Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ଗଳ୍ପ : ଅଦୃଶ୍ୟ ବୟସ

ଅମ୍ବିକା ସ୍ୱାଇଁ ଓହୋ,  ଏକ ବଡ଼ ଚିନ୍ତା ଗଲା, ଖୁବ୍ ଦୀର୍ଘ ନିଶ୍ଵାସଟି ପକାଇ ଅଲିଭା ଟେବୁଲ୍ ଉପରେ ଖାତା କଲମ ଥୋଇ ଦେଇ ମନେ ମନେ ଭାବୁଥିଲା ଯାହା ହେଉ, ବର୍ଷକ ତଳୁ ଆରମ୍ଭ କରିଥିବା ଉପନ୍ୟାସଟି ଏହି କିଛି ଦିନର ପରିଶ୍ରମରେ ଆଜି ପୂର୍ଣ୍ଣ ରୂପ ନେଲା । ଖାଲି ଯାହା ସାଜ ସଜା ହୋଇ…

ଭାଷା ଭାଗବତ : ତ୍ରୁଟି ଓ ପ୍ରମାଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଶୁଦ୍ଧତାପ୍ରେମୀ ହୋଇ ବାସ୍ତବ ଭାଷାକୁ ଲୁଚାଇ ରଖଂତି ଅନେକ ଲେଖକ ରହେନି ସ୍ବଭାଷାର ଟେକ ଲୋକ ତୁଂଡରୁ ଯେଉଁ ଶବ୍ଦ ବାହାରି ହୁଏ ବାକ୍ୟ, ପଦ ତହିଁରେ ନ ଥିଲେ ଶୃଂଖଳା ବୁଡ଼େନି ସ୍ବଭାଷାର ଭେଳା ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ…

ସାଧନାର ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ…

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ  ଶିଶିର ଭିଜା ଘାସ ଉପରେ ତୁମର ଚମ୍ପା ରଙ୍ଗର ପାଦ ତୁମ ଆଖିରେ ଆଖି ମିଳାଇଛି ସଦ୍ୟ ଫୁଟା ଦୁଇ ଫୁଲ ସେଇ ମୁହୂର୍ତ୍ତରେ ନୀରା ତୁମେ ବୁଝିପାରିଲନି ଫୁଲକୁ ଛାଡ଼ି କହୁଛି ଭ୍ରମର କିଶୋରୀକୁ ଛୁଇଁବାର ଅଭିଳାଷ ତାର। ଯୁବତୀ ଥିଲ, କେଉଁ…

ଭାଷା ଭାଗବତ : ଆମେ ଭାଷାଘାତୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜବ ଓଡ଼ିଆ ସଂତାନ ଇଂଲିଶ୍‌ ଲେଖି ପ୍ରତି ଦିନ ଦେଖାଂତି ସ୍ବଭାଷା ପୀରତି ଅବୋଧ୍ୟ ଅଟେ ଏହି ରୀତି ଓ. କେ. ନ ଲେଖି, ଲେଖୁଁ O K ନ ଭାବି ଥରେ ଅଳ୍ପ ଟିକେ ଦୁଇଟି ଲିପିର ମିଶ୍ରଣ କେବେ ବି ନୁହେ ସମୀଚୀନ ବହୁ ଭାଷାରୁ ଶବ୍ଦ ନେଇ ନିଜ…

ଅପାଠୁଆର ପାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୁଣ୍ଡରେ ମଇଳା ଗାମୁଛାର ଠେକାଟେ ଭିଡ଼ି, ଆପଣା ଟ୍ରଲିକି ଆଉଜି ଦେହରୁ ଝାଳ ପୋଛି ରାସ୍ତାକଡେ ଏଡ଼େ ପାଟିରେ ଯାହା ଗପୁଛି, ତା କଥାକୁ ଶୁଣୁଥିବା ଲୋକଙ୍କ ଭିଡ ଠେଲି, ମୁଁ ବି ଶୁଣିଗଲି । କହୁଥିଲା... ଆଜ୍ଞାମାନେ ! ମତେ ଟିକେ ବୁଝେଇଦେଲେ, ଏଇ ଯୋଉ ପାଠ ସବୁ…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…