Latest Odisha News

BREAKING NEWS

Browsing Category

ରନ୍ଧାବଢ଼ା

ସକାଳୁ ସକାଳୁ ଘରେ ଘରେ ମହକୁଛି ଦୂତିଆ ଘାଣ୍ଟ, ଆସନ୍ତୁ ଜାଣିବା ଘାଣ୍ଟ ତରକାରୀ ତିଆରୀର ସହଜ ରେସିପି…

ଭୁବନେଶ୍ଵର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ରହିଛି , ସେ ମଧ୍ୟରୁ ଦୂତି ବାହନ ଓଷା ଅନ୍ୟତମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା…

ମନ ଜିଣୁଛି ଜେଜେମା ହାଣ୍ଡିଶାଳ: କାଠ ଚୁଲା, ଲୁହା କଡେଇ ଆଉ ଶିଳ ବଟା ମସଲାରେ ଯାଦୁ ଦେଖଉଛନ୍ତି ଜେଜେମାଆ

ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର।

ମାଣ୍ଡିଆ ଆଇସକ୍ରିମ

ଆମ ରନ୍ଧାବଢ଼ାରୁ…. ଖରାଦିନର ମଜା ଆଇସକ୍ରିମ ଖାଇବାରେ ଥାଏ। ସେଇ ଆଇସକ୍ରିମ ଯଦି ଫାଇବର୍ ଯୁକ୍ତ ହେଲା ତେବେ ଆଜିକାଲିର ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତାଠାରୁ ଭଲ ଆଉ କିଛି ହୋଇନପାରେ । ଆଜି ଆମେ ପ୍ରସ୍ତୁତ କରିବା ମାଣ୍ଡିଆ ଆଇସକ୍ରିମ। ଆବଶ୍ୟକୀୟ ଉପକରଣ : ମାଣ୍ଡିଆ ଗୁଣ୍ଡ, ଗୁଣ୍ଡ…

ଆମ୍ବ ଆଚାର

ଆମ ରନ୍ଧାବଢ଼ାରୁ…. ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪…

କ୍ରିମ ଲସି

ଆମ ରନ୍ଧାବଢ଼ାରୁ…. ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଏତେ ବଢି ଯାଏ ଯେ ଆମକୁ ସବୁବେଳେ ଥଣ୍ଡା ପାନୀୟ ଆବଶ୍ୟକ ହୋଇଥାଏ। ତେବେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଅପେକ୍ଷା ଘରେ ତିଆରି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଯେହେତୁ ଏହା ତିଆରି କରିବା ପାଇଁ…

ଅଟା ମାଲପୁଆ

ଆମ ରନ୍ଧାବଢ଼ାରୁ.... ସକାଳ ଜଳଖିଆ ହେଉ ବା ରାତ୍ରିଭୋଜନ ମିଠା ନହେଲେ ଆମର ଖାଇବା ପୁରା ହୁଏ ନାହିଁ। ସବୁ ପର୍ବପର୍ବାଣୀରେ କି ବନ୍ଧୁ ବାନ୍ଧବ ଘରକୁ ଯିବାକୁ ହେଲେ ମିଠାକୁ ସବୁବେଳେ ପ୍ରାଧାନ୍ୟ ଦିଆହୁଏ । ବଜାରରେ ଅନେକ ପ୍ରକାରର ସ୍ଵାଦିଷ୍ଟ ମିଠା ମିଳୁଥିଲେ ମଧ୍ଯ ଘର ତିଆରି ମିଠାର…

ବିନା ଆଖୁରେ ଆଖୁ ରସ

ଆମ ରନ୍ଧାବଢ଼ାରୁ.... ଖରାଦିନ ଆସିଲେ ଥଣ୍ଡା ପାନୀୟର ଚାହିଦା ବଢ଼ିଯାଏ। ବଜାରରେ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ମୃଦୁ ପାନୀୟ ଅପେକ୍ଷା ପ୍ରକୃତି ଦତ୍ତ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ। ସେହି ପ୍ରାକୃତିକ ଥଣ୍ଡା ପାନୀୟ ମଧ୍ୟରୁ ଆଖୁରସ ବା ଆଖୁ ପଣା ଅନ୍ୟତମ। କିନ୍ତୁ ଇଚ୍ଛା ହେଲେ ଆଖୁ…

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ଫଳ ଓ ପନିପରିବା

ଫଳ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି | ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ | ତଥାପି, କିଛି ଲୋକ ଫ୍ରିଜରେ କଦଳୀ ଏବଂ ଟମାଟୋ ପରି ଫଳ ଓ ପନିପରିବା ମଧ୍ୟ ଫ୍ରିଜରେ ରଖନ୍ତି , ଯାହାକୁ କୋଠରୀ…

ମଟନ (ମାଂସ) ଏକବର୍ଣ୍ଣୀ

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ଆବଶ୍ୟକୀୟ ଉପକରଣ: - ମଟନ- ୫୦୦ ଗ୍ରା.ମ, ବସୁମତୀ ଚାଉଳ- ୨୫୦ ଗ୍ରା.ମ., ବଡ଼ ପିଆଜ ୩/୪ଟା, ଅଦା ରସୁଣ ବଟା, ଗାଜର, ବିନସ୍‌, ଗ୍ରୀନ ମଟର, ଫୁଲକୋବି, ଲୁଣ, ସୋରିଷ ତେଲ,ଜିରା ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି ୧-୩ ଚାମଚ, ଗରମ ମସଲା ଗୁଣ୍ଡ, ଗୋଟା ଗରମ…

ପାଳଙ୍ଗ ଚିକେନ୍‌

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ପାଳଙ୍ଗ ଚିକେନ୍‌' ଆବଶ୍ୟକୀୟ ଉପକରଣ: - ଚିକେନ୍ - ୫୦୦ ଗ୍ରା.ମ, ପାଲଙ୍ଗ ଶାଗ - ଦି’ ବିଡ଼ା, ସୋରିଷ ତେଲ, ପିଆଜ ୪ଟା, ଟମାଟୋ, ଅଦା ରସୁଣ ବଟା, ଦହି ୧ ଚାମଚ, ଲୁଣ, ହଳଦୀ, ଶୁଖିଲା ଲଙ୍କା, ତେଜ ପତ୍ର, ଗରମ ମସଲା । ପ୍ରସ୍ତୁତି ପ୍ରଣାଳୀ:…