Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନ ଆଚରଣ ବିଧି: ସମ୍ବିତ ପାତ୍ରଙ୍କୁ ପୁରୀ ଜିଲ୍ଲାପାଳଙ୍କ ନୋଟିସ୍

ପୁରୀ : ପୁରୀ ଜିଲ୍ଲାପାଳ ତଥା ରିଟନିଂ ଅଫିସର ଜ୍ୟୋତି ପ୍ରକାଶ ଦାସ ମଙ୍ଗଳବାର ଦିନ ନିର୍ବାଚନ ପ୍ରଚାର ଅବସରରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଅଭିଯୋଗରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆହୁରି ମଧ୍ୟ ଏହି ନୋଟିସରେ ରିଟନିଂ…

ବିଜେପିର ୪ ଜଣ ନେତାଙ୍କୁ ମିଳିଲା ନୂତନ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ବିଜେପିର ୪ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି,…

ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ରାଜ ପରିବାର ସଦସ୍ୟ ପରେଶ ଦେଓ

ଭୁବନେଶ୍ୱର: ବିଜେପିରେ ମଙ୍ଗଳବାର ଦିନ ଯୋଗଦେଇଛନ୍ତି ଆଠମଲ୍ଲିକ ଯୁବରାଜ ପରେଶ ଦେଓ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠମଲ୍ଲିକ ରାଜ ପରିବାରର ସଦସ୍ୟ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଚିଟଫଣ୍ଡ ପ୍ରସଙ୍ଗ: ବାଲେଶ୍ୱର ଓ ମୟୁରଭଞ୍ଜ ସାଂସଦଙ୍କୁ ଏଥର ଟିକଟ ନ’ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଏଥର ବିଜେଡ଼ି ଲୋକସଭା ନିର୍ବାଚନ ଲାଗି ଦଳୀୟ ଟିକଟ ନ’ଦେଇପାରେ, ଚିଟଫଣ୍ଡ ହେରଫରରେ ଛନ୍ଦି ହୋଇଥିବା ବେଳେ ଏହି ମାମଲାର ଫଇସାଲା ଏଯାଏଁ ହୋଇନାହିଁ । ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ହାଁସଦା…

ସମ୍ବିତ ପାତ୍ରଙ୍କ ଇଚ୍ଛା: ପୁରୀରେ ଶଙ୍ଖ ଫୁଟୁ !

ଭୁବନେଶ୍ୱର : ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଇଚ୍ଛା ‘ପୁରୀରେ ଶଙ୍ଖ ଫୁଟୁ’ । ଏକଥା ଆମେ କହୁନୁ, ଏଭଳି କିଛି ବ୍ୟକ୍ତବ୍ୟ ଖୋଦ୍ ସମ୍ବିତଙ୍କ ମୁହଁରୁ ବାହାରିଛି । ଗଣମାଧ୍ୟମ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ସମ୍ବିତ । ପୂର୍ବରୁ ପୁରୀ ଲୋକସଭା ଆସନରୁ…

ବିଜେପି ଛାଡ଼ିଲେ ବରିଷ୍ଠ ନେତା ସୁବାସ ଚୌହାନ

ବରଗଡ଼: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଶାଖାର ଉପ ସଭାପତି ସୁବାସ ଚୌହାନ ଦଳରୁ ମଙ୍ଗଳବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ସୁବାସ ଚୌହାନ ତାଙ୍କର ଇସ୍ତଫା ପତ୍ର ପାର୍ଟି ସଭାପତି ବସନ୍ତ…

କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଓଡ଼ିଶାର ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏହି ୪ଜଣ ପ୍ରାର୍ଥୀ ହେଲେ - ଶ୍ୟାମଘନ ପ୍ରଧାନ (ଜି. ଉଦୟଗିରି), ଶମ୍ଭୁନାଥ ପାଣିଗ୍ରାହୀ…

ବିଜେଡ଼ି ରଣନୀତି: ଲଢି ନ’ପାରନ୍ତି ପ୍ରଣବ, ଅରୁଣ ଓ ସଞ୍ଜୟ, କରିବେ ନିର୍ବାଚନ ପରିଚାଳନା

ଭୁବନେଶ୍ୱର: ଶାସକ ବିଜେଡ଼ି ଏଥର ସାଧାରଣ ନିର୍ବାଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମେତ କିଛି ବର୍ତ୍ତମାନର ବିଧାୟକଙ୍କୁ ଦଳର ପ୍ରାର୍ଥୀ ନକରିପାରେ, ବରଂ ଆଗାମୀ ନିର୍ବାଚନ ରଣାଙ୍ଗନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବିଜୁ ଜନତା ଦଳ । ପାର୍ଟି…

କଟକରୁ ବିଜେଡ଼ି ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ସୌମ୍ୟରଞ୍ଜନ

କଟକ: ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କଟକରୁ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇପାରନ୍ତି, ଏନେଇ ମିଳିଛି ସୂଚନା । କିଛିମାସ ତଳେ ରାଜ୍ୟସଭାକୁ ଯାଇଥିବା ସୌମ୍ୟରଞ୍ଜନଙ୍କୁ ପୁଣିଥରେ ଲଢେଇ ପାରେ ଦଳ । ସୌମ୍ୟରଞ୍ଜନ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବା…

ବିଜେପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ଏକ ବିମାନ ଯୋଗେ ପଦ୍ମପୁରର ସତିଭାତରେ…