Latest Odisha News

BREAKING NEWS

Browsing Category

ରାଜନୀତି

ଓଡ଼ିଶାର ୨ୟ ପର୍ଯ୍ୟାୟ ଭୋଟ ରଣାଙ୍ଗନରେ ୨୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ

ଭୁବନେଶ୍ୱର : ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଓଡିଶାର ୨ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମୋଟ୍ ୨୯୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ କହିଛନ୍ତି, ୨ୟ ପର୍ଯ୍ୟାୟ…

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ନେଇ ଗୁରୁବାର ଦିନ ଘୋଷଣା କରିଛନ୍ତି । ଦୀର୍ଘ ୪ମାସର ବ୍ୟବଧାନ ପରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଫେରୁଛନ୍ତି । ଏହାକୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଘରବାହୁଡା…

ଓଡିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗୁରୁବାର ଦିନ ଆରମ୍ଭ ହେବ ବୋଲି ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା…

କଟକ, ଢେଙ୍କାନାଳ ଓ କେନ୍ଦୁଝର ଆସନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ି ବୁଧବାର ଦିନ ୯ ଜଣ ଲୋକସଭା ପ୍ରାର୍ଥୀଙ୍କର ନାମ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ଦଳ ପକ୍ଷରୁ ଲୋକସଭା ନିମନ୍ତେ ସମୁଦାୟ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବାକି ରହିଲା…

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଟକ୍କର ଦେବେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ବିଜେଡ଼ିର ୯ଟି ଲୋକସଭା ଆସନ ପ୍ରାର୍ଥୀ…

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ବୁଧବାର ସନ୍ଧ୍ୟାରେ ୩ୟ ଓ ୪ର୍ଥ ପର୍ଯ୍ୟାୟ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଦଳ ପକ୍ଷରୁ ଘୋଷଣା କରିଛନ୍ତି । ଚର୍ଚ୍ଚିତ କେନ୍ଦ୍ରାପଡ଼ା ଆସନରୁ…

ବିଜେଡ଼ିର ୩୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଭୋଟଦାନ ଲାଗି ୩୬ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡିର ୩୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା…

୨୦୧୯ ନିର୍ବାଚନ : ବିକଳ୍ପ ରାଜନୀତିର ବାଟ ଶେଷ

ଭୁବନେଶ୍ୱର : ରାଜନୀତିର ରୂପ, ରଙ୍ଗ ପ୍ରତିମୁହୂର୍ତ୍ତରେ ବଦଳୁଛି । ଏଠାରେ ଭବିଷ୍ୟତ ନେଇ ସମସ୍ତ ଆକଳନ ଭୁଲସାବ୍ୟସ୍ତ ହୋଇଛି । ଯେଉଁ ନେତାମାନେ ରାଜନୀତିର ମୋଡ଼ ବଦଳେଇବାକୁ ଆଗେଇ ଆସିଥିଲେ, ଆଜି ସେଇ ନେତାମାନେ ନିଜ ମୋଡ଼ ବଦଳାଇ ଦେଇଛନ୍ତି । ସେମାନଙ୍କୁ ନେଇ ଲୋକେ ଦେଖିଥିବା ସ୍ୱପ୍ନ ବି…

ଚିଟଫଣ୍ଡ କଳଙ୍କ: ଏଥର ୨ ଜଣ ବିଜେଡ଼ି ବିଧାୟକ ଲଢିବେନି ନିର୍ବାଚନ

କଟକ: ବିଜେଡ଼ି ହାଇକମାଣ୍ଡ କିଛି ବରିଷ୍ଠ ନେତାମାନଙ୍କୁ ଏଥର ନିର୍ବାଚନ ଟିକଟ ନଦେବାକୁ ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି, ଯେଉଁମାନେ କି ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡ଼ିଛନ୍ତି । ଇତିମଧ୍ୟରେ ୨ ବରିଷ୍ଠ ବିଜେଡ଼ି ନେତା ଏଥର ବିଧାନସଭା ନିର୍ବାଚନ ନ’ଲଢିବାକୁ ମଧ୍ୟ ନିଜର ଇଚ୍ଛା ପ୍ରକାଶ…

ଦଳ ଛାଡିଲେ କଳାହାଣ୍ଡିର ୩ ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ୩ ଜଣ ପୂର୍ବତନ କଂଗ୍ରେସ ବିଧାୟକ ବୁଧବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଜୁନାଗଡର ପୂର୍ବତନ ବିଧାୟକ (୨୦୦୯-୨୦୧୪) ଗୋବର୍ଦ୍ଧନ ଦାସ, ନରଲାର ପୂର୍ବତନ ବିଧାୟକ (୧୯୮୫-୧୯୯୦) କୁମାର ମଣି ସବର ଏବଂ…

ବିଜେଡିରେ ଯୋଗଦେଲେ ସୁବାସ ଚୌହାନ, ଲଢିବେନି ନିର୍ବାଚନ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପୂର୍ବତନ ବିଜେପି ନେତା ତଥା ପାର୍ଟି ଉପସଭାପତି ସୁଭାଷ ଚୌହାନ ବୁଧବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…