Latest Odisha News

BREAKING NEWS

Browsing Category

ସାହିତ୍ୟ

ଲକ୍ଷ୍ମଣ ସାହୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ

କଟକ : ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ପକ୍ଷରୁ ନିମାପଡ଼ା ଟାଉନ୍ ହଲ ପରିସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ 'ନୀଳଚକ୍ର ସମ୍ମାନ-୨୦୨୩ ' ପ୍ରଦାନ କରାଯାଇଛି ।ଏହି ଅବସରରେ ସାହିତ୍ୟ ଆଲୋଚନାରେ ବିଶ୍ୱ ଦରବାରରେ ରଥ ଯାତ୍ରା ଶୀର୍ଷକ ଉପରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ଏ ପ୍ରଶ୍ନର ଉଚାର କେବେ ବି ମିଳିବନି ।” ବିମର୍ଷ ସ୍ୱରରେ ମ୍ୟାଥ୍ୟୁ କହିଲେ । “ତା’ହେଲେ କ'ଣ ଏବେ ଯାଇ ଲାସ୍‌କୁ ଲୁଚେଇଦେବା?” ହତାଶାରେ ଦି’ହାତକୁ ଛନ୍ଦି ଲୁକାସ୍ ପଚାରିଲେ । ସମସ୍ତେ…

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯୁଗ୍ମାକ୍ଷରରେ ରେଫ ଚିହ୍ନ ଦେବାକୁ ନାହିଁ ତ ବାରଣ ବଳୁଛି ଯାହାଂକର ମନ କରଂତୁ ଏପରି ଲିଖନ: ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ ନିର୍ଲ୍ଲଜ ଅଥବ ନିର୍ମ୍ମଳ ନିଜେ ବୁଝଂତୁ ଫଳାଫଳ…

ସ୍ଵଳ୍ପ ଗଳ୍ପ : ସମୟର ଚିତ୍ରନାଟ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୧ (କୋରସ୍) ଠିକଣା ତଉଲ ବେଉସା କହି ହାତରେ ନିକିତି ଧରିଛି ଭାଇ। ସଂସାର ବୋଲନ୍ତେ ଯେତେ ଗହକି ବେଗେ ନିଜ ମୂଲ ନିଅ ପରଖି। ପାଦରେ ଡେଣା ତା ପିଠିରେ ଡେଣା ଡେଣାକୁ ବୁଝିବା ପାଠରେ ଗଣା। ୨ (ନାଟ୍ୟାରମ୍ଭ)…

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ କବି : ପଦ୍ମଲୋଚନ ସାହୁ ପ୍ରକାଶକ : ଲିପିକା , ଜଟଣୀ ପୃଷ୍ଠା : ୧୧୨ ମୂଲ୍ୟ : ୧୫୦ ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ।…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍‌ଟେନ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍‌ ଆଡ଼କୁ ଚାଲିଲେ । “ମୁଁ ଜମା ବିଶ୍ୱାସ କରିପାରୁନି... ରୋଡ଼୍ରିଗେଜ୍‌ଙ୍କୁ ଆଜି ଆତ୍ମହତ୍ୟା କରିବାର ଥିଲା!”…

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୂର ବା ନିକଟ ଅତୀତ ଏଠାରେ ନିତି ଉପାସିତ କିଂତୁ ଚଳିତ ବର୍ତମାନ ପ୍ରତ୍ୟହ ସହେ ଅପମାନ ଚଳିତ ସମୟକୁ ଗାଳି ଦେଇ ଲୋକେ ପାରଂତି ଚଳି କରଂତି ଅତୀତ ବଂଦନା ଏ କାମ ଭଲ ରୂପେ ଜଣା ନ ଥିଲେ ସୁଦ୍ଧା ନୂଆ ଜ୍ଞାନ ଉଦ୍‌ଗାରି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ ଇଞ୍ଜିନଟି ଭୟଙ୍କର ଭାବର ଖରାପ ହୋଇଯାଇଛି । ପ୍ରପେଲର୍‌ଟି ଠିକ୍ ଭାବରେ କାମ କରୁନି ।” ଅଣନିଃଶ୍ୱାସୀ ହୋଇ କହି ପକାଇଲେ ମିଃ. କ୍ରିଷ୍ଣମୂର୍ତ୍ତି। ପିଟରସନ୍ ଫଟୋ ଆଉ ଚା' ରଖିଦେଇ ଠିଆ ହୋଇଗଲେ । ବ୍ୟସ୍ତ…