Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଜ୍ଞାନ ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ପ୍ରସାରିତ ହେଲେ ହିଁ ସାହିତ୍ୟର ହିତ ହୋଇଲେ ସାହିତ୍ୟ-ରହିତ ଭାଷାଟେ ନୁହେ ସୁରକ୍ଷିତ କେବଳ କଥାବାର୍ତା ବଳେ ଭାଷାଟେ ଧ୍ବନି ହୋଇ ଚଳେ ଧ୍ବନି ଯେହେତୁ କ୍ଷୀଣଜୀବୀ ଭାଷାଟେ ହୁଏନି ପ୍ରଭାବୀ ସକଳ ପ୍ରକାର…

ଅନ୍ତିମ ନିଷ୍ପତ୍ତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପୁଅକୁ ଲୁଚେଇ ଲୁଚେଇ ମହିଳାଜଣକ ନିଜ ଲୁହ ପୋଛି ଦେଉଥାଆନ୍ତି । ଉଦାସ ରୋହାନ୍ ଭାବୁଥାଏ, ଏ ସବୁ ଭାଗ୍ୟର ବିଡ଼ମ୍ବନା, ଯାହା ଫଳରେ ଏ ପରିବାର ସବୁ ବିଚ୍ଛିନ୍ନ, ଆଉ ଏମାନଙ୍କ ଜୀବନ ଧ୍ୱଂସ୍ତବିଧ୍ୱଂସ୍ତ ।…

ଅନୁବାଦ କବିତା : ସବ୍ୟସାଚୀ

ମୂଳ ବଙ୍ଗଳା: ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅଦ୍ଭୁତ ଶ୍ୱାପଦ ଆଖି ଅହରହ ଜଳୁଅଛି ଅଚଳ ଅନ୍ଧାରେ। ହେ ବନ୍ଧୁ, ପଛରେ ରଖି ଅନ୍ଧ ହିମଗିରି ଅନନ୍ତ ବାର୍ଦ୍ଧକ୍ୟ ତୁମ ନେଉ ଏକ ନୂଆ ଜୀବନ୍ୟାସ ରକ୍ତେ ଭିଜା ଯୌବନର ଅନ୍ତିମ ପିପାସା ନିଷ୍ଠୁର ଗର୍ଜନେ ଆଜି ଅରଣ୍ୟ ଧୁଆଁରେ ହେଉ…

ଭାଷା ଭାଗବତ : ଭାଷାର ଗୁଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ତରଳ, ନମନୀୟ ତା'ର ନିଜର ପରିଚୟ ସତରେ କିଛି ବି ନ ଥାଏ ଯେ ଯାହା କରଂତି ତା ହୁଏ ଯେହେତୁ ଲୋକେ ଅସମାନ ଭାଷା ବି ହୁଏନି ସମାନ ବଦଳୁଥାଏ ଘନଘନ ଏହା ହିଁ ତା ମୂଳ ଲକ୍ଷଣ ପ୍ରୟୋଜନ-ଚାଳିତ ଭାଷା ପ୍ରୟୋଗ-ନିର୍ଭର…

ଜାତିବାଚକ ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯେଉଁପଦ କୌଣସି ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ ନ କରି ଗୋଟିଏ ଗୋଷ୍ଠୀ, ଦଳ, ଶ୍ରେଣୀ, ଜାତି ବା ବିଭାଗକୁ ବୁଝାଇଥାଏ ତାହା ଜାତିବାଚକ ବିଶେଷ୍ୟ । ଆମେ ମଣିଷ କହିଲେ ମଣିଷ ଜାତିକୁ ଯେମିତି ବୁଝୁ ସେମିତି ଦେଶ, ପାହାଡ଼, ପଶୁ, ପକ୍ଷୀ, ଫୁଲ,…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଭାବି ହେଉଥିବା ବେଳେ ବୀରା ବାଷ୍ପରୁଦ୍ଧ କଣ୍ଠରେ କହିଲା, “ପାପା ଓ ମାମା, ସମୀରା ଦି’ ବିଷୟରେ ପଚାରିଲେ ମୁଁ କ'ଣ କହିବି?” ରୋହାନ୍ ଆଉ ସିଡ଼୍‌କୁ ନୁହେଁ, ବୀରା ଯେମିତି ନିଜକୁ ନିଜେ ହିଁ କହୁଥିଲା ।…

କବିତା : ବାହୁଡ଼ିବେ ଆମ କଳା ଠାକୁର

ବିବାସିନୀ ପଟ୍ଟନାୟକ ମାଲିକ ବିନା ଯେ ସେବକ ସୁଆର ନିସ୍ପନ୍ଦ ହୋଇ ରହିଲେ, ମଙ୍ଗଳ ଆଳତୀ ଗହଳ ଚହଳ ଧ୍ୱନି ବି ନଶୁଭେ ମନ୍ଦିରେ। ଏବେ ତ ସମସ୍ତେ ତତ୍ପର ହେଲେଣି ମନ୍ଦିରର ଚତୁର୍ଦ୍ଦିଗ, ଗମ୍ଭୀରା ଭିତର ରତ୍ନ ସିଂହାସନ ସବୁ ହେଲେଣି ସଜାଗ। ରହଣି ସରିଲା ନବଦିନଯାତ୍ରା ଛାଡି…

ଭାଷା ଭାଗବତ : ଭାବ ଆରୋହୀ, ଭାଷା ରଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଲ୍ଲାର ଅଥବା ମହ୍ଲାର ଲୋକେ କରଂତି ବ୍ୟବହାର ପ୍ରହ୍ଲାଦ, ଆହ୍ଲାଦ ପ୍ରଭାବ ହ୍ଲ ଦେଖି କରୁଁ ଅନୁଭବ ଯାହାଂକ ଯେଉଁ ଭଳି ମନ କରଂତି ଗ୍ରହଣ, ଲିଖନ ରୂପ ହେଲେ ହେଁ ଭିନ୍ନ ଭିନ୍ନ ଅର୍ଥତଃ ଉଭୟ ସମାନ ଜଣେ କହିଲେ ଜଣେ ବୁଝେ…

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪ ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ'ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ…