Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୩ ରୂପାନ୍ତରିତ ହେଉଥିଲା  ମଣିଷ।  ପୋଷାକ ପରିବର୍ତ୍ତନ ନା ଖୋଳପାର ବିବର୍ତ୍ତନ । ଦ୍ବିଧା ବିଭକ୍ତ ସତ୍ତା ସେବେଳରେ ।    ପାଦତଳେ ଥିଲା ମାଟି,  ଆକାଶରେ ରହୁଥିଲା  ମନ। ମନରେ ମନରେ ଝିଅର ସ୍ବପ୍ନ ,କିନ୍ତୁ,  ଦେହରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୨ ମାଆ ଆଜି କି ସୁନ୍ଦର ଟେବୁଲ କ୍ଲଥ ବନେଇଚି। ସତରେ ସେ ମନହେଲେ ହାତ ଏମ୍ବ୍ରୟୋଡରି କରେ  ନିଖୁଣଭାବରେ।  ନହଲେ ପଡିଥିବ କନା,ଛୁଞ୍ଚିସୂତା  ସେମିତି ଧୂଳିସରସର ହୋଇ। ହାତକାମ ବହୁତ ବଢିଆ ତା'ର। ମେସିନ୍ କିଣିଦବାକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୧ ସ୍ମୃତିର ପଦ୍ମରୁ ପାଖୁଡା ସହ ସୁବାସ ଛିଟିକି ପଡୁଥିଲା। ଗଣି ହେଉନଥିଲା ସେସବୁ। ରାଶିରାଶି କୁଢେଇ ଯାଉଥିଲା ଗୋଟିକ ଉପରେ ଗୋଟିଏ । କେତେବେଳେ କେଉଁ ଭାବରେ, କେଉଁ ବାଗରେ ରୂପନାରାୟଣରେ କି ବୁଢାବଳଙ୍ଗରେ  ପହଁରି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୦ ରୂପନାରାୟଣର ରୂପ ସତରେ ଅପୂର୍ବ। ଗାଁ ମୁଣ୍ଡରେ ସେ ଘୂରିଘୂରି ଆଙ୍କିବାଙ୍କି ଏକ ମିଠା ଛନ୍ଦରେ ବହୁଥାଏ। ବଡ ଗଣ୍ଡଟିଏ ପୁଣି ଅଛି। ନାଉରୀଆ ଡଙ୍ଗା ମେଲିଦିଏ ମନ ଖୁସିରେ, ଅକାତକାତ ପାଣିରେ । ଆଉ ଗିରି ଅଜା ଗାଆନ୍ତି …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୯ କଥାକଥାକେ ଭର୍ତ୍ସନା କଲେ ବିରକ୍ତ ଲାଗେ। ମାଆ ଶୁଣି ଅଶୁଣା ହୁଏ।  କୋଉଠୁ ଯାଇକଥା ସେଇ ମାମୁଁଘରେ ଛିଡେ। ଚନ୍ଦ୍ରା ଆଜିକାଲି ରାଗିଲେ ଲୁଚେଇକିରଖୁନି ଆଉ , ପ୍ରକାଶ କରିଦେଉଛି, କାମରେ  କି କଥାରେ ବା …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୮ ସ୍ମୃତି  ଓ ବାସ୍ତବତାକୁ ନେଇ ବଞ୍ଚିବାରେ ମଜା ଅଛି। ଖରାଛାଇର ଖେଳରେ  ମଜ୍ଜି  ଜୀଇଁବାକୁ  ପଡୁଛି । ଜୀବନ ଆଉ କ'ଣ କି ?ହଜିହଜି  ଖୋଜିବା, ପାଇ ହଜାଇବା ପୁଣି  ଖୋଜିବା, ଏସବୁର ଏକ ସୁଶୃଙ୍ଖଳ ସମାହାର ବୋଲି କାହିଁକି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୭ କୁଟୁମ୍ବ  କହିଲେ କେହି ନାହିଁ।  ବାପା, ଜେଜେବାପାଙ୍କର ଏକମାତ୍ର ପୁଅ। ଆଉ କେହି  ନଥିଲେ ଆଗକୁ , ପଛକୁ।  ଅମୃତା ବି ଏକା ସେମିତି।  ଏଇଠୁ ସେଇଠୁ ଶୁଣେ ବାପା କୁଆଡେ  ଆଶ୍ରମକୁ ପଳାନ୍ତି। ଗାଁ ଲୋକଙ୍କ କଥା ବିଶ୍ୱାସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୬ କାମ ସରିସରି ଆସୁଥିଲା। ପାହିପାହି ଯାଉଥିଲା ରାତି। ଲିଭିଲିଭି ଯାଉଥିଲା ସ୍ବପ୍ନ। ଗତକାଲି ଥାକଥାକ ହୋଇ ସାଇତା ଯାଉଥିଲା  ମନରେ ହୃଦରେ। ପ୍ରତିଦିନ ସେଇ ଏକାପରି କାମର ଲହରୀ। ଅମୃତା ଭାବେ ଗୋଟିକ ପରେ ଗୋଟିଏ କାମ ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫ ଆଜିକୁ ଛାଡି  ଗତକାଲିକୁ  ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ  ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ  ଅତୀତ,  ତଳକୁ ଟାଣି ଧରୁଥିଲା। ମିଠାମିଠା …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪ ସି. ସି .ଟିଭି କ୍ୟାମେରାର  ଫୁଟେଜ ଦେଖି ଜାଣିଲା  ରଞ୍ଜୁ ଅନେକ  କିଛି।  ନିୟମିତ  ଯିବା ଆସିବା  ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ  ଠିକ୍  ହବ…