Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଗୋଟିଏ ପ୍ରାର୍ଥନା

ଗଦାଧର ସାହୁ  ଚର୍ମ ଚକ୍ଷୁ ତୋର ପବିତ୍ର ହୋଇବ ଦାରୁ ଦିଅଁ ଦାଣ୍ଡେ ଦେଖି, ଦଣ୍ଡେ କି ଘଡିଏ ଯାହା ତୂ ଦେଖିବୁ ପୂର୍ବ ପୁଣ୍ୟ ତୋର ସାକ୍ଷୀ । ତା ଦୟା ନହେଲେ ତା ଡୋରି ନଲାଗେ ଦେଖିବାତ ଦୂର କଥା, ତାକୁ ନ ଦେଖିଲେ ଆଖି ଥାଇ ଅନ୍ଧ ଜନମ ହୋଇବା ବୃଥା । ଜନମ ପୂର୍ବରୁ…

ଭାଷା ଭାଗବତ : ଲେଖକେ ଶବ୍ଦହରା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭାବୀ, ଅଜ୍ଞାନ ଓ ରୁଗ୍‌ଣ ଅଳସୁଆ, ଅପରିଚ୍ଛନ୍ନ ନ ହେଲେ ଜନସାଧାରଣ କରି ହୁଏନି ପ୍ରଶାସନ ରାଜନେତା ଓ ପ୍ରଶାସକ ଲୋଡ଼ଂତି ଏହି ଭଳି ଲୋକ କିଂତୁ ଯଶସ୍ବୀ କବିଗଣ ଏବେ ବି ରହିଛଂତି ମୌନ ସାହିତ୍ୟ ନାମେ ଶବ୍ଦ ଖେଳ ଚାଲିବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ବଞ୍ଚେଇବାର ଚେଷ୍ଟା କରୁକରୁ, ଖୁମ୍ବଟି କାଠର ଡେକ୍ ଉପରେ ପଡ଼ିଯିବାରୁ, ସମୀରା ଭାରସାମ୍ୟ ହରାଇ ନୀଳ ସମୁଦ୍ରର ଅତଳ ଗର୍ଭକୁ ଛିଟ୍‌କି ପଡ଼ିଲା । “ନାଇଁ... ସମୀରା ଦି’...,” ବିକଳ ଚିତ୍କାର କରି ଭାଙ୍ଗି…

କବିତା : ସାର୍ଥକ ଜନମ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ୟ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମଜ୍ଞାନୀମାନେ ଦେହାଭିମାନରୁ ଉର୍ଦ୍ଧ୍ୱରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସମୀରା ତାଙ୍କ ସୁଇଟ୍ କବାଟକୁ ବନ୍ଦ କରି ଆସୁଥିବାବେଳେ, ବୀରାକୁ ଅତ୍ୟନ୍ତ ବିବ୍ରତ ହେଇପଡ଼ୁଥିବାର ଦେଖି ସିଡ଼୍ ତାକୁ ଅତି ଧୀର ସ୍ୱରରେ ପଚାରିଲା, “ଏତେ ବ୍ୟସ୍ତ କାଇଁ ଲାଗୁଛ? ସବୁ ଠିକ୍‌ଠାକ ତ?” ।…

ଅନୁବାଦ କବିତା : ସ୍ମୃତିର ସହର

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ ଦିନେ କିଏ ଆସି କହିବ ତୁମ ଡ୍ରଇଂ ରୁମରେ ଚେୟାର ଟିଏ ପଡ଼ିବାର ଜାଗାଅଛି ମୁଁ ମୋ ଖଟଟା ଆଣି ସେଇଠି ପକାଇ ଶୋଇବି ଗଛତଳେ ମୋତେ ଆଉ ଭଲ ଲାଗୁନାହିଁ। ଦିନେ କିଏ ଆସି କହିବ ତୁମ ଭାତ ଥାଳିରୁ ମୁଁ ତିନି ଗୁଣ୍ଡା ନେବି କାରଣ ମୋର ଥାଳି ହିଁ…

ଭାଷା ଭାଗବତ : ସ୍ଥଗିତ ନବଜାଗରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯିଏ ନିଜକୁ ଯାହା ଭାବୁଁ ତାହା ଯେହେତୁ ନୁହେ ସବୁ ଯେ ଯାହା ପାରିଅଛୁଁ ହୋଇ ତାହା ବି ଯଥେଷ୍ଟ ନୁହଇ ବ୍ୟକ୍ତିର ସବୁ ସଂଭାବନା ବ୍ୟକ୍ତ କରିବା କଳା ଜଣା ନ ଥାଏ, ତେଣୁ ଅସଂପୂର୍ଣ ସଂସାରେ ମଣିଷ ଜୀବନ ନିଜେ ହିଁ ନିଜର…

କବିତା : ଘୋଷଯାତ୍ରା ପାଇଁ ଆଶା

ରମେଶ ରଥ  ରଥପରେ ତୋତେ ଦେଖିବି ବୋଲିରେ କେତେ କରିଥିଲି ଆଶା, ସବୁ ଆଶା ମୋର ହୋଇଲା ନିରାଶା ପଡ଼ିଲାକି ଶନି ଦଶା।। ବରଷକେ ଥରେ ଆସୁ ରଥପରେ ପତିତ ଉଦ୍ଧାର ପାଇଁ, ହେଲେ ଏ ବରଷ କିମ୍ପାଇଁ ନିରାଶ କରିଲୁ ଜଗତ ସାଇଁ।। ଅନାଥର ନାଥ ତୁମ୍ଭେ ଜଗନ୍ନାଥ ଭକତର ଭାବଗ୍ରାହି ତୋ ରଥ…