Latest Odisha News

BREAKING NEWS

Browsing Category

କବିତା

କବିତା : ଜୀବନ ଯୁଦ୍ଧ

ହିମାଂଶୁ ଆଚାରୀ ଗୋଟେ ହାତରେ ମୋ ଦମ୍ଭର ଧ୍ବଜା ତ ଆର ହାତ ମୋର ହାତୀ ସାହସର ଏଇ ଅଥଳ ସାମ୍ରାଜ୍ଯେ ସମୁଦ୍ର ପ୍ରାୟେ ମୋ ସ୍ଥିତି, ଆସ ହେ ମୋ ଶତ୍ରୁ ଚରିବ ବୋଲି ମୋ ଭୂମିକୁ ଦେଇଛି ବିଞ୍ଚି ଶ୍ରଦ୍ଧା ଓ ସ୍ନେହର ମାଟି ଖଣ୍ଡ ଛଡା ପାଇବନି କିନ୍ତୁ କିଛି ! ଭୟର ବିଗୁଲ ଶୁଣେଇ ଶୁଣେଇ…

  କବିତା : ମହାଚକ୍ର

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଉଦୟ ସୂର୍ଯ୍ୟରେ ମୋର କୁଆଁକୁଆଁ ରଡ଼ି ଅସ୍ତସୂର୍ଯ୍ୟରେ ନିଏ ମୁଁ ଶେଷ ନିଶ୍ବାସ..। ବାକି ସମୟର ଜୀବନରେ ମୋର ଚଞ୍ଚଳ ଚିତ୍ତ ଓ ପାପୀ ଉଦର ସଂଘଟିତ ଭୀଷଣ କୁମନ୍ତ୍ରଣା ପର୍ବ..! ଚାଖଣ୍ଡେ ମାତ୍ର ପେଟକୁ ଆଢୁଆଳ କରି... ମିଛିମିଛିକା ସାଜିଛି ମୁଁ…

କବିତା : ମୁଁ ଜାଣେ

ବିଦ୍ୟୁତପ୍ରଭା ଗନ୍ତାୟତ ମୁଁ ଜାଣେ ଆଢୁଆଳେ ରହି କିଏ ଦୁଇ ନିରୀହ ପ୍ରେମୀଙ୍କୁ ଦୁଇ ସମ୍ପ୍ରଦାୟରେ ବାଣ୍ଟୁଛି ଦୁଇ ଗୋଷ୍ଠୀ ରେ ନାମିତ କରୁଛି ପୂଜା ଚାଙ୍ଗୁଡିରେ ସଜଡା ଫୁଲକୁ ଧର୍ମ ପଚାରୁଛି । ମୁଁ ଜାଣେ କେଉଁ ଦୁର୍ବୃତ୍ତ ମାନେ କଅଁଳ ବୟସର ଅଫୁଟା ଫୁଲକୁ ଦଳି ମକଚି…

କବିତା : ନିରବ ଭଗ୍ନାଂଶ

ଶ୍ୟାମା ପ୍ରସାଦ ମିଶ୍ର ଦେଖ- ଏଠି କେମିତି ଯେ ସମୁଦ୍ର ଯାକର ଶୋଷରେ ହଜିଯାଏ ତୁମ ଇଚ୍ଛାର ପରିବ୍ୟାପ୍ତ ଆକାଶ ଏବଂ ପ୍ରତିଟି ମୁହୂର୍ତ୍ତ, ତୁମ ଅନୁପସ୍ଥିତିରେ ଏଠି ଖାଲି ଇନ୍ଦ୍ରଧନୁର ଅବଶୋଷ । ଦେଖ- ଏବେବି ମୋ ଆଖିର ନିରବ ପୃଷ୍ଠାରେ ତୁମ ଆତ୍ମୀୟତାର ଛାପ, ମୋ ହୃଦୟ ଯୁଗ ଯୁଗ…

କବିତା:ନିଜ ବାଟ

ଜ୍ଞାନୀ ଦେବାଶିଷ ମିଶ୍ର ମୁଁ ମନ୍ତ୍ର ତନ୍ତ୍ର ଜାଣେନା, ମତେ ମନ୍ତୁରାପାଣିରେ ତିନ୍ତେଇ ତାନ୍ତେଇ ମୋକ୍ଷ ମୁଲକ ଦେଖାନା।। ମୁଁ ଅନ୍ଧାରୀ ରାତିରେ କାଲୁଆ ପବନ ସୁଅ ମୁଁ ଗାନ୍ଧାରୀ ଆଖିରେ ତତଲା ଦି ଟୋପା ଲୁହ। ମୁଁ କେଁ କଟ କଟ ଭଙ୍ଗା କବାଟର ଗାଁ ମୁଁ କଅଁଳା ବାଛୁରୀ ପ୍ରଥମ ପାଦର…

କବିତା:ଆଜିର ଗଣତନ୍ତ୍ର

ସ୍ବାଧୀନତାର ଏତେ ବର୍ଷ ପରେ ଟିକେ ଦେଖି ନେବାକି ହିସାବ କିତାବ କରିବା କେତେ ମାତ୍ରାରେ ସଫଳ ଆମ ଗଣତନ୍ତ୍ର? ଜରି ପାଲର ଘର ଭିତରେ ହନ୍ତ ସନ୍ତ ହୁଏ ଗଣତନ୍ତ୍ର ଝୁମ୍ପୁଡି ହୋଟେଲରେ ଦଶ ବର୍ଷ ପିଲା ହାତରେ ଧୋଇ ହେଉଥାଏ ଗଣତନ୍ତ୍ର ହଜାର ହଜାର ଝିଅଙ୍କ ଚିତ୍କାରରେ ବଳି…

କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ ସେତକ ଭୁଲି ଗଲା ପରେ ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର, ବାପାଙ୍କର ନା ଇଶ୍ବରଙ୍କର..? କେହି ଜାଣନ୍ତିନି ,କେହି ବି ଜାଣନ୍ତିନି । ଆଜିକାଲି, ଅକ୍ଷର ଚିହ୍ନି ପାରୁ…

କବିତା:ତା ଝାଳରେ ଗଢ଼ା ହେଇଛି ଭାରତବର୍ଷ

ସତ୍ୟବାଦୀ ରାଉତ ସମୟ ଫିକା କରିଦିଏ ଫୁଲର ରଙ୍ଗ ଋତୁର ମହକ ହସକୁ ଥଇଥାନ କରିବାକୁ ଓଠ ଟିଏ ଭିଆଇଲ ଯେ ପ୍ରଭୁ! ଓଠର ଠିକଣା ହଜେଇ ଦେଇଛି ହସ ଲୁହ ଭୁଲି ଗଲାଣି ଲେଉଟାଣି ବାଟ।। ଏରୁଣ୍ଡିର ବାରଣ ନମାନି ପଶି ଆସେ ଦୁଃଖ ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର‌୍ୟ ଅସହାୟତାର…

କବିତା:ସୂତାଖିଏରେ ସମ୍ପର୍କ

ସୁଜାତା ମହାପାତ୍ର ଜଙ୍ଗଲୀ ଝରଣାରେ ବୁହାଇଦେଲି କିଛି ନିଷ୍ଠୁର ଖରା, ନିଜ ପାଇଁ ସାଇତିଥିବା କିଛି ସୁନିଶ୍ଚିତ ଛାଇ! ଖାଲି ହାତରେ ପାର କରିବାକୁ ହେବ ଏବେ ଏକ ସୁଦୀର୍ଘ ମରୁରାସ୍ତା ତଥାପି ଚାଲିଛି, ଚାଲିବି ଦର ଓଦା ଆଖି ଓ ଶୁଖିଲା ଓଠରେ । ନା ତୃଷ୍ଣା ନା ତୃପ୍ତି ସବୁକିଛି…

ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା

ସମକାଳର ଅନ୍ୟତମ ପ୍ରବୀଣ କବି ଦୁର୍ଗାପ୍ରସାଦ ପଣ୍ଡାଙ୍କର ଆଜି ଜନ୍ମଦିନ । ‘ନିଆଁ ଭିତରେ ହାତ’, ‘ପୋଷ୍ଟକାର୍ଡ କବିତା’, ‘ରାତି ଆଉଟିକେ ଗାଢ଼ ହେଲେ’ ଭଳି କବିତା ସଂକଳନର ସ୍ରଷ୍ଟା ଭାବେ ସୁପରିଚିତ ଦୁର୍ଗାପ୍ରସାଦ ଅନୁବାଦ ଓ ଇଂରାଜୀ ରଚନା ପାଇଁ ମଧ୍ୟ ଚର୍ଚ୍ଚିତ । ଏହି ଅବସରରେ ତାଙ୍କ ସହ…