Latest Odisha News
Browsing Category

ରାଜନୀତି

ଦିଲ୍ଲୀ ହିଂସାକାଣ୍ଡ: ବିଜେପିକୁ ଦାୟୀକରି ଶାହଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା

ଭବାନୀପାଟଣା: ସିଏଏକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦିଲ୍ଲୀରେ ଚାଲିଛି ହିଂସାକାଣ୍ଡ । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ଚାଲିଥିବା ଏହି ହିଂସାକାଣ୍ଡ ଲାଗି ବିଜେପିକୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏପରିକି ଏଥିଲାଗି ସେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ…

ସିଏଏ ହିଂସାକାଣ୍ଡ ଲାଗି ବିରୋଧୀଦଳକୁ ଦାୟୀ କଲେ ଅମିତ ଶାହ

ଭୁବନେଶ୍ୱର: ଗୁଜରାଟ ପରେ ଓଡ଼ିଶା ମୋ ଲାଗି ଦ୍ୱିତୀୟ ଘର ଭଳି, ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି…

କ୍ୟାମେରା ଲେନ୍ସରେ ଲଞ୍ଚ୍ ରାଜନୀତି…

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି । ଆଜି ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ…

ଜାଣନ୍ତୁ, ନବୀନ ନିବାସରେ କ’ଣ ଖାଇଲେ ଅମିତ ଶାହ !

ଭୁବନେଶ୍ୱର: ଗୋଟିଏ ଟେବୁଲରେ ୪ଟି ଭିନ୍ନ ଭିନ୍ନ ରାଜନୈତିକ ଦଳର ହେଭିୱେଟ୍ ନେତା । ରାଜନୈତିକ ଛକାପଞ୍ଝାଠୁ ଦୂରରେ ରହି ଦେଶର ଏହି ପ୍ରମୁଖ ନେତାମାନେ ଗୋଟିଏ ଖାଇବା ଟେବୁଲରେ ଭୁରି ଭୋଜନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମଂତ୍ରଣ ରକ୍ଷା କରି କେନ୍ଦ୍ର…

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ…

ଓଡିଶାକୁ ‘ସ୍ପେଶାଲ୍ ଫୋକସ ଷ୍ଟେଟ’ ମାନ୍ୟତା ଲାଗି ଦାବି କଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି । ଏହି ବୈଠକକୁ ସମ୍ବୋଧିକ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଫନୀ ସମୟରେ…

ଚର୍ଚ୍ଚାରେ ରାଜ୍ୟସଭା ନିର୍ବାଚନ: ହେବ କି ୨୦୧୯ର ପୁନରାବୃତ୍ତି !

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀତ୍ୱ ଲାଗି ଏବେଠୁଁ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ରେ ଆରମ୍ଭ ହୋଇଗଲାଣି ଲବି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ିର ଚାଲ୍ ଉପରେ ସମସ୍ତଙ୍କ ରହିଛି ନଜର । ୨୦୧୯ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ…

ଆଜି ପୁରୀ ଗସ୍ତରେ ଯିବେ ମମତା ବାନାର୍ଜୀ !

ପୁରୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ବୁଧବାର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ଲାଗି ଯିବେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଦିନ ସକାଳ ୯ଟାରେ ମମତା…

ଆସନ୍ତାକାଲି ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବିଜେଡ଼ି ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୨୬) ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା ଏହି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଦିନ ସକାଳ ୮ଟା…

ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ଲାଗି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ମୋଟ୍ ୫୫ ରାଜ୍ୟସଭା ସିଟ୍ ଲାଗି ମତଦାନ ଅନୁଷ୍ଠିତ ହେବ । ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ଓଡିଶାରୁ ଅନୁଭବ ମହାନ୍ତି, ରଞ୍ଜିବ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମଙ୍କ…