Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନେତାଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ । ଗୁରୁମନ୍ତ୍ର ଦେବେ ନବୀନ କାର୍ଯ୍ୟକାରିଣୀରେ ବିଜେଡି…

ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ ରାହୁଲ ଗାନ୍ଧି ! ବୈଠକରେ କହିଲେ ଦଳ ଯାହା ଦାୟିତ୍ବ ଦେବ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥରେ ହୋଇଥିବା ବୈଠକରେ ୨୦ ଜଣ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ । ସୂଚନା ଅନୂସାରେ ବୈଠକରେ ଅସନ୍ତୁଷ୍ଟ ନେତାମାନେ କହିଥିଲେ, ରାହୁଲ ଗାନ୍ଧି…

ବିଜେପିର ମିଶନ ପଶ୍ଚିମବଙ୍ଗ: ମେଦିନାପୁରରେ ଆଜି ଅମିତ ଶାହଙ୍କ ସମାବେଶ

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆରମ୍ଭ ହେଲାଣି ସମରସଜା । ବିଜେପି ଆରମ୍ଭ କରିଛି ମିଶନ ପଶ୍ଚିମବଙ୍ଗ । ନିକଟରେ ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦୁଇ ଦିନିଆ ଗସ୍ତରେ ଯାଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଥିଲେ । ଆଜି ପହଞ୍ଚିଛନ୍ତି…

ଆଭ୍ୟନ୍ତରୀଣ କନ୍ଦଳ ଓ ସଂକଟ ଦୂର କରିବାରୁ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ଦୂର ସହ ସଂଗଠନକୁ ସୁଦୃଢ଼ କରିବା ନେଇ ସୋନିଆ ଗାନ୍ଧିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀ ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଏଥିରେ ଅସନ୍ତୁଷ୍ଟ ୨୩ ଜଣ ବରିଷ୍ଠ ନେତାଙ୍କ ସହ ବିଭିନନ୍ ପ୍ରସଙ୍ଗରେ…

ଜାନୁଆରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିପାରନ୍ତି ସୋନିଆ ଗାନ୍ଧି

ଭୁବନେଶ୍ବର: ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି । ରାଜ୍ୟ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧି ଏକ ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି । ହେଲେ ସୋନିଆ ଗାନ୍ଧିଙ୍କ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ପୁଣି ନବୀନଙ୍କ ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡ୍ ଉପରେ ନବ ଗଠିତ ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରୀଣି କମିଟି ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି…

ତେଜିଲା କେନ୍ଦ୍ର-ମମତା ବିବାଦ

ନୂଆଦିଲ୍ଲୀ : ତିନି ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଶୀଘ୍ର ଛାଡିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ତିନି ଆଇପିଏସ୍ ଅଧିକାରୀ ହେଲେ ଭୋଳାନାଥ ପାଣ୍ଡେ ( ଡାଇମଣ୍ଡ ହାର‌୍‌ବର‌୍‌ର ପିଏସ୍‌ ) ପ୍ରବୀଣ ତ୍ରିପାଠୀ ( ପ୍ରେସିଡେନ୍‌ ରେଞ୍ଜ…

ସୋନିଆ ଗାନ୍ଧି ଡାକିଲେ ଜରୁରୀ ବୈଠକ: ୧୯ରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି । ଆସନ୍ତା ୧୯ ତାରିଖରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଏହି ନେତାଙ୍କ ସହ ବୈଠକ କରିବେ । ଏହି ନେତାମାନେ କିଛି ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି…

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା; ଇସ୍ତଫା ଦେଲେ ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ବଙ୍ଗଳା ବିଧାନସଭାରେ ପହଂଚିଥିବା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅନୁପସ୍ଥିତିରେ ଇସ୍ତଫା ପତ୍ର…