Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଲିପି ସଂଯୋଜନ ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ° = ଙ୍‌ଞ୍‌ଣ୍‌ନ୍‌ମ୍‌ ° କଚଟତପ = ଙ୍କଞ୍ଚଣ୍ଟନ୍ତମ୍ପ ° ଖଛଠଥଫ = ଙ୍ଖଞ୍ଛଣ୍ଠନ୍ଥମ୍ଫ ° ଗଜଡଦବ = ଙ୍ଗଞ୍ଜଣ୍ଡନ୍ଦମ୍ବ ° ଘଝଢଧଭ = ଙ୍ଘଞ୍ଝଣ୍ଢନ୍ଧମ୍ଭ ଏ ଲିପି ସଂଯୋଜନ ସୂତ୍ର ଦେଖୁ ସ୍ବଭାଷୀଂକର ନେତ୍ର କରଂତୁ…

ଭାଷା ଭାଗବତ : ଗଛ ପରି ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଛରୁ ପତ୍ର ଆପେ ଝଡ଼ି କେଉଁଆଡ଼େ ଯେ ଯାଏ ଉଡ଼ି ଗଛକୁ ଜଣାପଡ଼େନାହିଁ ଲେଖକ ପାରେ ଗଛ ହୋଇ ଦେଇ ଦେଇ ଯେ ଥକେନାହିଁ କିଛି ବି ନ ପାରିଲେ ପାଇ ଆହୁରି ବେଶି ଦେଉଥାଏ ସ୍ବଜାତ ତୃପ୍ତି ସହ ରହେ ନ ଥାଏ ଶାରୀରିକ କ୍ଳାଂତି…

ଭାଷା ଭାଗବତ : ଅତି ଅଧିକ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଦେଶୀ ଶବ୍ଦ ଲେଖା ପାଇଁ ଯୁକ୍ତାକ୍ଷର ଗଢ଼ିବାନାହିଁ ଯଥା ସ୍ଥାନରେ ଅନୁସ୍ବାର କରିବା ବେଶି ବ୍ୟବହାର ଶବ୍ଦର ମଧ୍ୟସ୍ଥିତ ବର୍ଣ କରିଲେ ହଳଂତ ଧାରଣ ସ୍ବଲିପି ହେବ ପରିଚ୍ଛନ୍ନ କରିବା ସରଳ ଲିଖନ ଅତି ଅଧିକ…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ରହେଁ ସ୍ବଭାଷା ସହିତ କରେଁ ମୋ ମନୋଭାବ ବ୍ୟକ୍ତ ଯାହା ବି କଥିତ, ଲିଖିତ ପାଏଁ ତହିଁରୁ ହିତାହିତ ନୁହେଁ ମୁଁ ଭାଷାର ଶିକ୍ଷକ ଅଥବା ନୀତି ନିର୍ଣାୟକ ପାଇଥିଲେ ହେଁ ଅଳ୍ପ ଜ୍ଞାନ କରେଁ ମୁଁ ଭାବନା ଲିଖନ…

ଭାଷା ଭାଗବତ : ପାରଂପରିକ ରୂଢ଼ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେବେ ବି ହୁଏ ମତ ଭିନ୍ନ ବ୍ୟକ୍ତିକୁ କରିଲେ ବିଚ୍ଛିନ୍ନ ହୁଏ କି ମତ ସଂସ୍ଥାପନ ? ବୁଝଂତିନାହିଁ ଜ୍ଞାନୀଗଣ ସଭିଏଁ ହେବେ ଏକମତ ନୁହେ ବାସ୍ତବ ଅବା ସତ ତେବେ ବି ମତାଶ୍ରୟୀ ବ୍ୟକ୍ତି ଅଛିଂଡା କୁତର୍କ କରଂତି…

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସମୟ ଯାଏ ଯଦି ସରି କେବେ କରିହୁଏନି ଚିଂତା ଆମର ଏପରି ଅବସ୍ଥା ଆମ ବ୍ୟତୀତ କିଏ ଦାୟୀ ? କେହି ତ କହଂତୁ ବୁଝାଇ ନିଜ ଭାବନା ପ୍ରତି ଭୟ ରହିଲେ ଘଟେ ପରାଜୟ ଏମିତି ବହୁ ନୀତିବାଣୀ ପଢ଼ି…

ଭାଷା ଭାଗବତ : ସ୍ଥଗିତ ରଖୁଁ ଏବେ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତାସକ୍ତ ଆମ ମନ ତେଣୁ ଦିଶେନି ବର୍ତମାନ ଏମିତି ଆଉ କେତେ ଦିନ ଚଳିବ ସ୍ବକୀର୍ତି କଥନ ? ଯାହା ବି ଦେଖଇ ନୟନ ତାହା ତ ନୁହେ ଅନୁମାନ ହେଲେଁ ହେ ସ୍ପଷ୍ଟ ବାସ୍ତବତା ମୋଟେ ଘୂରୁନି ଆମ ମଥା କଳ୍ପଲୋକର ଅଧିବାସୀ…

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅକ୍ଷର ଅଟେ ରେଖାଚିତ୍ର ଏତିକି ବୁଝେ ଯେଉଁ ଛାତ୍ର ତାହାର ନିଜ ହସ୍ତାକ୍ଷର ଦିଶଇ ସଫା ଓ ସୁଂଦର ଦୁଇଟି ଅକ୍ଷର ତୁଳନା କରିଲେ ଭେଦ ପଡ଼େ ଜଣା ଠ କୁ ଚ ପାରେ କରି ଲିପିକୁ କେବେ ବି ନ ଡରି ଚ ରୁ ଟ ଗ ର ବାହାରେ…

ଭାଷା ଭାଗବତ : ଭାଷାକୁ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବାଧୀନ ଚିଂତକ କାହାଂତି ? କେଉଁଠି ଦିଶୁ ତ ନାହାଂତି ବ୍ୟକ୍ତି ଚାଳିତ ସଂସ୍ଥା, ଦଳ ପୋଷଂତି ବଶଂବଦ କୁଳ ଶୁଦ୍ଧ, ନିର୍ମଳ ମତାମତ ହେଉଛି ଆହତ, ବ୍ୟାହତ ଜଣା ଜ୍ଞାନକୁ ବାରଂବାର କହିବା ଅଭ୍ୟାସ ଆମର ଶିକ୍ଷା,…

ଭାଷା ଭାଗବତ : ନିଜର ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏଠାରେ ଏବେ ପ୍ରତିଦିନ ଦେବାକୁ ନିଜର ଲିଖନ ଜଣାଇଲେ ବି ବାରଂବାର ଦୃଷ୍ଟି ତ ପଡ଼ୁନି କାହାର ! ଉଦ୍ଧୃତିପୂର୍ଣ ହେଲେ ଭାଷା ମଉଳିଯାଏ ସବୁ ଆଶା ପୂର୍ବଲିଖିତ ଲେଖାବଳି ପୁନଶ୍ଚ ଲେଖି, ଯାଉଁ ଚଳି ଅନୁଭୂତି ଆଶ୍ରିତ…