Latest Odisha News

BREAKING NEWS

Browsing Category

ରାଜନୀତି

ପରୀ ମୃତ୍ୟୁ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ଘେରିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ଅଫିସ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ବାଧା ଦେଇଥିଲା । ଏତିକିବେଳେ ପୋଲିସ ସହ ବିକ୍ଷୋଭକାରୀଙ୍କ ମଧ୍ୟରେ…

ନଡ୍ଡାଙ୍କ କାରକେଡକୁ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର: ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ହେଉଛି । ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍…

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ, ପଚାରିଲେ ଏସବୁ ପ୍ରଶ୍ନ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ୨୦୧୪ରେ…

ଗୃହ ମନ୍ତ୍ରାଳୟର ସମନ, ହେଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦିଲ୍ଲୀ ପଠାଇବେ ନାହିଁ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଦଳୀୟ ନେତାଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ପୋଲିସ…

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକୀରେ ଜାଣନ୍ତୁ, ତାଙ୍କ ରାଜନୈତିକ ଜୀବନ ସମ୍ପର୍କରେ

ଭୁବନେଶ୍ୱର: ଆଜି ହେଉଛି ଭାରତର ୧୩ ତମ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ଦିନ। ସ୍ବର୍ଗତ ପ୍ରଣବ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାରରେ ସମ୍ଭାଳିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ…

ପଶ୍ଚିମବଙ୍ଗରେ ଜେ. ପି. ନଡ୍ଡା ଓ ବିଜେପି ନେତାଙ୍କ ଗାଡ଼ି ଉପରେ ପଥର ମାଡ଼

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ । ତାଙ୍କ ସହ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବର ଅଭିମୁଖେ ଯାଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡ଼ି ଉପରକୁ…

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି…

ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ରାତି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରେ ତାଙ୍କୁ ଦଳୀୟ ନେତା ସମ୍ବର୍ଦ୍ଧିତ କରିବେ । ତିନି ଦିନିଆ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହବନ୍ଦୀ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଛି । କେନ୍ଦ୍ରୀୟ ପୁଲିସ୍‌ ବାହିନୀ‌ ତାଙ୍କୁ ଗୃହବନ୍ଦୀ କରି ରଖିଛି । ସେ ନିଜ ବାସ ଭବନରେ ଅଟକ ଅଛନ୍ତି । ଟ୍ୱିଟ୍‌ କରି ଏହି ସୂଚନା ଦେଇଛି ଆମ୍‌ ଆଦମୀ ପାର୍ଟି । ଦଳ…