Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିର ୩ ଲୋକସଭା ଓ ୧୧ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାଟକୁରାରୁ ବିଜୟ, ଭୁବନେଶ୍ୱରରୁ ଅପରାଜିତା ମହାନ୍ତି ଓ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ନିମନ୍ତେ ସୋମବାର ସକାଳେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ୩ଟି ଲୋକସଭା ଓ ୧୧ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ…

ଆଜି ଓଡ଼ିଶାର ୨ଟି ସ୍ଥାନରେ ଅମିତ ଶାହ ଜନସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସି ୨ଟି ନିର୍ବାଚନୀ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଦଳୀୟ ଗସ୍ତ ସୂଚନାନୁଯାୟୀ ଅମିତ ଶାହ ନୂଆଦିଲ୍ଲୀରୁ ମଧ୍ୟପ୍ରଦେଶର ଜଗଦ୍ଦଲପୁର ଏୟାରଷ୍ଟ୍ରିପରେ ଦିବା ୯ଟା ୩୦ରେ ପହଞ୍ଚିବେ । ତେବେ…

ନବୀନ ଘୋଷଣା କଲେ ବିଜେଡ଼ିର ଆଉ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଅବଶିଷ୍ଟ ୯ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଘୋଷିତ ହେବା ପରେ ବିଜେଡ଼ିରେ ଯୋଗଦାନ କରିଥିବା ଭାଗିରଥୀ…

ପୁଣି ଆସୁଛନ୍ତି ମୋଦୀ, ଏପ୍ରିଲ ପ୍ରଥମ ସପ୍ତାହରେ ୨ଥର ଓଡ଼ିଶା ଗସ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ପ୍ରଥମ ସପ୍ତାହରେ ୨ଥର ଓଡ଼ିଶା ଗସ୍ତ କରିବୋ ବୋଲି ସୂଚନା ମିଳିଛି । ମୋଦୀଙ୍କ ଏହି ନିର୍ବାଚନୀ ଗସ୍ତ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜୁୁଏଲ ଓରାମ ଗଣମାଧ୍ୟମକୁ କହିଛନ୍ତି, ଏପ୍ରିଲ ୬…

ବିଜେପିରେ ଯୋଗଦେଲେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଭାଇ ସିଦ୍ଧାର୍ଥ

ଭୁବନେଶ୍ୱର: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ତୁଙ୍ଗ ନେତା ରମେଶ ପଣ୍ଡାଙ୍କ ପୁଅ ସିଦ୍ଧାର୍ଥ ପଣ୍ଡା ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ନିର୍ବାଚନ ୨୦୧୯: ବଦ୍ରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ନିରଞ୍ଜନ, ୨ଟି ଆସନରୁ ଲଢିପାରନ୍ତି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ବିଧାୟକ ତଥା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ସହ ନିର୍ବାଚନ ଲଢିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା କଂଗ୍ରେସ…

ପ୍ରସିଦ୍ଧ ‘ରଙ୍ଗବତୀ’ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ଲଢିବେ ନିର୍ବାଚନ !

ସମ୍ବଲପୁର: ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିବା ସମ୍ବଲପୁରୀ ‘ରଙ୍ଗବତୀ’ ଗୀତର ମୂଳ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ୨୦୧୯ ନିର୍ବାଚନ ଲଢିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ, ଜିତେନ୍ଦ୍ରୀୟ ସମ୍ବଲପୁର ଲୋକସଭା କିମ୍ବା ଜିଲ୍ଲାର ଯେକୌଣସି ବିଧାନସଭା ଆସନରୁ…

ବିଜେପିରେ ଯୋଗଦେଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଓ ତାଙ୍କ ପୁଅ ଅଭିମନ୍ୟୁ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭଦ୍ରକ ଲୋକସଭା ଆସନରୁ ୮ଥର ବିଜେଡ଼ି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଥିବା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଓ ତାଙ୍କର ପୁଅ ଅଭିମନ୍ୟୁ ସେଠୀ ଶନିବାର ଦିନ ବିଜେପିରେ ଯୋଗଦାନ କରିଛନ୍ତିି । ଭଦ୍ରକ ସଂରକ୍ଷିତ ଲୋକସଭା ଆସନର ସାଂସଦ ଅର୍ଜୁନ…

ବିଜେଡ଼ିରୁ ଇସ୍ତଫା ଦେଲେ ୮ ଥର ସାଂସଦ ରହିଥିବା ଅର୍ଜୁନ ସେଠୀ

ଭୁବନେଶ୍ୱର : ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଶନିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ…

କଂଗ୍ରେସ ଛାଡିଲେ ପ୍ରେମାନନ୍ଦ ବେହେରା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶନିବାର ଦିନ କଂଗ୍ରେସ ନେତା ପ୍ରେମାନନ୍ଦ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।…