Latest Odisha News

BREAKING NEWS

Browsing Category

କବିତା

କବିତା : ଦାବାନଳର ଦୁନ୍ଦୁଭି

ଅଭିଜିତ ଦେବର୍ଷି ବ୍ୟସ୍ତବହୁଳ ପୃଥିବୀକୁ ମୁହିଁ ଆଖି ପୁରାଇ ଦେଖୁଦେଖୁ ଗ୍ରହଣ ଲାଗିଛି ସୁଖରେ ତାର, ଗ୍ରାସ କଲା ପୁଣି କିଏ ତାକୁ ? କିଏ ଏ ଚାଇନା କିଏ ଏ କରୋନା ଆସିଛି ପରାଏ କାଳ ପରି ଚଞ୍ଚଳ ମନ, ସୁପ୍ତ ଜୀବନ, ବସିବିକି ଏବେ ହାତ ଧରି ? ଅକାଳେ ଅନ୍ଧାର ମନୁଷ୍ୟ ଜୀବନେ,ଅଦିନରେ…

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ ମୁଁ ଆଉ ଜୀବନ ଗୋଟେ ରିଭଲଭିଂ ଡୋରର ଏପଟେ ସେପଟେ ନା ମୁଁ ତାକୁ ଛୁଇଁ ପାରେ ନା ସେ ମୋତେ।। ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର ଶୂନ୍ ଆଉ ଏକର ଖେଳ ନୁହେଁ ଶୂ୍ନ ଆଉ ଏକ ମଝିର ଯାତ୍ରା ହିଁ ବୋଧେ ଜୀବନ।। ଜୀବନର ହିସାବ କିତାବ ସରିଯିବା ଆଗରୁ ଏଇଠି…

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ କାହା ଅପେକ୍ଷାରେ ଅୟୁତବର୍ଷର ନିଦ ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ ଯାହା ପାଖରେ ନିଜ ପାଇଁ ନଥାଏ ସମୟ ସେ ବି ଶୋଇପାରେ ନିଦରେ, ଲା-ପରବାଏ କିଏ ଏଠି ଜମା କରିଥିଲା ଜୀବନ ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ ଏତେ ଲମ୍ୱା ତା…

ଓଡିଆତ୍ୱ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ ତାକୁ ଆଉ କିଛି କୁହନି ସେ ସହିବାକୁ ଜାଣେ ଦୁର୍ଭିକ୍ଷ, ମହାମାରୀ,ଅତ୍ୟାଚାର ଅନ୍ଧାରୀ ଗୁମ୍ଫା ଭିତରେ ଆଲୁଅ ଖୋଜିବା ର କଳା ଜାଣେ ସ୍ୱପ୍ନହୀନ ଜୀବନକୁ ରଙ୍ଗେଇ ଦେବାର ଅଦମ୍ୟ ସାହସ ରଖେ । ଯଦି ବିଶ୍ୱାସ ନାହିଁ ଇତିହାସର କଳେବର ଝୁଣି ଦିଅ ତା…

କରୋନା : ଏକ ପ୍ରେମ କବିତା

ମନୋଜ ରଥ ମୁଁ ନିଆଁ ହୁଏଁ କି ଜହ୍ନ ଏକୁଟିଆ ଜଳେଁ କେବେ ଛାତି ରେ କେବେ ରାତିରେ l ମୋର ସବୁ ସମାପ୍ତି ରେ ତମେ ପୁନଃ ଆରଂଭ ମୋର ସବୁ ଅପ୍ରାପ୍ତି ରେ ତମେ ପୁନଃ ପ୍ରାରମ୍ଭ l ଚଳ ପ୍ରଚଳ ପୃଥ୍ୱୀରୁ ଆଜି ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ ବିଚାରକ ନିଜେ ଇ ବଂଦୀ ନିଜ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସୋମବାରେ କରୁଛି ମୁଁ ଶିବ ଦର୍ଶନ... ସନ୍ତୋଷ ମିଶ୍ର ସୋମବାରେ କରୁଅଛି ଶିବ ଦର୍ଶନ ମୋ ହୃଦୟେ ଦେଇଛି ମୁଁ ଶିବଙ୍କୁ ସ୍ଥାନ, କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ ସୋମବାରେ କରୁଅଛି ଶିବ ଦର୍ଶନ ..(୦) ଗଙ୍ଗାଜଳ ବେଲପତ୍ର କରୁଛି ଅର୍ପଣ କ୍ଷୀର ଢାଳେ ଶିବ ଲିଙ୍ଗେ ମହାଦେବ ଘେନ,…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…