Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରତାପଙ୍କ ଟାର୍ଗେଟ୍‌ରେ ରଣେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱର ପ୍ରଚାର ମଇଦାନରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି । ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ…

ଅଂହକାରୀଙ୍କ ସଦ୍‌ବୁଦ୍ଧି ହେଉ, ରାଜ୍ୟ ସରକାର ସମ୍ବେଦନହୀନ ସରକାର: ଧର୍ମେନ୍ଦ୍ର

ବାଲେଶ୍ୱର: ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢ଼େଇ । ବାଲେଶ୍ୟର-ତିର୍ତ୍ତୋଲ ପାଇଁ ଅଂଟା ଭିଡିଛନ୍ତି ସବୁ ଦେଳର ନେତା । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍ । ହେଭିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି…

ବିହାରରେ ମୋଦିଙ୍କ ୪୧ ମିନିଟ ଭାଷଣ: ଲାଲୁ ଓ କଂଗ୍ରେସ ଉପରେ ବର୍ଷିଲେ, ଏଲଜେପି ନେଇ ମୌନ

ପାଟନା: ବିହାରରେ ଏନଡିଏ ମେଣ୍ଟ ପାଇଁ ଭୋଟ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଏହାସହ ବିହାରର ବିକାଶ ପାଇଁ ଏନଡିଏ…

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…

ବିହାରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି: ମାଗଣାରେ କରୋନା ଟିକା ଓ ୧୯ ଲକ୍ଷ ନିଯୁକ୍ତି

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବ ବିଜେପି । ଲୋକଙ୍କ ଘରେ ପହଞ୍ଚିଇବ । ନିର୍ବାଚନ ଇସ୍ତାହରରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ପାଟନାରେ ବିଜେପି ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନ…

‘ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛି ଶାସକ ଦଳ’

ଭୁବନେଶ୍ୱର: ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ…

ବଢ଼ିଲା ନେତାଙ୍କ ନିର୍ବାଚନୀ ଖର୍ଚ୍ଚ

ଭୁବନେଶ୍ୱର: ବଢ଼ିଲା ନେତାଙ୍କ ନିର୍ବାଚନୀ ଖର୍ଚ୍ଚ । ଖର୍ଚ୍ଚ ସୀମା ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । କୋଭିଡ-୧୯ ମହାମାରୀ ମଧ୍ୟରେ ରାଜ୍ୟରେ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି । ବିଧାୟକଙ୍କ ଖର୍ଚ୍ଚ ସୀମା ୩୦.୮…

ଦଳୀୟ ନେତାଙ୍କୁ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ପିସିସି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ଚାଲୁଥିବା…

ବାଲେଶ୍ୱର ବ୍ୟାଟେଲରେ ବୟସ୍କ ପ୍ରାର୍ଥୀ, ସାଇକଲ ଧରି କରୁଛନ୍ତି ପ୍ରଚାର

ବାଲେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର ଉପନିର୍ବାଚନ ଭୋଟ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରଚାର ଲଢ଼େଇ। ସବୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଜୋରସୋର୍‌ରେ ଚାଲିଛି ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି ୬ ଜଣ…