Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଅବଶ୍ୟ ଯୁକ୍ତିଯୁକ୍ତ.... ତଥାପି !!! - ତଥାପି କିଛି ନାହିଁ । ଜଣେ ଅପରିଚିତର ସବୁ ଦାୟୀତ୍ୱ ନିଜ ହାତକୁ ନେଇ, ତାର ଅଇଁଠା ବାସନ ନିଜ ହାତରେ ସଫା କରି, ତମେ ଛୋଟ ହେଇପାରିନ । ଅଥଚ ତମର ଦି’ଖଣ୍ଡ ଶାଢ଼ୀ ସଫାକରି…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ନା... ନା..., ଏ ଲୁଗାସବୁ ପରିଷ୍କାର ହୋଇ ଏଠି କେମିତି ରହିଲା ? - ସେ କିଛି ନୁହେଁ, ମୁଁ ସଫାକରି ରଖିଦେଇଛି, ଆଜି । - ଆପଣ ସଫା କରିଛନ୍ତି ମୋର ଶାଢ଼ୀ, ବ୍ଲାଉଜ୍‌... ? - ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ । ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜଙ୍କୁ ନେଇ ପଦ୍ମିନୀ ଯେତେ ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ଚିନ୍ତା ସାଗରର ସେ ସେତିକି ତଳକୁ ତଳକୁ ଖସିଯାଉଥିଲା । ଏଣେ କ୍ରମେ ସଂନ୍ଧ୍ୟାର ସରୀସୃପ କୋଠରୀର ଈଷତ୍ ଆଲୋକିତ ପରିସରକୁ ମସୀମୟ କରିବାପାଇଁ ତା’ର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନି ଜଣକ ପାଇଁ ପୋଷାକ ବାହାର କରିବାକୁ ଆଲମାରୀ ପାଖକୁ ଯିବା ପୂର୍ବରୁ ଖଟର ମୁଣ୍ଡ ପାଖରେ ଥିବା ବେଞ୍ଚ ଉପରେ ତିନି ଥାକ ହୋଇ ରଖାଯାଇଥିବା ଶାଢ଼ୀ, ପ୍ୟାଣ୍ଟସାର୍ଟ ଓ ବିଶ୍ୱାସର ଡ୍ରେସକୁ ଦେଖି ସେ ବିସ୍ମିତ ହୋଇଉଠିଲା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ କଣ୍ଠରେ ନିଜ କବିତାର ଆବୃତି ଶୁଣି ସେ ଚମକି ଉଠିଲା । ମନର ବେଦନାକୁ ଛାତିତଳେ ଚାପିଧରି ହାଲୁକା କଣ୍ଠରେ କହିଲା- ଆତ୍ମ ବିସ୍ମୃତ ହୁଅନ୍ତୁ ନି ସରୋଜବାବୁ ! ଇଏ ଗୋଟିଏ କବିତା ମାତ୍ର । - ମିଛ କହୁଛ ପଦ୍ମିନୀ !…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସାହିତ୍ୟ ଆଲୋଚନା ଶୁଣିବାପାଇଁ ସେ କେତେ ଉଦ୍‌ବିଗ୍ନ ରହୁଥିଲା । କିନ୍ତୁ ଯେଉଁଦିନଠାରୁ ଚନ୍ଦ୍ରଭାନୁଙ୍କର ଅମୀୟ ମୟୁଖ ତା’ ଜୀବନ ଆକାଶରୁ ଅଦୃଶ୍ୟ ହୋଇଗଲା, ସେହି ଦିନଠାରୁ ଜୀବନର ଏହି ଅପରିକଳ୍ପିତ, ଅନ୍ଧାର ପରିସରରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବର୍ତ୍ତମାନ କିନ୍ତୁ ତାଙ୍କର ଭାରାକ୍ରାନ୍ତ ମସ୍ତିଷ୍କ ଆଉ ବେଶୀ ସହ୍ୟ କରିପାରୁନାହିଁ । ଓଃ..., ଏ କାନ୍ଥ, ପ୍ରାଚୀର, ଘରର ଆସବାବପତ୍ର ସବୁ ଯଦି ମଣିଷର ଯବଣାକୁ ଶୁଣି ସମବେଦନା ଜଣାଇ ପାରନ୍ତେ, ତେବେ ସେ ଏଇ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପ୍ରଥମ ଗେଟ୍ ପାର୍ ହେବା ପରେ ପଦ୍ମିନୀ ଆଗକୁ ଲକ୍ଷ୍ୟ ରଖି କହିଲା- ମତେ ଷ୍ଟେସନରେ ଓହ୍ଲେଇ ଦେ, ଟ୍ରେନ ଏବେ ଆସୁଥିବ । - କାହିଁକି ? ପଦ୍ମିନୀ ଦ୍ୱିଧା ଜଡ଼ିତ କଣ୍ଠରେ ବାରଣ କଲା- ନାଁ, କାଳେ ତାଙ୍କ ଗାଡ଼ିରେ…