Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

ଭାଷା ଭାଗବତ : ଆଶା ପ୍ରିୟ ସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ପସଂଦ ମନରେ ରହେନାହିଁ ଦ୍ବଂଦ୍ବ ଉତ୍କୃଷ୍ଟ ହେଉ ଅବା ମଂଦ ଲେଖକ ସ୍ବଭାବେ ସ୍ବଚ୍ଛଂଦ ଅଶେଷ ଧୈର୍ଯବଂତ ହୋଇ ଯେ ସତେ ପ୍ରତୀକ୍ଷା କରଇ ମିଳୁ, ନ ମିଳୁ କିଛି ଫଳ ଆଶା ହିଁ ତାହାର ସଂବଳ ଲେଖୁଛିଁ, ପାରୁଛିଁ…

ଅଭୁଲା ଗୀତ : ମନ ମାରି ଦେ’ନା

ସଙ୍ଗୀତ : ଶ୍ରୀକୁମାର ଗୀତ ଗୀତ : ନରସିଂହ ମହାପାତ୍ର ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଚଳଚ୍ଚିତ୍ର :  ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ତୁ ମନ ମାରିଲେ ଜଳେ ମୋ…

ମୋ ଜୀବନରେ ସାହିତ୍ୟ ହିଁ ଚିରସୁନ୍ଦର ସତ୍ୟ : ତେଜସ୍ଵିନୀ ପଣ୍ଡା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ତେଜସ୍ଵିନୀ ପଣ୍ଡାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତା’ହେଲେ ତମେ ଏକଥା ବି ନିଶ୍ଚୟ ଜାଣିଥିବ ଯେ ସେ କୋଉ କାମରେ ବ୍ୟସ୍ତ ଅଛନ୍ତି!” – ଙ୍କ କଥାର ଗୋଟେ ବି ଶବ୍ଦ ସେ ବିଶ୍ୱାସ କରୁନାହାନ୍ତି ବୋଲି ଜଣେଇଦେବା ସ୍ୱରରେ ମିଃ. ଆଲାଷ୍ଟର କହିଲେ । ଏତକ ଶୁଣି…

କବିତା : ଅଣସର ଦର୍ଶନ

ଗଦାଧର ସାହୁ ଚାଲ ମନ ଅଲାରନାଥ ଆଣସରେଛନ୍ତି ଶ୍ରୀଜଗନ୍ନାଥ ।। ଆସିଥିଲେ ଶ୍ରୀରାମାନୁଜ ଶ୍ରୀଚୈତନ୍ୟଦେବ ଦେବେଶ, ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ । ଭକ୍ତି ପ୍ରେମେ ହୋଇଲେ ବାଇ ପାଦ ଚିହ୍ନ କଥା କହଇ, ପାଷାଣ ତରଳି ପାଣି ହୋଇଗଲା…

ଭାଷା ଭାଗବତ : ସ୍ମୃତିବାସୀ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଭାଗବତ ଭକ୍ତିଗୀତ ଲେଖି, ଗାଇ ମୁଁ ଉପକୃତ ହୋଇଚାଲିଛିଁ ନିରଂତର ତେଣୁ ହୋଇନି ହରବର ଏହା ଏକାଂତ ବ୍ୟକ୍ତିଗତ ମୁଁ ନିଜେ ଜାଣିଥିବା ସତ ହେଉ କି ନ ହେଉ ସ୍ବୀକୃତ ନୁହେଁ ମୁଁ ତିଳେ ବିଚଳିତ ଭାଷାକୁ ବ୍ରହ୍ମ ରୂପେ ଜାଣି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “କ’ଣ ହେଲା! ଏ ଜରୁରୀକାଳୀନ ଆଲାର୍ମ ବେଲ୍ କାହିଁକି ବାଜିଲା?” ରୁମ୍ ଭିତରକୁ ଧଇଁସଇଁ ହୋଇ କ୍ୟାପ୍‌ଟେନ୍ ପିଟରସନ୍ ପଚାରିଲେ । ଗୋଟେ ଅପଶକୁନ ଭରା ସ୍ୱରରେ କ୍ରୀଷ୍ଣମୁର୍ତ୍ତି ଆରମ୍ଭ କଲେ, “ସାର୍…

ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ  ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ…

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ସ୍ବୀକାର ତାହା ସର୍ବୋଚ୍ଚ ପୁରସ୍କାର ଲେଖକ ସହିତ ପାଠକ ଯୋଡ଼ଂତି ନିର୍ମଳ ସଂପର୍କ ଅଭ୍ୟାସ ନାମକ ବଂଧନ ବ୍ୟକ୍ତିକୁ କରିଥାଏ ନ୍ୟୂନ ଯାହାଂକୁ ଯାହା ଲାଗେ ଭଲ କରି ହୁଅଂତି କଲବଲ…