Latest Odisha News

BREAKING NEWS

Browsing Category

ରାଜନୀତି

କିଏ ହେବେ ରାଜ୍ୟ ବିଜେପି ମଙ୍ଗୁଆଳ? ଆସନ୍ତାକାଲି ହୋଇପାରେ ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର: କିଏ ହେବେ ଓଡ଼ିଶା ରାଜ୍ୟ ବିଜେପିର ନୂଆ ସଭାପତି ଏହାକୁ ନେଇ ଚାଲିଛି ଜୋରଦାର୍ ଚର୍ଚ୍ଚା । ଏପରିକି ଏବେଠାରୁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୁରୁବାର ଦିନ ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷିତ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ବିଜେପି…

ମୁଁ ନବୀନଙ୍କ ସହିତ ଅଛି, ବିଜେଡ଼ି ସହ ନୁହେଁ; ରାୟଗଡ଼ା ବିଧାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଦିନ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଭୁବନେଶ୍ୱରଠାରେ ଭେଟିଛନ୍ତି । ବିଧାୟକ ଶ୍ରୀ ମୁଦୁଲି ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋ ଉଦ୍ୟୋଗ ପକ୍ଷରୁ ଆଲୁମିନା ରିଫାଇନାରୀ ୟୁନିଟ୍ ସ୍ଥ୍ାପନ ଲାଗି…

ଭାରତକୁ ୫,୦୦୦ ଆରବର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ; ବଜେଟ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ିଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସାଧାରଣ ବଜେଟ ଆଗତ ପୂର୍ବରୁ ଗୁରୁବାର ଦିନ ଅର୍ଥଶାସ୍ତ୍ରୀ, ବିଭିନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟମୀ ଙ୍କ ସହ ବୈଠକ କରିଛନ୍ତି | ବୈଠକରେ ସେ ଭାରତକୁ ୫,୦୦୦ ଆରବ ଡଲାର ର ଅର୍ଥବ୍ୟବସ୍ଥା ତିଆରି ଦିଗରେ ମିଳିମିଶି କମକରିବା କୁ…

ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ବର୍ଷ ସଫଳତାର ସହିତ ଶାସନ କରନ୍ତୁ: ଦାମ ରାଉତ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ଦାମୋଦର ରାଉତ ବୁଧବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାକାରୀ ହେଉଥିବା ୫-ଟି କାର୍ଯ୍ୟକ୍ରମକୁ ଯେକୌଣିସି ଅଫିସର ଚଳାଇପାରିବେ । ଦାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଓ ତାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଭୁରି ଭୁରି…

ବିଜେପି ନୂଆ ରାଜ୍ୟ ସଭାପତି ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ୨ କେନ୍ଦ୍ରୀୟ ନେତା ବିନୟ ସହସ୍ରବୁଦେ୍ଧ ଓ ଆରପି ସିଂହ ବିଜେପିର ନୂତନ ରାଜ୍ୟ ସଭାପତି ଦୌଡରେ ରହିଛନ୍ତି । ଏହି ମାମଲା ଉପରେ ବରିଷ୍ଠ ବିଜେପି ନେତାମାନଙ୍କ…

ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଛନ୍ତି ଅଜିତ ପାୱାର । ଏଥିସହିତ ସେ ମାତ୍ର ୩୮ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟର ସୂଚନା ମିଳିଛି ।…

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ । ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…

ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ

ଋାଞ୍ଚି: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। https://twitter.com/ANI/status/1211207684277452800?s=08 ଆଜି ରାଜ୍ୟପାଳ…

ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ: ନବୀନ

ଭୁବନେଶ୍ୱର: ଦୁଇ ଦଶନ୍ଧୀର ରାଜନୈତିକ ଜୀବନ ମଧ୍ୟରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜୁ ଜନତା ଦଳର ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ବିଜେଡ଼ି ଏକ ଜନ ଆନେ୍ଦାଳନ, ଏହି ଦଳ ରହିବା ଲାଗି…

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ମେଣ୍ଟକୁ ବହୁମତ; ନୂଆ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍ !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଭୋଟ ଗଣନା ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)-କଂଗ୍ରେସ ମେଣ୍ଟକୁ ମିଳିଛି ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ । ଘୋଷିତ ହୋଇଥିବା ସମୁଦାୟ ୮୧ଟି ଆସନ ମଧ୍ୟରୁ…