Latest Odisha News

BREAKING NEWS

Browsing Category

ରାଜନୀତି

କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ହେବ। ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ-୧୯…

ଦ୍ୱାଦଶ ରାଉଣ୍ଡ ଗଣତି ଶେଷ, ବାଲେଶ୍ୱର ସଦରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ୱାଦଶ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡରେ ମଧ୍ୟ ବିଜେଡି ତାର ଦବ୍ଦବା ବଜାୟ ରଖିଛି । ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ୱାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ…

୭ମ ରାଉଣ୍ଡ: ବାଲେଶ୍ୱରରେ ଆଗକୁ ବଢ଼ିଲା ପଦ୍ମ

ବାଲେଶ୍ୱର: ବିଜେଡିକୁ ପଛର ପକାଇଲା ବିଜେପି । ବାଲେଶ୍ୱର ସଦରରେ ବିଜେଡିକୁ ୭ମ ରାଉଣ୍ଡରେ ବି ପଛରେ ପକାଇଲା ବିଜେପି । ୭ମ ରାଉଣ୍ଡ ସୁଦ୍ଧା ବିଜେପିର ମାନସ ଦତ୍ତ ୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ବିଜେପି ୩୨୩୬ ଭୋଟରେ ଆଗୁଆ ଥିବା ବେଳେ ବିଜେଡି କୁ ୩୧୮୮ ଭୋଟ ମିଳିଛି ।

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆଗୁଆ

ତିର୍ତ୍ତୋଲ: ଉପନିର୍ବାଚନର ଉପୟ ଆସନରେ ଲିଡ୍ କରୁଛି ବିଜେଡି । ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆକୁଆ ରହିଛି । ବିଜେଡି ୨୧୯୯୬ ଭୋଟରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୧୩୮୮୨ଟି ଭୋଟ ଓ କଂଗ୍ରେସକୁ ମିଳିଛି ୨୭୯୦ଟି ଭୋଟ ।

ରାଉଣ୍ଡ-୪ ଭୋଟ ଗଣତି ଶେଷ, ତିର୍ତ୍ତୋଲରେ ୫,୬୨୬ ଭୋଟରେ BJD ଆଗୁଆ

ବାଲେଶ୍ୱର: ସରିଛି ଚତୁର୍ଥ ରାଉଣ୍ଡ ଭୋଟ ଗଣତି । ଏଯାଏଁ ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି…

ତୃତୀୟ ରାଉଣ୍ଡ ଗଣତି, ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ହୋଇଛି । ଏଥିରେ ମଧ୍ୟ ବିଜେଡି ଆଗୁଆ ରହିଛି । ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୦୫ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ୧୦,୩୬୭, ବିଜେପି ୯୦୧୫, କଂଗ୍ରେସ ୧୭୮୮ ଭୋଟ ପାଇଛି।

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ: ତିର୍ତ୍ତୋଲରେ ଶେଷ ହୋଇଛି ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪ ଭୋଟ ମିଳିଥିବାବେଳେ ବିଜେପିକୁ ୬, ୯୫୯ ଏବଂ କଂଗ୍ରେସକୁ ୧, ୬୭୭ ଭୋଟ ମିଳିଛି ।…

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା…

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍…