Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କଥା ବଳରେ ଚଳେ ଭାଷା କାମ ଫଳରେ ବଢ଼େ ଆଶା କଥା ଓ କାମର ପ୍ରଭେଦ ବୁଝିବା ଅଟେ ନିରାପଦ କେବଳ ମିଠା କଥା କହି କାମ ଯେ କେବେ କରେନାହିଁ ତାହାର ଜୀବନ ଦୁଃସହ ପ୍ରାୟତଃ ହୁଏ ଅହରହଃ କୌଣସି କଥାଖୋର ଲୋକ ସାରିପାରେନି କାମ ତକ କାମ କରିଲେ…

ଭାଷା ଭାଗବତ : ଭାଷାର ଅବକ୍ଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ୟ ଭାଷାବଂତ ପ୍ରାଣୀ ଏତିକି ପାରୁନାହିଁ ଜାଣି ଜାଣିଲେ ପାରୁନାହିଁ ମାନି ଏହା ତା ସଭ୍ୟତା କାହାଣୀ ସୂକ୍ଷ୍ମ ଭାବନା କରି ଚିଂତା କହିବା, ଲେଖିବା ଦକ୍ଷତା କରିଛି କେବଠୁଁ ଅର୍ଜନ ତେବେ ବି ସଦା ସଂଦିହାନ ନିଜର ବ୍ୟକ୍ତିଗତ ଖୋଇ…

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା । - ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ । ତାଙ୍କ କାନରେ ପ୍ରତିଧ୍ୱନି ତୋଳୁଛି ମଧୁମତୀର ସ୍ୱର- ମୁଁ ଆଜି ମୁକ୍ତ... ଚିନ୍ତାଶୂନ୍ୟ । ତମକୁ…

କବିତା : ଅକବିତା

ସ୍ମୃତି ରଞ୍ଜନ ତ୍ରିପାଠୀ  କଥା ଥିଲା ଗୋଟେ ଫଳନ୍ତି ଗଛରେ ବସାଟିଏ କରିବା ଲୁହ କୋରଡରେ ଆଙ୍କିବା ଆମ ପତ୍ରାୟିତ ପ୍ରେମପକ୍ଷୀର ପ୍ରଥମ ଉଡାଣ । ହାତମୁଠାରୁ ରେଖାସବୁ ସନ୍ୟାସ ନେଲାବେଳେ ଆଉ କିଏ ଗଢ଼ୁଥିବ ଅଦେଖା ହାତର ତ୍ଵରଣ, ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ ମୁଁ…

ଭାଷା ଭାଗବତ : ଦୁଃ ସଂଗେ ବାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ଗତି, ଦୁର୍ଜନ, ଦୁଶ୍ଚିଂତା ଦୁଃସାହସ ଓ ଦୁରବସ୍ଥା ଦୁର୍ବଳ, ଦୁର୍ଦଶା, ଦୁର୍ନାମ ଦୁର୍ଦାଂତ, ଦୁର୍ଦଂଡ, ଦୁର୍ଦମ ଦୁର୍ବୃତ୍ତ, ଦୁର୍ଧର୍ଷ, ଦୁର୍ଯୋଗ ଦୁର୍ମୂଲ୍ୟ, ଦୁଷ୍ପ୍ରାପ୍ୟ ସୁଯୋଗ ଆମେ ତ ଏ ସବୁ ସହିତ ସଭିଏଁ ହୋଇଛୁଁ ଅଭ୍ୟସ୍ତ…

ସ୍ୱଳ୍ପ ଗଳ୍ପ : ନୁବା, ଏକ ବିଦାୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୩ ନୁବା ହେଉଛନ୍ତି ଖରାର ଦେବୀ। ତାହାହେଲେ ଏଇଠି ଖରା ଯେତେବେଳେ ଚାରିଆଡ ପ୍ରଚଣ୍ଡ ତାପର ପ୍ରହରଣଧାରିଣୀ(?) ସେତେବେଳେ ଗୋଟିଏ ଦେବୀ ରୂପରେ ଖରାକୁ ଦେଖିଲେ ଆମକୁ ସତରେ ଆଗ କେମିତି ଲାଗିବ ? ଦେବୀର ସହଜାତ…

ପୁସ୍ତକ ପରିଚୟ ମକର ରାଶିର ଝିଅ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ମକର ରାଶିର ଝିଅ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପୃଷ୍ଠା ସଂଖ୍ୟା : ୪୨ ମୂଲ୍ୟ : ୫ ଟଙ୍କା ମାତ୍ର ଝିଅଟିଏ, ସେ ପୁଣି ମକର ରାଶିର !   ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ…