Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକ ଭିନ୍ନ ଆବେଗରେ ଉଦ୍‌ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଅଭୁଲା ଗୀତ : ଆକାଶେ କି ରଙ୍ଗ ଳାଗିଲା

ଗୀତ : କାର୍ତ୍ତିକ କୁମାର ଘୋଷ ଗାୟନ : ନିର୍ମଳା ମିଶ୍ର ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଆକାଶେ କି ରଙ୍ଗ ଳାଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଚୋରା ପବନେ ସୁରଭି କେ ଦେଲା ଆଜି ଆକାଶେ କି ରଙ୍ଗ ଲାଗିଲା ବାଜେ କାହା ଆଗମନୀ ଗୀତିକା ସାଜେ ନୂଆ ସାଜେ ବନ…

ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରଲିପ୍ତା ଛୋଟରାୟଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗଛରେ ଫୁଲଟିଏ ଦେଖିଲେ ସେ ହାତରେ ଧରିଥିବା ଫୁଲଟିକୁ ଫୋପାଡ଼ି ଦିଅନ୍ତି । ମୀନାକ୍ଷି ଆଜି ତାଙ୍କ ଆଖିରେ ସୁନ୍ଦରୀ ଅଛି । କିନ୍ତୁ ଭବିଷ୍ୟତରେ ସେ ଯଦି ତା’ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀର ସନ୍ଧାନ ପାଆନ୍ତି, ତେବେ…

କବିତା : ଅଂଶୁଘାତ

ରାଜ କିଶୋର ଦାସ କେଉଁ ଘାତ, ଆଉ ଊଣା ଅଛିଯେ’ ଅଂଶୁଘାତର ଡର! ଘାତ ସହିବା ଅଭ୍ୟସ୍ତ ନହେଲେ ଏଠି କ’ଣ ଜୀଇଁ ହୁଏ!! ଜାତକ ଲେଖିଲା ଦିନୁ ହିଁ ଜ୍ୟୋତିଷ କହିଛି - ରାହୁରେ ମଙ୍ଗଳ ଅନ୍ତର ଘାତ ବର୍ଷ, କୋପ ଦୃଷ୍ଟିରେ ଶନି ଗ୍ରହ ଚଲଣ ଦିନ ଘାତ ଦିନ ଲଗ୍ନରେ ଶୁକ୍ର ନିଚସ୍ଥ ଯୋଗୁଁ…

ଭାଷା ଭାଗବତ : ଲୋକଜଡ଼ିତ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ହୋଇଲେ ଶୁଦ୍ଧ ସତ ସହଜେ ହୁଏନାହିଁ ମୃତ ମନ ତ ଅଟେ ମତ-ଘର କିପରି ହେବ ତା ଅଂତର ମତ ବଦଳେ ଘନ ଘନ କିଂତୁ ସୁସ୍ଥିର ରହେ ମନ ବିଶୁଦ୍ଧ ମତକୁ ଆଶ୍ରୟି ବକ୍ତବ୍ୟ ହୁଏ କାଳଜୟୀ ରଚନା ହେଲେ କଷ୍ଟବୋଧ୍ୟ ବୁଝିବା ଲୋକ ହୋଇ ବାଧ୍ୟ…

ଅନୁବାଦ କବିତା : ପିଞ୍ଜୁରୀ ଭିତରେ ଶାରୀ

ମୂଳ ବଙ୍ଗଳା: ଆଲ୍ ମାହମୁଦ୍ ମୋ ଝିଅ ପିଞ୍ଜୁରୀରେ ଶାରୀଟିଏ ପୋଷିଥିଲା ବେଶି ଆଦର ସ୍ନେହ ଭିତରେ କେଜାଣି କେମିତି ଚଢ଼େଇଟିର ନାମ ହୋଇଗଲା କବିତା। ବାହାରୁ କେହିବି ଘରେ ପଶିଲା ମାତ୍ରେ ପକ୍ଷୀଟିକୁ କବିତା, କବିତା ଡ଼ାକି ତାକୁ ଖୁବ୍ ଗୁରୁତ୍ଵ ଦେବାକୁ ଲାଗିଲେ। ଏମିତିକି ମୁଁ…