Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷାସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନନୁମେୟ ଏ ପ୍ରକୃତି ଦେଖୁଥିଲେ ହେଁ ଲୋକେ ନିତି କରଂତି ଭବିଷ୍ୟ ଗଣନା ଲାଗୁ ହୋଇନି କଟକଣା ' ଏହା କଲେ, ତାହା ହିଁ ହେବ ' ମନରେ ରଖି ଏହି ଭାବ ପ୍ରତ୍ୟହ ହେଉଁ ପରାଜିତ ତେବେ ବି ବଦଳୁନି ମତ ପ୍ରାପ୍ତିର ଆଶା ରଖି କାମ…

କବିତା : ଭାରି କଷ୍ଟ ଲାଗେ

ଭାରତୀ ସରିତା ମହାନ୍ତି  ଭାରି କଷ୍ଟ ଲାଗେ ରକ୍ତ ପର ହେଲେ ଏ କି ଅବା ଭାଗ୍ୟ ଦୋଷ? ଦୋଷ ନ କରିବି ଦୋଷୀ ସାଜେ ମୁଁ ଯେ ଏହା ମୋ’ର ଅବାଶୋଷ। ଭାରି କଷ୍ଟ ଲାଗେ ଆଖି ଦୁଇ ଯେବେ ଖୋଜି ବୁଲେ ଅତୀତକୁ ଅତୀତ ଇଶାରା ଦିଏ ବର୍ତ୍ତମାନ ସଦା କଷ୍ଟ ସହିବାକୁ। ଭାରି କଷ୍ଟ ଲାଗେ ମମତାର…

ଭାଷା ଭାଗବତ : ଧନୀ ଲୋକର କୁଂଠା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନୀ ଓ ଜ୍ଞାନୀଂକର କୁଂଠା ସହ ରହେନି ଭାଷାନିଷ୍ଠା ବୃଥା ହୁଏ ସମସ୍ତ ଚେଷ୍ଟା କେହି ନୁହଂତି ଦୂରଦ୍ରଷ୍ଟା ବାସ୍ତବତାରୁ ହୋଇ ଚ୍ୟୁତ ସେମାନେ ଅତି ଉଲ୍ଲସିତ ହୋଇ ରହଂତି ଆତ୍ମଲୀନ ଦେଖଂତି ଅଳୀକ ସପନ ଅନୁକରଣକାରୀ ହେଲେ…

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜ ହସ ଲୁଚେଇବାକୁ ବହୁ ଚେଷ୍ଟା ସଚୋ୍ୱ, ବୀରା ଖୁବ୍ ଜୋରରେ ହସି ପକାଇଲା । ଏମାନଙ୍କ ଏ ହର୍‌କତ୍ ଦେଖି, ରୋହାନ୍‌ର ରାଗ ଆହୁରି ବଢ଼ିଯାଉଥାଏ । ଠିକ୍ ଏତିକିବେଳେ ସମୀରାର ଫୋନ୍‌କୁ ଗୋଟେ ମେସେଜ୍‌ ଆସିଲା ।…

ଭାଷା ଭାଗବତ : ଜୀବିତ ଲେଖକ ଦୁଃଖୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶ୍ରାଦ୍ଧୋତ୍ସବ ଓ ଜନ୍ମଦିନ ପାଳନ କରି ଘନ ଘନ ଆମ ସାହିତ୍ୟ ସଂସ୍ଥାମାନ କରଂତି ଯେତେ ଆୟୋଜନ ତହିଁରୁ ଭାଷା ପ୍ରତି ପ୍ରୀତି ବଢ଼ୁ କି ନ ବଢ଼ୁ ଏ ଜାତି ଅତି ଉତ୍ସବ-ପରାୟଣ ହୋଇ କରୁଛି ଭାଷା ମ୍ଳାନ ଅସଂଖ୍ୟ ନିରବ ସାଧକ…

କର୍ମ : ପ୍ରକୃତିର ଉପାସନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ବ୍ୟକ୍ତି ନିଜର କର୍ମାନୁସାରେ ଫଳ ଭୋଗ କରିଥାଏ । ଉତ୍ତମ କାର୍ଯ୍ୟର ଉତ୍ତମ ଫଳ । ନିକୃଷ୍ଟ କାର୍ଯ୍ୟର ଫଳ ନିକୃଷ୍ଟ । ଯାହାର ଜୀବନ ଦର୍ଶନ ଉତ୍ତମ ସେ ସଫଳତା ଲାଭ କରେ । ପକ୍ଷୀ ଏବଂ ପିମ୍ପୁଡ଼ି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥାନ୍ତି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସିଡ଼୍ ସହ ଦେଖାହେବା ପରଠାରୁ ୟା ଭିତରେ ଅନେକ ସପ୍ତାହ ବିତି ଗଲାଣି । କେବଳ ବାବାମାମାଙ୍କ ସହ ଯୋଉ ଦିନ ସମୟ ବିତେଇବାକୁ ଚାହାଁନ୍ତି, ସେ ଦିନଗୁଡ଼ିକୁ ଛାଡ଼ିଦେଲେ, ଆଜିକାଲି ପ୍ରାୟ ସବୁଦିନ ବୀରା ଓ…

ଅନୁବାଦ କବିତା : ସମାଧିରେ ଶୋଇବ?

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ପୁରୀ ସମୁଦ୍ରକୁ ଛାଣି ଆଣିଛି ମୁଁ ଶାମୁକା ଗୋଟାଇ ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା ଫେଣର ମଧୁରତା ଆଣି ବିଛଣାରେ ଦେଇଛି ମେଲାଇ। ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି ଅବା ଲାଗି ରହିବନି କଳାଦାଗ କିଛି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ…