Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ, ମୁଁ ଠିକ୍ ସେଇୟା ହିଁ ଭାବୁଛି,” ଜର୍ଜ ନିଜକୁ ନିଜେ କହିଲା ଭଳି ଅନୁଚ୍ଚ ସ୍ୱରରେ ପ୍ରକାଶ କଲା । କିନ୍ତୁ ବିନା କିଛି ଉଚାରରେ ମ୍ୟାଥ୍ୟୁ ଅଲଗା ଆଡ଼କୁ ଚାହିଁ ରହିଲେ । ଏହି ସୁଯୋଗରେ କ୍ୟାପ୍‌ଟେନ୍ ନିଜ…

କବିତା : ତୁମ ରଥଯାତ୍ରା

ସଦାନନ୍ଦ ସାହୁ  ଭକତ ମେଳରେ ଜଗତ ଠାକୁରେ ଆରାଧ୍ୟ ଦେବତା ପ୍ରଭୁ ; ମାନବୀୟ ଲୀଳା ଏ ରଥ ଯାତରା ଭକ୍ତ ପ୍ରାଣେ ସଦା ବିଭୁ ॥ ଭକତ ଭାବରେ ବନ୍ଧା ଏ ଠାକୁରେ ଜଗତ କଲ୍ୟାଣ ପାଇଁ ; ରଥ ଯିବ ଗଡି ପତିତ ଉଦ୍ଧାରି ଦୁଃଖ ଯେତେ ଦବ ଧୋଇ ॥ ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି…

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପତ୍ତି ସହ ପ୍ରତିପତ୍ତି ଥିଲେ ବି ମନରେ ଅଶାଂତି ପୂରାଇଥାଏ ଯେଉଁ ବ୍ୟକ୍ତି ପାଏନି ' ସୁଖ ' ଭଳି ତୃପ୍ତି ମନରେ ହେଲେ ଆଂଦୋଳନ କର୍କଶ ଉତ୍କଟ ବଚନ ସର୍ବଦା ହୁଏ ଉଦ୍‌ଗିରଣ କରେ ଅଶାଂତି ଉତ୍ପାଦନ ଅଶାଂତି ସଂକ୍ରମଣଶୀଳ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା’ ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା’ ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କ୍ୟାପ୍‌ଟେନ୍ କିନ୍ତୁ ଅପମାନିତ ଅନୁଭବ କରିବା ପରିବର୍ଚୋ ଆଶା କରୁଥିବା ଅତି ସ୍ୱାଭାବିକ ପ୍ରଶ୍ନଟିଏ ଶୁଣୁଥିବା ପାଇଁ ଗମ୍ଭୀର ଭାବେ ମୁଣ୍ଡ ହଲାଇଲେ । “ହଁ, ସମସ୍ତେ ଶୁଣ, ତମମାନଙ୍କୁ ମୋ'ର ଏ ବିଷୟରେ କିଛି…

ଭାଷା ଭାଗବତ : ଶୃଂଖଳା ସଂହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧ୍ବନି ଓ ଦୃଶ୍ୟ ସଂରକ୍ଷଣ ଉପାୟ ଦେବାରୁ ବିଜ୍ଞାନ ଆଜିକାଲି ଲେଖକଗଣ ବର୍ଣନା କରିଲେ ବର୍ଜନ ଲେଖକ ଦେଲେ ଟିକେ ଠାରି ପାଠକ ତାହା ବୁଝିପାରି କରେ ନିଜସ୍ବ ଅର୍ଥାରୋପ ଲେଖାକୁ ଦିଏ ନୂଆ ରୂପ ବିବିଧ ରଂଗଭରା ଚିତ୍ର…

ନିଜକୁ ଖୋଜି ନପାଇବାର ଯନ୍ତ୍ରଣା ହିଁ ମତେ ସାହିତ୍ୟମନସ୍କ ହେବାକୁ ବାଧ୍ୟ କଲା : ସବ୍ୟସାଚୀ ବିଷୋୟୀ

ଓଡ଼ିଆ ସାହିତ୍ୟର କବିତା ଓ ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସବ୍ୟସାଚୀ ବିଷୋୟୀଙ୍କ ସହ ‘ସ୍ୱଳ୍ପ ଆଳାପ’…

ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ

ସଙ୍ଗୀତ ଓ  ଗାୟନ : ଅକ୍ଷୟ ମହାନ୍ତି ଗୀତ : ବିନୋଦିନୀ ଦେବୀ ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫ ରକତ ଟଳମଳ ଖଇର ପାଞ୍ଚପଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏବେ ଜର୍ଜ ଓ କେଟି- ତମେ ଦୁହେଁ ‘ଘ’ ପ୍ରସ୍ଥାନଦ୍ୱାର ଦାୟିତ୍ୱରେ ରହିବ ଯେଉଁ ବାଟ ଦେଇ କେବଳ ଡିଲକ୍ସ ସୁଇଟ୍‌ର ଯାତ୍ରୀମାନେ ହିଁ ଯିବେ । ସେସବୁ ସୁଇଟ୍‌ର ଯାତ୍ରୀମାନଙ୍କ ବିବରଣୀ ମୁଁ ତମକୁ ଦେଇଦେବି ।…

ଗଳ୍ପ : ବାପା

ସ୍ବର୍ଣ୍ଣଲତା ମହାପାତ୍ର  ମୁଁ ଲେମ୍ବୁ ଆଚାର ଚାଟିଚାଟି ମିଷ୍ଟର ଇଣ୍ଡିଆ ସିନେମା ଦେଖୁଥିଲି।ରାତି ପାହିଲେ ରାକ୍ଷୀ ପୁନେଇଁ।ମା ଶିଳରେ ବିରି ଚାଉଳ ବାଟୁଥିଲା,ଘର୍ ଘର୍ କରି।ମତେ ବିରକ୍ତ ଲାଗିଲା।ମୁଁ କବାଟ ଆଉଜାଇ ଗୋଡ ହଲେଇ ହଲେଇ ଶାନ୍ତିରେ ଟିଭି ଦେଖିଲି। ବିକଳିଆ ଶବ୍ଦଟେ ବାହାରୁ…