Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଦଗ୍ଧ ଧରଣୀ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଆଦ୍ୟ ବୈଶାଖରେ ଦଗ୍ଧ ଧରଣୀ ଅସହ୍ୟ ନିଦାଘ ତାତି, ହନ୍ତସନ୍ତ ହୁଏ ଅସହାୟା ହୋଇ ମନେ ଭରିଥାଏ ଭିତି । ଉଦାସୀ ଆଖିରେ ହତାଶାର ଚିହ୍ନ ତୃଷାର୍ତ୍ତ ଚାତକ ପରି, ଖୋଜୁଥାଏ ନିତି ଆବେଗପଣରେ ବରଷାକୁ ଝୁରି ଝୁରି । ଅସହ୍ୟ ଦହନେ ଅପହଞ୍ଚ ଲାଗେ ଭିଜିବାର…

ହଜିଯାଉଥିବା ମଧୁ ଆଦର୍ଶ ଓ ବିଚାରଧାରା

ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ  ସାରା ରାଜ୍ୟରେ ଅସାଧାରଣ ପ୍ରତିଭା ସଂପନ୍ନ ଆଇନଜ୍ଞ ଚରମ ଜାତୀୟତାବାଦୀ ମହାର୍ଘ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୈାରବ ମଧୁସୂଦନଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ବିଭିନ୍ନ ବାର୍‌ ଆସୋସିଏସନ୍…

ଭାଷା ଭାଗବତ : କରିବା ସମୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣଂତି ଭାଷା ପଢ଼ି ଲେଖି କିଂତୁ ସତରେ ଲେଖଂତି କି? ବୁଝିଲେ ଥରଟେ ପଚାରି ଜାଣିବା ସ୍ବଭାବ ଆମରି କଥା କହଂତି ଖୁବ୍‌ ବେଶି ନୁହଂତି ଲିଖନ ପ୍ରୟାସୀ ତେଣୁ ଏ ଭାଷାର ଅବସ୍ଥା ନେଇ ହେଉଛି ଏତେ ଚିଂତା ଶିକ୍ଷା ଗ୍ରହଣ…

ପୂଣ୍ୟ ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ପାପ- ପୂଣ୍ୟ ହେଉଛି, ଜୀବନ ରୂପକ ତରାଜୁର ଗୋଟେ ଗୋଟେ ପଲା । ଗୋଟେ ପଟେ ପାପ ହେଲେ ଅନ୍ୟ ପଟେ ପୂଣ୍ୟ । କେବେ ପାପର ପଲା ଭାରି ତ କେବେ ପୂଣ୍ୟର । କିନ୍ତୁ କୃତକର୍ମର ନିରପେକ୍ଷ ମୂଲ୍ୟାଙ୍କନ ଉପରେ ନିର୍ଦ୍ଧାରିତ ହୁଏ, ଜୀବନ । ଥରେ…

ଅନୁବାଦ କବିତା : ମୋର ଛାଇ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ  ମୁହଁରେ ନିଆଁ ଲଗାଇ ନଡ଼ିଆ କତାର ରସିଟିଏ ଦୋକାନ ବାଡ଼ରେ ଝୁଲୁଥିଲା, ସିଗାରେଟ୍ ଲଗାଇବାକୁ ଯାଇ କାନ୍ଥ ଉପରେ ନଜର ପଡିଲା ମୋର ଠିକ୍ ମୋ ପାଖରେ ଛିଡା ହୋଇ ମୋତେ ଅବିକଳ ନକଲ କରୁଛି ମୋର ଛାଇ। ମୁଣ୍ଡରେ ମୋ ଭଳି ଚଢ଼େଇବସା ପରି ବାଳ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

‘ଦୋଛକିରେ ଆଦିବାସୀ ଭାଷା’ ଶୀର୍ଷକରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପ୍ରଚେଷ୍ଟାରେ 'ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ' ଶୀର୍ଷକରେ ଏକ…

ବିପରୀତାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ - ମୂଳ ଅନ୍ଧାର - ଆଲୁଅ ଅସୀମ - ସମୀମ ଅପଚୟ - ଉପଚୟ ଅନୁକୂଳ - ପ୍ରତିକୂଳ ଅମୃତ - ବିଷ ଅଳ୍ପ - ଅଧିକ ଅର୍ଥ - ଅନର୍ଥ ଅସଲ - ନକଲ ଆକାଶ - ପାତାଳ ଆଗମନ - ପ୍ରତ୍ୟାଗମନ ଆରମ୍ଭ - ଶେଷ ଆସ୍ଥା - ଅନାସ୍ଥା ଆବାହନ - ବିସର୍ଜନ ଆବିଳ…

କବିତା : ନୀଳବର୍ଣ୍ଣ ‘ ମୁଁ ‘

ପ୍ରିୟରଞ୍ଜନ ସାହୁ  ମୁଁରେ ଅର୍ଥ ମୁଁରେ ଅନର୍ଥ ଅର୍ଥ ରେ ଭରେ କଦର୍ଥ ଉତ୍ତର ଉର୍ବରେ କରେ ପ୍ରଶ୍ନବାଚୀ ଗର୍ତ୍ତ !! କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ କୃତ କର୍ମସବୁ ନିଜ ମର୍ଜି ମତେ ପରିତ୍ରାଣେ ଈଶ ଆସି କି ଲାଭ? ସର୍ବେ ରଖି ଷଡ଼ରିପୁରେ ଲୋଭ ।। ରୂପ ଲାବଣ୍ୟ ତ ନିମିତ୍ତ…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…