିଆ ଗସ୍ତରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ; ଲୋକଙ୍କ ସହ ମିଶିବେ, ସମସ୍ୟା ବୁଝିବେ

ଭୁବନେଶ୍ୱର: ୧୯୩୬ ମସିହା ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଳାଇଛନ୍ତି । ଦୀର୍ଘ ଦିନ ଧରି କୋଟିଆ ପଞ୍ଚାୟତକୁ ନେଇ ଦୁଇ…